କିଛି ଦିନ ପୂର୍ବରୁ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ୍ ଙ୍କୁ ଗୁଳି କରି ହତ୍ୟା କରା ଯାଇଥିଲା। ଏବଂ ହତ୍ୟା କରିଥିବା ବ୍ୟକ୍ତି ହେଉଛନ୍ତି ପୋଲିସ୍ ଏ ଏସ ଆଇ ଗୋପାଳ କୃଷ୍ଣ ଦାସ୍। ଆଉ ବର୍ତ୍ତମାନ ସେ ଚୌଦ୍ଵାର ଜେଲ୍ ରେ ଅଛନ୍ତି।କିନ୍ତୁ ଆପଣ ମାନେ କଣ ଜାଣିଛନ୍ତି କି ପୋଲିସ ଏ ଏସ ଆଇ ଗୋପାଳ କୃଷ୍ଣ ଦାସ୍ ଙ୍କ ସ୍ଥାବର ଅସ୍ଥାବର ସମ୍ପତି କେତେ ରହିଛି । ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ଯେ ପୋଲିସ୍ ଏ ଏସ ଆଇ ଗୋପାଳ କୃଷ୍ଣ ଦାସ୍ ଙ୍କ ର ପରିବାର ରେ କିଏ ସବୁ ଅଛନ୍ତି ଆଉ ତାଙ୍କର କେତେ ସମ୍ପତି ରହିଛି ।
ଗୋପାଳ ଙ୍କ ର ପୁରା ନାମ ହେଉଛି ଗୋପାଳ କୃଷ୍ଣ ଦାସ୍। ଏବଂ ତାଙ୍କ ଘର ହେଉଛି ବ୍ରହ୍ମପୁର।ସେ ପ୍ରଥମେ କନେଷ୍ଟବଳ ଚାକିରି କରୁଥିଲେ । ଏବଂ ପରେ ତାଙ୍କର ପ୍ରମୋସନ୍ ହୋଇଥିଲା । ଝାରସୁଗୁଡ଼ା ରେ କନେଷ୍ଟବଳ ରୁ ତାଙ୍କୁ ପୋଲିସ୍ ଏ ଏସ ଆଇ ର ପ୍ରମୋସନ୍ କରା ଯାଇଥିଲା। ଏବଂ ସେ ଦୀର୍ଘ ବର ବର୍ଷ ଧରି ବ୍ରଜରାଜ ନଗର ର ଫାଣ୍ଡି ଦାୟିତ୍ଵ ରେ ରହିଥିଲେ ।ତାଙ୍କ ସ୍ତ୍ରୀ ଙ୍କ ନାମ ହେଉଛି ଜୟନ୍ତୀ ଦାସ୍।ଜୟନ୍ତୀ ଦାସ୍ ଙ୍କୁ ଆପଣ ମାନେ ସୋସିଆଲ ମିଡ଼ିଆରେ ନିଶ୍ଚୟ ଦେଖିଥିବେ।ସେ ଅନେକ ଥର ସ୍ଵାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ୍ ଙ୍କ ହତ୍ୟା ଘଟଣା କୁ ନେଇ ତାଙ୍କ ସ୍ବାମୀ ଙ୍କ ବିଷୟରେ ବାଇଟ୍ ରଖିଛନ୍ତି।
ପୋଲିସ ଏ ଏସ ଆଇ ଗୋପାଳ କୃଷ୍ଣ ଦାସ୍ ଙ୍କ ର ଗୋଟିଏ ପୁଅ ଏବଂ ଆଉ ଗୋଟିଏ ଝିଅ ମଧ୍ୟ ରହିଛନ୍ତି। ଏବଂ ତାଙ୍କର ଜଣେ ବଡ଼ ଭାଇ ମଧ୍ୟ ରହିଛନ୍ତି ଏବଂ ତାଙ୍କ ସହିତ ତାଙ୍କ ବଡ ଭାଇ ଙ୍କ ପରିବାର ମଧ୍ୟ ରହିଛି। ଏବଂ ପୋଲିସ୍ ଏ ଏସ ଆଇ ଗୋପାଳ କୃଷ୍ଣ ଦାସ୍ ଙ୍କ ର ପୈତୃକ ଘର ହେଉଛି ବ୍ରହ୍ମପୁର ଜିଲ୍ଲାରେ।କିଛି ଦିନ ପୂର୍ବରୁ ସେ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ୍ ଙ୍କୁ ଗୁଳି କରି ହତ୍ୟା କରିଥିଲେ।କିନ୍ତୁ କେଉଁ କାରଣ ପାଇଁ ହତ୍ୟା କରିଛନ୍ତି ତାହା ଏ ପର୍ଯ୍ୟନ୍ତ ଜଣା ପଡିନାହିଁ।
ସ୍ଵାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ୍ ଙ୍କୁ ଗୁଳି ମାଡ କରିବା ପରେ ପୋଲିସ୍ ତାଙ୍କୁ ଗିରଫ କରିଥିଲା ।ଆଉ ତାଙ୍କ ବିଷୟରେ ପଚରାଉଚରା କରିବା ପାଇଁ ପୋଲିସ୍ ତାଙ୍କ ଘରକୁ ଆସିଥିଲା ଏବଂ ତାଙ୍କ ସ୍ତ୍ରୀ ଜୟନ୍ତୀ ଦାସ୍ କହିଥିଲେ ଯେ ତାଙ୍କ ଦେହ ଭଲ ନାହିଁ । ଏବଂ କିଛି ଦିନ ଧରି ସେ ମେଡ଼ିସିନ ଖାଉଛନ୍ତି। ପୋଲିସ୍ ଏ ଏସ ଆଇ ଗୋପାଳ କୃଷ୍ଣ ଦାସ୍ ଙ୍କ ମାସିକ ଦରମା ହେଉଛି 70,000 ଟଙ୍କା। ଏବଂ ତାଙ୍କର ସ୍ଥାବର ଅସ୍ଥାବର ସମ୍ପତି ର ମୂଲ୍ୟ ହେଉଛି ପାଖା ପାଖି ଦୁଇ ରୁ ତିନି କୋଟି ଟଙ୍କା।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।