Breaking News

ଗୋଟେ ପଟେ ସ୍ଵାମୀ ହୋଟେଲ ରେ ବସି ମଜା ନେଉଛନ୍ତି ଅନ୍ୟ ପଟେ ପ୍ରେମିକା ଘରେ ବର୍ଷା ରେ ଧାରଣାରେ ବସିଛି – ଦେଖନ୍ତୁ ଭିଡିଓ

ଆଜି ବ୍ରହ୍ମପୁର ରେ ସକାଳୁ ସକାଳୁ ବହୁତ ଜୋରେ ବର୍ଷା ହେଉଛି । ଆଉ ଏ ବର୍ଷା ରେ ପ୍ରେମିକ ଘର ଆଗରେ ଧାରଣା ରେ ଆଶା ରଖି ବସିଛି ଦୀପିକା । ଆଉ ଏତିକି ବେଳେ ଆସି ପହଞ୍ଚିଲେ ସମାଜ ସେବି ପ୍ରମିଳା ତ୍ରିପାଠୀ । ପ୍ରମିଳା ତ୍ରିପାଠୀ ମଧ୍ୟ ବର୍ଷା ହେଲା ବେଳେ ଦୀପିକା ବସିଥିବା ପାଲ୍ ତଳେ ବସିଲେ ଦୀପିକା ଙ୍କ ସହ ।

ଆଉ ସେଠାରେ ଦୀପିକା ଏକ ଫୋଟ ଦେଖାଇଲେ କହିଲେ ମାଆ ଦେଖ ମୁଁ ଏଇଠି ତାଙ୍କୁ ପାଇବା ପାଇଁ ବସିଛି କିନ୍ତୁ ଦିନେସ୍ ତାଙ୍କ ପରିବାର ଙ୍କ ସହ ହୋଟେଲ ରେ ବସି ଖାଉଛନ୍ତି । ଆଉ ଯେଉଁ ଫୋଟ କୁ ଦୀପିକା ଦେଖେଇଥିଲେ ପ୍ରମିଳା ଙ୍କ ସେହି ଫୋଟ ଟିକୁ ମଧ୍ୟ ସମାଜ ସେବି ପ୍ରମିଳା ତ୍ରିପାଠୀ ମଧ୍ୟ ମିଡ଼ିଆ ଙ୍କ କ୍ୟାମେରା ଆଗରେ ଦେଖେଇଥିଲେ ।

ଆପଣ ମାନେ ମଧ୍ୟ ଏହି ଭିଡିଓ ମାଧ୍ୟମ ରେ ଦେଖି ପରୁଥିଲେ କିଭଳି ଭାବରେ ଏତେ ବର୍ଷା ରେ ଦୀପିକା ଙ୍କ ସହ ସମାଜ ସେବି ପ୍ରମିଳା ତ୍ରିପାଠୀ ମଧ୍ୟ ବସିଛନ୍ତି । ଯେଉଁଠି ପ୍ରବଳ ବର୍ଷା ହେଉଛି ସେହିଥେ ନ୍ୟାୟ ପାଇବା ପାଇଁ ଅନେଇ ବସିଛନ୍ତି ଦୀପିକା । ନିଜ ପୁଅ ଙ୍କୁ ତାଙ୍କ ବାପ ର ପରିଚୟ ଦେବା ପାଇଁ ଧାରଣା ଦେଇଛନ୍ତି ଦୀପିକା । ଆଉ ଏତିକି ବେଳେ ତାଙ୍କ ର ରଥ ର ସାରଥୀ ସାଜିଛନ୍ତି ସମାଜ ସେବି ପ୍ରମିଳା ତ୍ରିପାଠୀ ।

ଏପଟେ ଦୀପିକା ଙ୍କ କହିବା କଥା ଅନୁଯାୟୀ ପୁଅ ଓ ତାଙ୍କୁ ତାଙ୍କ ପ୍ରେମିକ ଯେ ପର୍ଯ୍ୟନ୍ତ ଗ୍ରହଣ କରି ନାହାନ୍ତି ସେ ପର୍ଯ୍ୟନ୍ତ ଏମିତି ଧାରଣା କରି ଚାଲିବେ । ଆଉ ଯେତେବେଳେ ସମାଜ ସେବି ପ୍ରମିଳା ତ୍ରିପାଠୀ ତାଙ୍କ ସହିତ ଅଛନ୍ତି ସେତେ ବେଳେ ଏହି ଘଟଣା ଏତେ ଖିପ୍ର ବେଗରେ ଚାରିଆଡେ ବ୍ୟାପି ଗଲାଣି । ଏ ମୋବାଇଲ ରୁ ସେ ମୋବା
ଇଲ କୁ ଘୁରି ବୁଲିଲାଣି ।

ବହୁ ଚର୍ଚ୍ଚିତ୍ ସୁମିତ ଓ ତପସ୍ବିନୀ ଙ୍କ ବିବାଦ ମାମଲା ସହ ଯୋଡି ହୋଇଥିଲେ ପ୍ରମିଳା ତ୍ରିପାଠୀ । ତପସ୍ବନି ଙ୍କ ହକ ପାଇଁ ଦୀର୍ଘ ଦିଜ୍ ଧରି ତାଙ୍କ ସହ ଲଢେଇ କରୁଛନ୍ତି ପ୍ରମିଳା ତ୍ରିପାଠୀ । ଏବେ ପ୍ରମିଳା ତ୍ରିପାଠୀ ଆଉ ଏକ ଝିଅ ଦୀପିକା । ଏବେ ଦୀପିକା ଙ୍କ ସହ ବି ଅଛନ୍ତି ସମାଜ ସେବି ପ୍ରମିଳା ତ୍ରିପାଠୀ । ତପସ୍ବନି ଙ୍କ ପରି ଦୀପିକା ଙ୍କ ର ସହ ବି ର୍ଷି ତାଙ୍କ ସ୍ବାମି ଙ୍କୁ ଫେରେଇ ଆଣିବା ପାଇଁ ଲଢେଇ ଲଢଛନ୍ତି ସମାଜ ସେବି ପ୍ରମିଳା ତ୍ରିପାଠୀ । ବାସ୍ ଜାଣିବାକୁ ବାକି ରହିଲା କି ସମାଜ ସେବି ପ୍ରମିଳା ତ୍ରିପାଠୀ ଦୀପିକା ଙ୍କୁ ସାହାଯ୍ୟ କରି ସରିଲା ପରେ ବି ଦୀପିକା ନ୍ୟାୟ ପାଉଛନ୍ତି କି ନାହିଁ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

କିଛି ମାଲିକ କଷ୍ଟମର ମାନଙ୍କୁ କୁହନ୍ତି, ଏତିକି ପଇସା ଉଡାଓ ସେ ଝିଅ ତୁମ ସହିତ ଯିବ, ଖାଲି ପେଟ ଛାତି ଦେଖିବାକୁ ପଇସା.. – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏହି ଦୁନିଆ ରେ ମଣିଷ ତାର ଜୀବନ ରେ ଖୁସି କୁ ବଞ୍ଚିବାକୁ …

Leave a Reply

Your email address will not be published. Required fields are marked *