Breaking News

ଘର ଛାଡିଲ ,ଏବେ ଚାବି ଛାଡ ବର୍ଷା(Varsha) ! ଆସନ୍ତା 2 ତାରିଖ ସୁଧା ଚାବି ଦିଅ ଅନୁଭବ : ରୋକ ଠୋକ ଏମିତି କହିଲେ … ଦେଖନ୍ତୁ ଭିଡିଓ

ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଙ୍କ ପାରିବାରିକ ବିବାଦ ମାମଲା ବର୍ଷା ତାଙ୍କ ର ଶାଶୁ ଘର ଚାବି ଆସନ୍ତା ନଭେମ୍ୱର 2 ତାରିଖ ସୁଦ୍ଧା ଅନୁଭବ କିମ୍ବା ତାଙ୍କ ଓକିଲ ଙ୍କୁ ପ୍ରଦାନ୍ କରିବାକୁ ଏସିଡିଜେଏମ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯଦି ଅନୁଭବ ଏ ନେଇ ଚାବି ଙ୍କୁ ଗ୍ରହଣ ନ କରନ୍ତି ତେବେ ସେ ଚାବି କୁ ବର୍ଷା କୋର୍ଟ ରେ ଦେବାକୁ ଅସିଡିଜେଏମ୍ କୋର୍ଟ ନିର୍ଦ୍ଦେସ୍ ରେ ଉଲ୍ଲେଖ କରିଛନ୍ତି ।

କୋର୍ଟ ଙ୍କ ପୂର୍ବ ଆଦେଶ ସର୍ତ୍ତ୍ବେ ବର୍ଷା ତାଙ୍କ ଶାଶୁ ଘର ଚାବି ପ୍ରଦାନ ନକରିବାରୁ କୋର୍ଟ ରେ ଅନୁଭବ ବର୍ଷା ଙ୍କ ବିରୋଦ୍ଧ ରେ ମାମଲା ରୁଜୁ କରି ଥିଲେ । ଉଭୟ ଙ୍କ ତରଫ ରୁ ଶୁଣିବା ପରେ ଏବେ ନିର୍ଦ୍ଦେଶ ଦେଇଛନ୍ତି ଏ ନେଇ ନିର୍ଦ୍ଦେସ୍ ଦେଇଛନ୍ତି ଅଦାଲତ ।

ବର୍ଷା ରୁଜୁ କରିଥିବା ଅନ୍ୟ ଦୁଇ ମାମଲା ଙ୍କୁ ମଧ୍ୟ ଖାରଜ୍ କରି ଦେଇଛନ୍ତି ସୋସିଆଲ୍ ମିଡ଼ିଆ ରେ ବିଭିନ୍ନ ମନ୍ତବ୍ୟ ନେଇ ଅନୁଭବ ଭିଡିଓ ସେୟାର କରି ଥିଲେ ଏହା ବର୍ଷା ଙ୍କ ର ପ୍ରତିଷ୍ଠା କ୍ଷୁନ୍ନ୍ କରି ଥିବାରୁ ଏହାକୁ ନେଇ ମାନହାନୀ ମକୋଦ୍ଦମା କୋର୍ଟ ଆଦେସ୍ ଦେବାକୁ ବର୍ଷା ଏସିଡିଜେଏମ୍ କୋର୍ଟ ରେ ଆବେଦନ୍ କରି ଥିଲେ ।

ତେବେ ଏହି ପ୍ରସଙ୍ଗ କୁ ନେଇ ପୂର୍ବ ରୁ ହାଇକୋର୍ଟ୍ ରେ ମାମଲା ବିଚାରଧିନ୍ ଥିବାରୁ ଏହି ଆବେଦନ୍ କୁ ଖରାଜ କରି ଦେଇଛନ୍ତି ଏସିଡିଜେଏମ୍ କୋର୍ଟ । ସେହିଭଳି ବର୍ଷା ଙ୍କ ପକ୍ଷରୁ କୋର୍ଟ ରେ ଆଉ ଗୋଟିଏ ଆବେଦନ କରାଜାଇ ମୂଳ ଆବେଦନ୍ ରେ କିଛି ସଂଶୋଧନ କରିବା ପାଇଁ ପ୍ରାର୍ଥନା କରା ଯାଇଥିଲା ।

ମୂଳ ଆବେଦନ୍ କୁ ମୂଳ ସଂଶୋଧନ କଲେ ଅଯଥା ମାମଲା ଲମ୍ବିବ ବୋଲି କହିବ ସହିତ ଆବେଦନ କୁ କୋର୍ଟ ଖାରଜ୍ କରି ଦେଇଛନ୍ତି । ତେବେ ଏ ନେଇ ସବୁ ଭୁଲ ବୁଝାବଣା ସମସ୍ତ ହେଉଛି ଅନୁମାନ୍ କରା ଯାଉଛି । କାରଣ ବର୍ଷା କେବେଠାରୁ ଘର ଛାଡି ସାରିଲେଣି ଆଉ ଘର ଛାଡିଲା ସମୟ ରେ ସେଠାରେ ପୋଲିସ ଉପସ୍ଥିତି ମଧ୍ୟ ଥିଲେ କିନ୍ତୁ ସେତେବେଳେ କୋର୍ଟ କିଛି ନିର୍ଦ୍ଦେସ୍ କରି ନଥିଲେ କି କୌଣସି ଘର ର ହିପାଦିସ୍ଥ୍ ନେବା ପାଇଁ ସେଥି ପାଇଁ ପୋଲିସ ବର୍ଷା ଙ୍କ ଠାରୁ ଚାବି ନେଇ ନଥିବେ ।

ଏହି ଭଳି ପରିସ୍ଥିତି ରେ ଯେତେବେଳେ ଅନୁଭବ ଚାବି ନପାଇଲେ ସେତେବେଳେ ଅନୁଭବ ଗତ 12 ତାରିଖ ରେ ଏକ ଆବେଦନ କରି ଥିଲେ ଆଉ ଯେଉଁଥିରେ ଲେଖା ହୋଇ ଥିଲା କି ସେ ଜାଣି ସୁଣି ଘରର ଚାବି ଦିଆ ଯାଇ ନଥିଲା ତେଣୁ ଘରେ କଣ ଜିନିଷ ଅଛି ତାହା ନେଇ ଏକ ତାଲିକା କରା ଯାଉ ତାହା ସହ ସେହି ସମୟ ରେ ପୋଲିସ ରହୁ ଏହାର ତଦାରଖ ପରେ ତାଙ୍କ ଘର ର ଚାବି ତାଙ୍କୁ ହସ୍ତାନ୍ତର୍ କରା ଯାଉ ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *