ବନ୍ଧୁଗଣ ଆପଣ ମାନେ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ବହୁତ ସାରା ଅଭିନେତା ଓ ଅଭିନେତ୍ରୀ ମାନଙ୍କୁ ବହୁତ ଭଲ ଭାବରେ ଜାଣିଥିବେ । ସେମାନେ ତାଙ୍କ ର ଦମଦାର ଅଭିନୟ ପାଇଁ ସବୁ ଦର୍ଶକ ମାନେ ତାଙ୍କୁ ଜାଣି ଥାନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ସ୍ବରାଜ ଙ୍କ ବିଷୟ ରେ ବହୁତ କିଛି ଜାଣି ଥିବେ । ଆପଣ ମାନଙ୍କ ର ପ୍ରିୟ ଅଭିନେତା ସ୍ବରାଜ ଙ୍କୁ ବହୁତ ପସନ୍ଦ ମଧ୍ୟ୍ କରୁଥିବେ ।
ଆଉ ମଧ୍ୟ ଆପଣ ମାନେ ଜାଣିଥିବେ ସେ କରି ଥିବା ପ୍ରତ୍ୟେକ ସିନେମା ବହୁତ ସୁପରହିଟ୍ ମଧ୍ୟ ହୋଇ ସାରିଛି । ବର୍ତ୍ତମାନ ସମୟ ରେ ନଜର ରେ ଆସିଛନ୍ତି ସ୍ବରାଜ । ବନ୍ଧୁଗଣ ସ୍ବରାଜ ଙ୍କ ଭାଇରାଲ ହେଉ ଥିବା ଭିଡିଓ ବିଷୟ ରେ ଯଦି ଆପଣ ମାନେ ଜାଣି ବାକୁ ଚାହୁଁ ଥିବେ ତେବେ ଆପଣ ମନେ ସମ୍ପୁର୍ଣ୍ଣ ବିବରଣୀ ବିଷୟ ରେ ଜାଣିବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ।
ତାହେଲେ ଆପଣ ମାନେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣି ପାରିବେ । ବନ୍ଧୁଗଣ ସ୍ବରାଜ ଙ୍କୁ ସବୁ ଦର୍ଶକ ମାନେ ବହୁତ ଭଲ ପାଆନ୍ତି । କାରଣ ସେ ଛୋଟ ବେଳୁ ବହୁତ ସୁନ୍ଦର ଅଭିନୟ କରି ଆସିଛନ୍ତି । ସେ ତାଙ୍କ ଅଭିନୟ ମାଧ୍ୟମ ରେ ସବୁ ଦର୍ଶକ ଙ୍କ ମନ ରେ ସ୍ୱତନ୍ତ୍ର ସ୍ଥାନ ନିଜ ପାଇଁ ତିଆରି କରି ଆସୁଛନ୍ତି । ସେ ଛୋଟ ବେଳେ ଶିଶୁ କଳା କାର ଭାବରେ ଅଭିନୟ କରୁଥିଲେ ।
ଆଉ ବଡ଼ ହେଲା ପରେ ସେ ଫିଲ୍ମ ରେ ହିରୋ ରୋଲ ରେ ଅଭିନୟ କରୁଥିବାର ଅଧିକାଂଶ ନଜର ରେ ଆସୁଛନ୍ତି । ସେ ସବୁ ବେଳେ ତାଙ୍କ କ୍ୟାରିଅର କୁ ବେସି ଗୁରୁତ୍ବ୍ ଦିଅନ୍ତି । ସ୍ବରାଜ୍ ବହୁତ ସିରିଏଲ ଓ ସିନେମା ରେ ଅଭିନୟ କରିଛନ୍ତି । ଆଉ ସେ ଅଭିନୟ କରିଥିବା ସବୁ ସିନେମା ସୁପରହିଟ୍ ମଧ୍ୟ ହୋଇ ସାରିଛି ।
ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ସ୍ବରାଜ ଙ୍କ ଏକ ଭିଡିଓ ସୋସିଆଲ୍ ମିଡ଼ିଆ ରେ ଭାଇରାଲ ହେଉଛି । ବନ୍ଧୁଗଣ ସ୍ବରାଜ ବାରିକ ଯେତେବେଳେ ସୁଟିଂ ସାରି ଆସନ୍ତି ସେତେବେଳେ ସେ ତାଙ୍କ ଘରେ ପାଳି ଥିବା କୁକୁର ସହ ଆଗେ ସମୟ ବିତାତି । ଆଜ୍ଞା ହଁ ସ୍ବରାଜ୍ ତାଙ୍କ କୁକୁର ବହୁତ ଭଲ ପାଆନ୍ତି ସାଙ୍ଗ ଭଳି ବହୁତ୍ ସମୟ ଖେଳନ୍ତି ଆଉ ସେହି କୁକୁର ଟି ବି ସ୍ବରାଜ ଙ୍କ ସହ ବହୁତ ଖେଳ ଯାହାର କି ସ୍ବରାଜ ନିଜେ ଭିଡିଓ କରି ସେୟାର କରିଛନ୍ତି ସୋସିଆଲ୍ ମିଡ଼ିଆ ରେ ଯାହା ର ଫଟୋ ଓ ଭିଡିଓ ସବୁ ବହୁତ ମାତ୍ରା ରେ ଭାଇରାଲ ହେବାକୁ ଲାଗୁଚି ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।