ବନ୍ଧୁଗଣ ବର୍ତ୍ତମାନ ସମୟରେ ବହୁତ ସାରା ସିନେମା ଏବେ ରିଲିଜ ହେବାକୁ ଲାଗୁଚି ଯାହା କି ଆପଣ ମାନେ ଜାଣି ଥିବେ ବହୁତ ଭଲ ଭାବରେ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଦୀର୍ଘ 2 ବର୍ଷ ହେବ କୋଭିଡ୍ କଟକଣା ପାଇଁ ଓଡ଼ିଆ ସିନେମା ରିଲିଜ ହୋଇ ପାରି ନଥିଲା ଆଉ ଦର୍ଶକ ମାନଙ୍କ ମନ ବି ବହୁତ ଦୁଃଖ ହୋଇ ଥିଲା କାରଣ ଆମ ଓଡ଼ିଆ ହେଇ କିଛି ନୂଆ ଓଡ଼ିଆ ସିନେମା ଦେଖି ପାରୁ ନଥିଲେ ।
ତେବେ ବର୍ତ୍ତମାନ ସମୟରେ ଏବେ ଆଉ କୋଭିଡ୍ ର କଟକଣା ନାହିଁ ତେଣୁ ବହୁତ ସିନେମା ସୁଟିଂ ହେଲାଣି ଆଉ ରିଲିଜ ମଧ୍ୟ ହେଲାଣି । ଆପଣ ମାନେ ନିଶ୍ଚିତ ଭାବରେ ଭାବୁ ଥିବେ ଆଜି ଆମେ କାହା ବିଷୟ ରେ ଆଉ କେଉଁ ସିନେମା ବିଷୟ ରେ କହି ବାକୁ ଯାଉଛୁ । ଯଦି ଆପଣ ମାନେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ଚାହୁଁଛନ୍ତି ତାହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ସେଷ ଯାଏ ପଢନ୍ତୁ ତାହେଲେ ଆପଣ ମାନେ ଆମେ ଦେଇ ଥିବା ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣି ପାରିବେ ।
ବନ୍ଧୁଗଣ ଆପଣ ମାନେ ଉପାସନା ମହାନ୍ତି ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ । ଆପଣ ମାନେ ତାଙ୍କୁ ମାନିନୀ ଭାବରେ ଅଧିକ ଜାଣି ଥିବେ କାରଣ ତାଙ୍କ ମାନିନୀ ସିରିଏଲ ଟି ବହୁତ ଭଲ ହୋଇ ଥିଲା ଆଉ ଦର୍ଶକ ମାନେ ମଧ୍ୟ ବହୁତ ଭଲ ପାଉ ଥିଲେ ମାନିନି ଙ୍କୁ ଆଉ ତାଙ୍କୁ ଏପର୍ୟ୍ଯନ୍ତ ବି ବହୁତ୍ ଭଲ ପାଇବା ଦେଇ ଆସିଛନ୍ତି ଆପଣ ମାନେ । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଉପାସନା ମହାନ୍ତି ମାନେ ଆପଣ ଙ୍କ ର ପ୍ରିୟ ମାନିନୀ ଙ୍କ ର ଏକ ନୂଆ ସିନେମା ଅଛି ଯେଉଁ ସିନେମା ରେ ବହୁତ ରୋମାନ୍ସ , ଭଲ କାହାଣୀ ଆଉ କିଛି ହୋରର୍ ସିନ୍ ବି ଅଛି ଆସା ଅଛି ଆପଣ ମାନେ ଏହାକୁ ବହୁତ ପସନ୍ଦ କରିବେ ।
ଏ ନେଇ ନିଜେ ଉପାସନା ମହାନ୍ତି ସମସ୍ତ ଙ୍କୁ ଅନୁରୋଧ କରି କହିଛନ୍ତି କି ଥରେ ତାଙ୍କ ସିନେମା କୁ ଦେଖି ବାକୁ ଜାଆନ୍ତୁ ଦେଖିଲେ ନିଶ୍ଚିତ ଭବର୍ର୍ ବହୁତ ଭଲ ଲାଗିବ । ତେବେ ଏହି ସିନେମା ର ଡାଇରେକ୍ଟର୍ ହେଉଛନ୍ତି ଉପାସନା ଙ୍କ ସ୍ବାମି ଗିରିସ୍ ଆଉ ସିନେମା ବହୁତ ସୁପର ହିଟ ହୋଇ ଗଲାଣି ଆଉ ଆପଣ ମାନେ ଜାଣିଥିବେ ଓଡ଼ିଆ ସିନେମା ଙ୍କୁ ବର୍ତ୍ତମାନ ହଲ୍ ମିଳୁ ନାହିଁ କିନ୍ତୁ ତାଙ୍କ ସିନେମା 37 ତା ହଲ୍ ରେ ପଡିଛି ।
ବହୁତ ଲୋକ ମାନେ ମଧ୍ୟ ଦେଖିବାକୁ ଆସୁଛନ୍ତି ଯେଉଁ ଜାଗା ର ହଲ୍ ରେ ପଡି ନାହିଁ ସେମାନେ ମଧ୍ୟ ଆସିଛନ୍ତି ତେଣୁ କରି ଦେଖିବା ପାଇଁ ସେ ବହୁତ ଖୁସି ରେ ସମସ୍ତ ଙ୍କୁ ଅନୁରୋଧ ମଧ୍ୟ କରୁ ଥିବାର ନଜର ରେ ଆସି ଛନ୍ତି । ତାଙ୍କ ସିନେମା ର ନାଁ ହେଉଛି ଚୁମୁକି ସେ ତ ପାଣି ରେ ବୁଡିବ ନାହିଁ । ଯାହା ବହୁତ ସୁପରହିଟ୍ ହେବାରେ ଲାଗୁଚି କାହିଁକି ବହୁତ ଦର୍ସକ୍ ମାନେ ଦେଖି ବହୁତ ଖୁସି ହୋଇ ଛନ୍ତି ।