Breaking News

ଘରକୁ ଫେରିବା ପରେ ସ୍ତ୍ରୀ ତୃପ୍ତି (Trupti) ପାଇଁ ନିଜ ହାତରେ ରୋଷେଇ କଲେ ବାବୁସାନ (Babusan) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ମାନେ ଅଛନ୍ତି ଓ ଏହି ଅଭିନେତା ମାନେ ନିଜ ଅଭିନୟ ବେଶ୍ ଲୋକ ପ୍ରିୟ । ବନ୍ଧୁଗଣ ଏହି ଅଭିନେତା ମାନେ ନିଜ କାର୍ଯ୍ୟ ପାଇଁ ବେଶ୍ ଚର୍ଚ୍ଚା ରେ ରୁହନ୍ତି ଓ ବେଳେ ବେଳେ ନିଜ କାର୍ଯ୍ୟ ପାଇଁ ସେ ବିବାଦ ଘେର କୁ ମଧ୍ୟ ଆସି ଥାଆନ୍ତି ।

ହଁ ବନ୍ଧୁ ଅତି ନିକଟ ରେ ଯେମିତି ବାବୁଶାନ ଙ୍କ ଜୀବନ ରେ ଘଟି ଯାଇଛି ଏକ ଅଘଟଣ । ବାବୁଶାନ ଙ୍କ ଭୁଲ ପାଇଁ ଛାର ଖାର ହେଉ ଯାଉଥିଲା ପରିବାର , ନିଜ ଭୁଲ ନିଜେ ବୁଝିବା ପରେ ବର୍ତ୍ତମାନ୍ ସବୁ କିଛି ଠିକ ଠାକ୍ ହୋଇ ଯାଇଛି । ବନ୍ଧୁଗଣ ଆପଣ ମାନେ ବାବୁଶାନ ପ୍ରକୃତି ବିବାଦ ବିଷୟ ରେ ବେଶ୍ ଭଲ ଭାବରେ ଜାଣିଥିବେ

ଏହି ବିବାଦ ରେ ଅନେକ ଖବର ସାମ୍ନା କୁ ଆସିଥିଲା , ପରେ ବାବୁଶାନ୍ ନିଜ ଭୁଲ ବୁଝି ପାରିଥିଲେ ମଧ୍ୟ ନିଜ ପତ୍ନୀ ତୃପ୍ତି ଶତପଥୀ ତାଙ୍କ ଠାରୁ ଦୂରେଇ ଯାଇଥିଲେ କିନ୍ତୁ ସେ ବାବୁଶାନ ଙ୍କୁ ତାଙ୍କ ଜୀବନ ଠାରୁ ଅଧିକ ଭଲ ପାଉଛନ୍ତି , ଅଭିମାନ ପାଇଁ ସେ ବାବୁଶାନ ଙ୍କ ଠାରୁ ଦୂରେଇ ଯାଇଥିଲେ ।

କିନ୍ତୁ ବାବୁଶାନ ଗୁରୁତର ହୋଇ ହସ୍ପିଟାଲ୍ ରେ ପଡ଼ିଥିବା ଖବର ତୃପ୍ତି ସଙ୍ଗେ ସଙ୍ଗେ ଜାଣିବା ପରେ ଚାଳି ଆସିଥିଲେ ମେଡିକାଲ ।ଆପଣ ମାନେ ଜାଣିଥିବେ ଯେ ଦମନ ଚଳଚ୍ଚିତ୍ର ର ପ୍ରମୋଷନ ପାଇଁ ଯାଇଥିବା ସମୟ ରେ ତାଙ୍କ ଅକ୍ସିଜେନ ଲେବୁଲ କମି ଯାଇଥିଲା ।ହଁ ବନ୍ଧୁ ସେ ପ୍ରମୋଷନ ପାଇଁ ସେ ଲଦାଖ ଯାଇଥିଲେ ଓ ନିଜେ ବାଇକ୍ ଚଳାଇ ଥିବାରୁ ଯେଉଁଥି ପାଇଁ ଅକ୍ସିଜେନ ଲେବୁଲ କମି ଯାଇଥିଲା ।

ଲଦାଖ ରେ ପ୍ରାଥମିକ ଚିକିତ୍ସା ହେବା ପରେ ଭୁବନେଶ୍ବର ର ଏକ ଘରୋଇ ହସ୍ପିଟାଲ ସେ ନିଜ କୁ ଅସୁସ୍ଥ ଅନୁଭବ କରି ମେଡିକାଲ ରେ ଭର୍ତ୍ତି ହୋଇଥିଲେ । ବାବୁଶାନ୍ ଯେତିକି ଦିନ ମେଡିକାଲ ରେ ଚିକିତ୍ସା ହେଉଥିଲେ ସେ ଦିନ ପଯ୍ୟନ୍ତ ତାଙ୍କ ଦାୟିତ୍ଵ ନେଉଥିଲେ ତୃପ୍ତି ଶତପଥୀ । ବାବୁଶାନ ଙ୍କ ଚିକିତ୍ସା ପାଇଁ ୬ ଜଣିଆ ଡ଼ାକ୍ତର ନିୟୋଜିତ ଥିଲେ ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ବାବୁଶାନ ସୁସ୍ଥ ହୋଇ ଘର୍ କୁ ଯାଇଛନ୍ତି । ଘର୍ ରହି ତୃପ୍ତି ଙ୍କ ପାଇଁ ରୋଷେଇ କରୁଥିବା ର ଦୃଶ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଏହି ଦୃଶ୍ୟ ଟି କୁ ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *