ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ଅଛନ୍ତି ଓ ଏହି ଅଭିନେତା ମାନେ ଚଳଚ୍ଚିତ୍ର ଦୁନିଆ ରେ ଅଭିନୟ କରି ବେସ୍ ଲୋକ ପରିଚିତ ହୋଇ ପାରିଛନ୍ତି । ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଅଭିନେତା ଅଛନ୍ତି ଯେଉଁ ମାନ ଙ୍କୁ ନେଇ ପ୍ରତି ବର୍ଷ ଗୋଟିଏ କିମ୍ବା ଦୁଇ ଟି ଚଳଚ୍ଚିତ୍ର ଆସିଥାଏ ।
ବନ୍ଧୁଗଣ ଆପଣ ମାନେ ଅଭିନେତା ବାବୁଶାନ୍ ମହାନ୍ତି ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ଓ ତାଙ୍କ ଜବରଦସ୍ତ ଅଭିନୟ ବହୁ ସାରା ଚଳଚ୍ଚିତ୍ର ରେ ଦେଖିଥିବେ । ବନ୍ଧୁଗଣ ଆଗାମୀ ଦିନ ମାନ ଙ୍କ ରେ ବାବୁଶାନ ଙ୍କ ଚଳଚ୍ଚିତ୍ର ଦମନ ରିଲିଜ୍ ହେବାକୁ ଯାଉଛି ଓ ଏହାରି ଭିତରେ ଅଭିନେତା ବାବୁଶାନ ମେଡିକାଲ ରେ ଚିକିତ୍ସା ହେଉଛନ୍ତି ।
ଦମନ ଚଳଚ୍ଚିତ୍ର ପାଇଁ ବାବୁଶାନ ପ୍ରମୋଷନ ପାଇଁ ଯାଇଥିବା ସମୟ ରେ ଦୂର ବାଟ ଗାଡି ରେ ଯାତ୍ରା ହେଉଥିବାରୁ ତାଙ୍କ ଅକ୍ସିଯେନ୍ ଲେବୁଲ କମି ଯିବାରୁ ସେ ଗୁରୁତର ଅବସ୍ଥାରେ ଭୁବନେଶ୍ଵର ର ସମ ହସ୍ପିଟାଲ ରେ ଚିକିତ୍ସା ହେଉଛନ୍ତି , ଏହି ଖବର ଟି ବର୍ତ୍ତମାନ୍ ସମୟ ରେ ବେଶ୍ ଚର୍ଚ୍ଚା ରେ ଅଛି ।
ତାହେଲେ ବନ୍ଧୁଗଣ ଏହାରି ଭିତରେ ଲୋକ ପ୍ରିୟ ଗାୟକ ବାପୁ ଗୋସ୍ୱାମୀ କହିଛନ୍ତି ଯେ ଅକ୍ସିଯେନ ଲେବୁଲ୍ କମି ଯିବାରୁ ସେ ମେଡିକାଲ ରେ ଚିକିତ୍ସିତ ହେଉଥିଲେ ଓ ବର୍ତ୍ତମାନ୍ ସମୟ ରେ ତାଙ୍କ ସ୍ବାସ୍ଥ୍ୟ ରେ ସୁଧାର ଆସୁଛି । ବାବୁଶାନ ଦେଖା କରିବା କୁ ସେ ଯାଉଛନ୍ତି , ବର୍ତ୍ତମାନ୍ ସମୟ ରେ ସେ ସୁସ୍ଥ ଅଛନ୍ତି ।
ସେ ଖୁବ୍ ଶୀଘ୍ର ସୁସ୍ଥ ହୋଇ ପୁଣି ଆପଣ ଙ୍କ ମନୋରଂଜନ କରାଇବା ପାଇଁ ଆସିବେ । ଯେଉଁ ଭଳି ଭାବେ ଆପଣ ଙ୍କୁ ଭଲ ଭଲ ସିନେମା ଦେଉଥିଲେ ଠିକ ସେହିଭଳି ଦେବେ । ମାନସିକ ସ୍ତର ରେ ସେ ଜମା ରୁ ସେ ଭାଙ୍ଗି ନାହାଁନ୍ତି , ସେ ପ୍ରମୋଷନ ପାଇଁ ଯେଉଁ ସ୍ଥାନ କୁ ଯାଇଥିଲେ ସେଠୀ ଅକ୍ସିଯେନ ଲେବୁଳ କମ ଥାଏ ସେଠାକୁ ନୂଆ ଯିଏ ବି ଯିବ ମଧ୍ୟ ତାର ଦେହ ଅସୁସ୍ଥ ହେବା ଗୋଟେ ସ୍ଵାଭାବିକ କଥା ।
ଏହି ଭଳି ଭାବେ ଲୋକ ପ୍ରିୟ ଗାୟିକ ବାପୁ ଗୋସ୍ୱାମୀ ଅନେକ କିଛି କହିଥିଲେ । ଦର୍ଶକ ମାନେ ମଧ୍ୟ ଚାହୁଁ ଛନ୍ତି ସେ ଖୁବ୍ ଶୀଘ୍ର ସୁସ୍ଥ ହୋଇ ଆସନ୍ତୁ ଓ ପୁଣି ଅଭିନୟ ଦୁନିଆ ରେ ପ୍ରବେଶ କରି ଦର୍ଶକ ମାନ ଙ୍କ ମନୋରଂଜନ କରାନ୍ତୁ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।