ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟ ରେ ବହୁତ କିଛି ଭିଡିଓ ଆମେ ମାନେ ସୋସିଆଲ୍ ମିଡ଼ିଆ ରେ ଦେଖି ପାରୁଛେ । ସୋସିଆଲ୍ ମିଡ଼ିଆ ପେଜ ଖୋଲିବା ମାତ୍ରେ କିଛି ନା କିଛି ନୂଆ ଭିଡିଓ ଦେଖି ବାକୁ ମିଳେ । ବର୍ତ୍ତମାନ ସମୟ ରେ ସୋସିଆଲ୍ ମିଡ଼ିଆ ଏପରି ଏକ ପ୍ଲାଟଫର୍ମ ବନି ସାରିଛି ଜାହା କି ସମସ୍ତ ଙ୍କ ପାଇଁ ଅତି ପ୍ରିୟ ପ୍ଲାଟଫର୍ମ ବନି ସାରିଛି ଆଉ ଏହି ମିଡିଆ କୁ ଅଧିକ ରୁ ଅଧିକ ଲୋକ ବ୍ୟବହାର କରି ଥାନ୍ତି । ଆଉ ଏହି ସୋସିଆଲ ମିଡ଼ିଆ କୁ ଏତେ ମାତ୍ରା ରେ ଲୋକ ମାନେ ବ୍ୟବହାର କରୁଛନ୍ତି ତାହା ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ ।
ତେବେ ସୋସିଆଲ୍ ମିଡ଼ିଆ ରେ ଆମେ କାହାର ବିଷୟ ରେ କିଛି ଡିଟେଲ୍ସ ଦରକାର ହେଲେ ତାହା ଅତି ସହଜ ରେ ମିଳି ଯାଏ । ବର୍ତ୍ତମାନ ପାଇଁ ସୋସିଆଲ ମିଡ଼ିଆ ଏମିତି ଏକ ପାର୍ଟଫର୍ମ ସାଜି ସାରିଛି ଯାହା ଲୋକ ମାନଙ୍କ ମଧ୍ୟ ରେ ଥିବା ଟ୍ୟାଲେଣ୍ଟ ଗୁଡିକୁ ଖୋଜି ଖୋଜି ବାହାର କରିବାରେ ମଧ୍ୟ ସକ୍ଷମ ହୋଇ ପାରିଛି । ଆଉ ସୋସିଆଲ ମିଡ଼ିଆ ମାଧ୍ୟମ ରେ ଲୋକ ମାନେ ସେଲିବ୍ରିଟି ହେବା ରେ ବି ପଛଉ ନାହାନ୍ତି ।
ତେବେ ଆପଣ ମାନେ ମଧ୍ୟ ଜାଣିଥିବେ କି ସୋସିଆଲ୍ ମିଡ଼ିଆ ରେ ବହୁତ ସାରା ଭିଡିଓ ଭାଇରାଲ୍ ହେଉଛି ଯେପରି କି କମେଡି ହଉ କି ଇମୋସ୍ନାଲ୍ ଭରା ଭିଡିଓ ସବୁ ଭେରାଇଟିର ଭିଡିଓ ଦେଖିବାକୁ ମିଳେ । ତେବେ ଆପଣ ମାନେ ଯଦି ସମ୍ପୁର୍ଣ୍ଣ ବିବରଣୀ କୁ ଜାଣିବାକୁ ଚାହୁଁଥିବେ ତେବେ ଆପଣ ମାନେ ଆମର ଏହି ଲେଖାଟିକୁ ପ୍ରଥମ ରୁ ଶେଷ ଯାଏଁ ପଢନ୍ତୁ ତେବେ ଯାଇ ଆପଣ ମାନେ ଜାଣି ପାରିବେ ସମ୍ପୁର୍ଣ୍ଣ ତଥ୍ୟ ଟିକୁ ତେବେ ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ତଥ୍ୟ ଟିକୁ ।
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ଜଣେ କମେଡିଆନ୍ ହେବା ଜମା ବି ସମ୍ଭବ ନୁହଁ କାରଣ କମେଡି ଦ୍ବାରା ଲୋକ ମାନେ ହସନ୍ତି ଯାହା ଏହା ଜମା ବି ସରଳ କଥା ନୁହଁ । ଏବେ ରତ୍ନ ମଣ୍ଡପ ରେ ଏକ କମେଡି ହେଉଛି ଯାହା କି ଏହି ଥର ଚହଳ କରିଦେବ । ଏହି ରତ୍ନ ମଣ୍ଡପ ରେ ନୂଆ କରି କମେଡି ଆରମ୍ଭ କରୁଛନ୍ତି । କମେଡି ଏକ ଚ୍ୟାଲେଂଜ୍ ଭଳି ହୋଇ ଥାଏ କାରଣ କମେଡି ହେଲେ ତାଳି ମାରନ୍ତି ଆଉ କମେଡି ଆରମ୍ଭ କଲେ ଗାଳି ମଧ୍ୟ ଦିଅନ୍ତି ଲୋକ ମାନେ ଆଉ ଥରେ ଆରମ୍ଭ ହୋଇ ଗଲେ କମେଡି ଲୋକ ମାନେ ହସି ହସି ଗାଡି ଜାଆନ୍ତି ।