Breaking News

ଘୋଡା ହାତୀ ଗଣ୍ଡା ଗଣ୍ଡା ଏକା ଲଢ଼ିବ ରାଣୀ ପଣ୍ଡା (Rani Panda) ନାଟକରେ ରାନୀଙ୍କ ଜବରଦସ୍ତ ଅଭିନୟ – ଦେଖନ୍ତୁ ଭିଡିଓ

ଆପଣ ମାନେ ଯାତ୍ରା ଦୁନିଆ ର ରାଣୀ ଙ୍କୁ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ । ଯାତ୍ରା ର ରାଣୀ ହେଉଛନ୍ତି ରାନୀ ପଣ୍ଡା ଯାହାକୁ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ । ସେ ଓଡିଶା ର ଯାତ୍ରା ଦୁନିଆ ର ବହୁତ ଲୋକପ୍ରିୟ ଅଭିନେତ୍ରୀ ହେବା ସହ ସେ ବହୁତ ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ରାନୀ ପଣ୍ଡା ଙ୍କ ଭିଡିଓ ସୋସିଆଲ ମିଡ଼ିଆ ରେ ଅଧିକ ରୁ ଅଧିକ ମତ୍ରା ରେ ଭାଇରାଲ ହୁଏ ।

ଛୋଟ ରୁ ବଡ଼ ସମସ୍ତେ ଚିହ୍ନି ଛନ୍ତି ରାନୀ ପଣ୍ଡା ଙ୍କୁ ସେ ତାଙ୍କ ଅଭିନୟ ରେ ସବୁ ବେଳେ ଚର୍ଚ୍ଚା ରେ ରହି ଆସିଛନ୍ତି । ତେବେ ବର୍ତ୍ତମାନ ସମୟରେ ରେ ଆଉ ଏକ ଭିଡିଓ ଭାଇରାଲ ହେଉଛି ସୋସିଆଲ୍ ମିଡ଼ିଆ ରେ । ଏ ସବୁ ବିଷୟ ରେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ସମ୍ପୁର୍ଣ୍ଣ ଭାବରେ ପଢନ୍ତୁ ।

ରାନୀ ପଣ୍ଡା ଙ୍କ ଅଭିନୟ କୁ ନେଇ ସବୁବେଳେ ଚର୍ଚ୍ଚା ରହି ଆସି ଅଛି । ରାନୀ ପଣ୍ଡା ଙ୍କ ଯିବନି କୁ ନେଇ ତାଙ୍କ ନାଁ ରେ ବି ଏକ ନାଟକ ହୋଇଛି ଯାହା ର ନାଁ ହେଉଛି ଘୋଡା ହାତୀ ଗଣ୍ଡା କୁ ଗଣ୍ଡା ଏକା ଲଢିବ ରାନୀ ପଣ୍ଡା । ଯାହା କି ଏହି କାହାଣୀ ଟି ସମ୍ପୁର୍ଣ୍ଣ ରୂପେ ରାନୀ ପଣ୍ଡା ଙ୍କ ଜୀବନ ର ସଂଘର୍ଷ କୁ ନେଇ କରା ଯାଇଛି ।

ଏହି ନାଟକ ରେ ସବୁ ପ୍ରକାର କ୍ୟାରକ୍ଟର୍ କୁ ପ୍ଲେ କଲା ଭଳି ରାନୀ ପଣ୍ଡା କରୁଛନ୍ତି ଯାହା ଆପଣ ମାନେ ଦେଖି ଥିବେ । ଏହି ନାଟକ ରେ ମଧ୍ୟ ରାନୀ ପଣ୍ଡା ଙ୍କ ର ଅଭିନୟ ଜବରଦସ୍ତ ହୋଇଛି ଯାହା ଦର୍ଶକ ମାନଂକୁ ବହୁତ ଭଲ ଲାଗିଛି । ତେବେ ବର୍ତ୍ତମାନ୍ ସମୟ ରେ ମଧ୍ୟ ରାନୀ ପଣ୍ଡା ବହୁତ ଭାଇରାଲ ହେବାରେ ଲାଗିଛନ୍ତି ।

ଏମିତି ରେ ବି ରାନୀ ପଣ୍ଡା ଙ୍କ ର ଯେ କୌଣସି ଭିଡିଓ ମଧ୍ୟ ନିଆଁ ଭଳି ଭାଇରାଲ ହୋଇ ଥାଏ । ତେବେ ବର୍ତ୍ତମାନ୍ ସମୟ ରେ ମଧ୍ୟ ରାନୀ ପଣ୍ଡା ନିଆଁ ଲଗେଇ ଦେଇଛନ୍ତି ଷ୍ଟେଜ୍ ରେ ଯାହାର ଏବେ ଭିଡିଓ ନିଆଁ ଭଳି ଭାଇରାଲ ହେଉଛି । ବନ୍ଧୁଗଣ ଯାତ୍ରା ରେ ତାଙ୍କ ଏକ ରେ- ପ୍ ସିନ୍ ଥିଲା । ସେ ସିନ୍ ରେ ସେ ତାଙ୍କ ର ସଂଘର୍ଷ ବିଷୟ ରେ ଦେଖାଇଛନ୍ତି କିପରି ଭାବରେ ସମାଜ ସେବା ପରେ ମଧ୍ୟ ତାଙ୍କୁ କେମିତି ଲୋକ ମାନେ ଖରାପ ନଜର ରେ ଦେଖୁଛନ୍ତି ।

ଆଉ ଏହି ରେ- ପ୍ ସିନ୍ ରେ ସେ କେମିତି ନିଜ କୁ ବିପଦ ରେ ରାନୀ ନିଜ କୁ ସୁରକ୍ଷା ଦେଇଛନ୍ତି ରହି ନାଟକ ରେ ରାନୀ ପଣ୍ଡା ଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଛି ଯାହା ଦର୍ଶକ ମାନେ ଦେଖି ବହୁତ ଏଞ୍ଜଏ କରିଛନ୍ତି । ରାନୀ ପଣ୍ଡା ଙ୍କ ସହ ଦୈତାରୀ ପଣ୍ଡା ଓ ବାପି ପଣ୍ଡା ଙ୍କ ର ଅଭିନୟ ମଧ୍ୟ ଦେଖିବାକୁ ମିଳିଛି ।

ଶେଷ ରେ ରାନୀ ପଣ୍ଡା ଙ୍କ ର୍ କିଛି କଥା ମଧ୍ୟ ଧୁମ ମଚେଇ ଦେଇଛି । ସେ କହିଛନ୍ତି ଆଜି ସିନା ରାନୀ ପଣ୍ଡା ଯାଇ ଜଣକ ନାଁ ରେ ଥାନା ରେ ଏଫେୟାର ଦେବେ ଏମିତି ବହୁତ ଜଣ ଆସିବେ କାହା ନାଁ ରେ ସେ ଅଭିଯୋଗ କରିବେ । ପ୍ରଥମେ ଲୋକ ମାନଙ୍କ ନଜର ବଦଳିବ ତାହେଲେ ଯାଇ ସମାଜ ବଦଳିବ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *