Breaking News

ଗାଁ ରେ ବିଲରୁ କେମିତି ମାଛ ଧରୁଛନ୍ତି ରୂପାଙ୍କ (Rupa) ଙ୍କ ସ୍ଵାମୀ ପିଣ୍ଟୁ (Pintu) ଓ ତାଙ୍କ ଭଉଣୀ – ଦେଖନ୍ତୁ ଭିଡିଓ

ଆପଣ ମାନେ ଜାଣିଥିବେ ଯେ ରୁପା ଓ ପିଣ୍ଟୁ ଙ୍କ ବିଷୟ ରେ ବହୁତ କିଛି ଜାଣି ଥିବେ ସେ ଓଡିଶା ସୁପରିଚିତ ହେବା ସହ ବହୁତ୍ ଲୋକପ୍ରିୟତା ମଧ୍ୟ ହୋଇ ସାରିଛନ୍ତି ଆଉ ତାଙ୍କୁ ଘରେ ଘରେ ସମସ୍ତେ ଜାଣିଛନ୍ତି। ସେମାନେ ହେଉଛନ୍ତି ସମସ୍ତ ଦର୍ଶକ ମାନଙ୍କ ର ପ୍ରିୟ । ଆଉ ଏହି ସୁପରହିଟ ଯୋଡି ହେଉଛନ୍ତି ରୂପା ଏବଂ ପିଣ୍ଟୁ ଏହି ଯୋଡି ବିଷୟ ରେ ଛୋଟ ରୁ ବଡ଼ ଯାଏ ସମସ୍ତ ଙ୍କୁ ଜଣା ଅଛି ।

ସେମାନଙ୍କର ଅନେକ ମ୍ୟୁଜିକ ଭିଡିଓ ଆପଣ ମାନେ ଦେଖିବାକୁ ପାଉଥିବେ ସବୁ ସମୟରେ । ସେମାନଙ୍କ ଯୋଡି ମଧ୍ୟ ବହୁତ୍ ଜବରଦସ୍ତ ଯୋଡି ହୋଇଥାଏ। ରୁପା ଓ ପିଣ୍ଟୁ ଙ୍କ ଚ୍ୟାନେଲ ରେ ସେମାନେ ତାଙ୍କର ଅନେକ ଗୋଡିଏ ସୁନ୍ଦର ମୁହୂର୍ତ୍ତ ର ଦୃଶ୍ୟକୁ ତାଙ୍କର ପ୍ରଶଂସକ ମାନଙ୍କୁ ଦେଖାଇ ଛନ୍ତି ଆଉ ଦେଖାଉଛନ୍ତି ମଧ୍ୟ। ସେ ତାଙ୍କ ର ପ୍ରତ୍ୟେକ ଭିଡିଓ ବହୁତ ସୁନ୍ଦର ଭାବରେ କରି ଦର୍ଶକ ମାନଙ୍କ ହୃଦୟ ପାଖ କୁ ଯାଇ ପାରିଛନ୍ତି ।

ତେବେ ସେମାନେ ମ୍ୟୁଜିକ ଭିଡିଓ ଗୁଡ଼ିକୁ ଭଲ ଭାବରେ ଅଭିନୟ ରେ ସମସ୍ତ ଦର୍ଶକ ମାନକଂ ମନରେ ଅଭିନେତା ଓ ଅଭିନେତ୍ରୀ ଭାବରେ କରି ପାରିଛନ୍ତି। ଅନ୍ୟ ମାନଙ୍କ ଭଳି ମ୍ୟୁଜିକ ଭିଡିଓ ଇଣ୍ଡଷ୍ଟ୍ରି ରେ ତାଙ୍କର ଚାହିଦା ବେଶ୍ ଅଧିକ ରହିଛି।ସେ ଏବେ ଘରେ ଘରେ ପରିଚିତ୍ ହୋଇ ପାରିଛନ୍ତି । ସେ ତାଙ୍କ ର ପ୍ରତ୍ୟେକ ବ୍ଲଗ୍ ବହୁତ ସୁନ୍ଦର ଭାବରେ କରି ଦର୍ଶକ ମାନଙ୍କୁ ଖୁବ ପାଖ କୁ ଯାଇ ପାରଛନ୍ତି ।

ରୂପା ପିଣ୍ଟୁ ଓ ଖୁସି ଏକ୍ସପ୍ରେସ ନାମରେ ତିଆରି ହୋଇଛି ତାଙ୍କର ଏହି ବ୍ଲଗ୍ ଚ୍ୟାନେଲ ତେବେ ଏହି ନାଁ ଟି ଏବେ ବହୁତ ଚର୍ଚ୍ଚା ରେ ରହିଛି । ଯାହା ୟ୍ୟୁଟବ୍ ରେ ଦେଖି ପାରୁଥିବେ । ଆଉ ପିଣ୍ଟୁ ମଧ୍ୟ ତାଙ୍କ ର କିଛି ନା କିଛି ବ୍ଲଗ୍ ବନେଇ ସୋସିଆଲ୍ ମିଡ଼ିଆ ରେ ସେୟାର କରୁଛନ୍ତି ଆଉ ତାଙ୍କ ବ୍ଲଗ ଦେଖିଲେ ଆପଣ ମାନେ ମଧ୍ୟ ବହୁତ ଏଞ୍ଜଏ କରୁଛନ୍ତି ତାହା ସହିତ ସବୁ ଦର୍ଶକ ମାନେ ମଧ୍ୟ ।

ତେବେ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟରେ ବହୁତ ବର୍ଷା ହେଉଛି ଆଉ ବର୍ଷା ଦିନ ରେ ଛତୁ ଆଉ ମାଛ ରେ କିଛି ଅଭାବ ନଥାଏ । ବିଲ ମାନଙ୍କ ରେ ବହୁତ ମାଛ ଥାଏ ଯାହା କୁ ଧରି ଘର କୁ ଆଣି ରୋଷେଇ କଲେ ତାର ଟେଷ୍ଟି ବହୁତ ଅଲଗା ଥାଏ । ବର୍ଷା ହୋଇଥିବାରୁ ବିଲରେ ପ୍ରବଳ ପାଣି ରହିଥାଏ । ସେହି ପାଣିରେ ମାଛ ଆସିଥାନ୍ତି ।

ପିଣ୍ଟୁ ଓ ତାଙ୍କ ଭାଇ ଭଉଣୀ ଙ୍କୁ ନେଇ ବିଲ କୁ ଯାଇଥିଲେ ମାଛ ଆଣିବା ପାଇଁ ଆଉ ବିଲ ରେ ବହୁତ ପାଣି ଥିଲା ତଥାପି ସେ ନ ଧରି ପାଣି ଭୀତ ରୁ ମାଛ ମାରି କୁ ବହୁତ ସାରା ଆଣିଛନ୍ତି ଯାହା ର୍ କି ଭିଡିଓ କରି ୟ୍ୟୁଟବ୍ ରେ ଭିଡିଓ କରି ଛାଡିଛନ୍ତି ପିଣ୍ଟୁ ଆଉ ଏହି ଭିଡିଓ ଟି ବର୍ତ୍ତମାନ ସମୟରେ ବହୁତ ଭାଇରାଲ ହେବାକୁ ଲାଗୁଚି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

“ସାରା ଦୁନିଆର ରକ୍ଷକ ଯିଏ ,ନିଜ ରକ୍ଷା ପାଇଁ ଧାଇଁଛି ସିଏ” କହୁ କହୁ କାନ୍ଦି ପକେଇଲେ ହାଡୁ (Hadu) – ଦେଖନ୍ତୁ ଭିଡିଓ

ଓଡ଼ିଆ ସିନେମା ଜଗତର ହାସ୍ୟ ଅଭିନେତା ହାଡୁ ଙ୍କୁ ତା ଆପଣ ମାନେ ନିଶ୍ଚୟ ଜାଣିଥିବେ । ହାଡୁ ଓଲିଉଡ଼ …

Leave a Reply

Your email address will not be published. Required fields are marked *