Breaking News

ଗାଉଁଲି ଝିଅର ର ଗୀତ ଶୁଣିଲେ ମନେ ମନେ ପଡି ଯାଉଛି Lata Mmangeshkar ଙ୍କ ସ୍ଵର, ଗୀତ ଶୁଣିଲେ ଆପଣ ବି ପ୍ରଶଂସା କରିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଲୋକ ପ୍ରିୟ ଗାୟିକା ଲତା ମଙ୍ଗେସକର ଙ୍କ ମାତ୍ର 92ବର୍ଷ ରେ ପରଲୋକ, ତେବେ ବନ୍ଧୁଗଣ ଲତା ମଙ୍ଗେସକର ମୁମ୍ବାଇ ବ୍ରିଚ କ୍ୟାଣ୍ଡି ହସ୍ପିଟାଲ ରେ ଚିକିତ୍ସାଧୀନ ଥିଲେ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଲତା ମଙ୍ଗେସକର କରୋନା ରେ ସଂକ୍ରମିତ ହେବା ପରେ ନିମୋନିଆ ରୋଗ ରେ ଆକ୍ରାନ୍ତ ହୋଇ ଥିଲେ।

ତେବେ ବନ୍ଧୁଗଣ ୧୯୨୯ ମସିହା ସେପ୍ଟେମ୍ବର ୨୮ ରେ ଜନ୍ମ ଗ୍ରହଣ କରିଥିଲେ ଲତା । ତେବେ ମାତ୍ର ୧୩ ବର୍ଷ ବୟସ ରେ ଅର୍ଥାତ୍ ୧୯୪୨ ମସିହା ରେ ନିଜ କ୍ୟାରିୟର ଆରମ୍ଭ କରିଥଲେ । ତେବେ ବନ୍ଧୁଗଣ ଏହି ଗାୟିକା ଜଣକ ହଜାର ରୁ ଅଧିକ ଗୀତ ଗାଇଛନ୍ତି । ତେବେ ଦେଶ ଭିତରେ ଅନେକ ଗୀତ ଗାଇବା ସହ ବିଦେଶ ରେ ମଧ୍ୟ ଦେଖିବାକୁ ମିଳିଛି ।

ତେବେ ତାଙ୍କୁ ଭାରତ ରତ୍ନ ମିଳିଥିଲା ୨୦୦୧ ରେ , ତେବେ ଏହି ସମ୍ମାନ ପାଇବା ର ସେ ଦ୍ବିତୀୟ କଣ୍ଠ ଶିଳ୍ପୀ ଅଟନ୍ତି କାରଣ ପ୍ରଥମେ ଏମଏସ ସୁବଲକ୍ଷ୍ମି ଙ୍କୁ ମିଳିଥିଲା । ତେବେ ବନ୍ଧୁଗଣ ସେ ତାଙ୍କ ଜୀବନ ରେ ୩ ଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି ।ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ମଧ୍ୟ ଲତା ମଙ୍ଗେସକର ଗୀତ ସମସ୍ତ ଙ୍କୁ ବେଶ୍ ପସନ୍ଦ ଆସିବା ସହ ବେଶ୍ ଚର୍ଚ୍ଚା ରେ ଅଛନ୍ତି ।

ତେବେ ସେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ମଧ୍ୟ ୨ ଟି ଗୀତ ଗାଇଛନ୍ତି ୧ ଟି ହେଉଛି ସୂର୍ଯ୍ୟମୁଖୀ ଚଳଚ୍ଚିତ୍ର ରେ ସେ ଚୁନା ଚୁନା ତାରା ଫୁଲ ଆଜି ଓ ୨ ଟି ଅରୁନ୍ଧତୀ ଚଳଚ୍ଚିତ୍ର ର ଆଜି ମୁଁ ଶ୍ରାବଣୀ ଲୁହ ର ହରିଣୀ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବର୍ତ୍ତମାନ୍ ସମୟ ରେ ସେ ଆଉ ଆମ ଗହଣ ରେ ନାହାଁନ୍ତି । ତେବେ ବନ୍ଧୁଗଣ ଜଣେ ୟୁ ଟ୍ୟୁବର ଯାହାଙ୍କ ନମଂହେଉଛି ଅଞ୍ଜୁ , ସେ ଉତ୍ତର ପ୍ରଦେଶର ଅଟନ୍ତି

ତେବେ ଲତା ମଙ୍ଗେସକର ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ତାଙ୍କ ର ଏକ ଗୀତ ଗାଇଛନ୍ତି ଓ ଲତା ମଙ୍ଗେସକର ଙ୍କ ସାନ ଭୂଆନି ଆଶା ଙ୍କ ର ମଧ୍ୟ ଏକ ଗୀତ ଗାଇଛନ୍ତି । ତେବେ ଏହି ଗୀତ ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଥିଲା ଓ ଯାହାକୁ ସମସ୍ତେ ଦେଖିବା ପରେ ଦ୍ୱିତୀୟ ଲତା ମଙ୍ଗେସକର ବୋଲି କହିଥିଲେ ।।

About admin

Check Also

“ସାରା ଦୁନିଆର ରକ୍ଷକ ଯିଏ ,ନିଜ ରକ୍ଷା ପାଇଁ ଧାଇଁଛି ସିଏ” କହୁ କହୁ କାନ୍ଦି ପକେଇଲେ ହାଡୁ (Hadu) – ଦେଖନ୍ତୁ ଭିଡିଓ

ଓଡ଼ିଆ ସିନେମା ଜଗତର ହାସ୍ୟ ଅଭିନେତା ହାଡୁ ଙ୍କୁ ତା ଆପଣ ମାନେ ନିଶ୍ଚୟ ଜାଣିଥିବେ । ହାଡୁ ଓଲିଉଡ଼ …

Leave a Reply

Your email address will not be published. Required fields are marked *