ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ମାନ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନ ଙ୍କ ମଧ୍ୟ ରୁ ବହୁତ୍ କମ୍ ଲୋକ ପ୍ରିୟ ଅଭିନେତା ଅଛନ୍ତି ଯେଉଁ ମାନେ କି ବରିଷ୍ଠ ଅଭିନେତା ଭାବେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବେଶ୍ ଲୋକ ପରିଚିତ । ଦୀର୍ଘ ବର୍ଷ ହେବ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ କାମ କରି ଆସୁଛନ୍ତି ।
ସବୁଠାରୁ ବଡ କଥା ହେଲା ଯେ ଏହି ଲୋକ ପ୍ରିୟ ଅଭିନେତା ମାନେ ଅଭିନୟ କରି ଥାଆନ୍ତି ସତ୍ କିନ୍ତୁ କେବେ ହେଲେ ସୋସିଆଲ ମିଡ଼ିଆ ରେ ସକ୍ରିୟ ରହି ନ ଥାଆନ୍ତି । ଆଜି ଆମେ ସେହିଭଳି ଜଣେ ବରିଷ୍ଠ ଅଭିନେତା ଙ୍କ ବିଷୟ ରେ ଜାଣିବା ଯିଏ କି ବର୍ତ୍ତମାନ ସମୟ ରେ ଏକ ସାକ୍ଷାତକାର କୁ ଆସି ଅନେକ କିଛି କଥା କହିଛନ୍ତି ।
ଏହି ବରିଷ୍ଠ ଅଭିନେତା ଜଣକ ହେଉଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ।ପ୍ରିୟ ବରିଷ୍ଠ ଅଭିନେତା ଅଶ୍ରୁ ମୋଚନ ଯିଏ କି ବର୍ତ୍ତମାନ ସମୟ ରେ ଓଡ଼ିଶା ର ଘର୍ ଘରେ ପରିଚିତ ହୋଇ ପାରିଥିଲେ । ଏହି ଅଭିନେତା ଜଣକ ଅଭିନୟ କରିବା ପୂର୍ବ ରୁ ହଲଦୀ ଓ ଥୁଙ୍ଗା ଏବଂ ତ୍ୟୁସନ୍ କରି ଥାଆନ୍ତି । ଓଡ଼ିଆ ଇଣ୍ଡଷ୍ଟ୍ରି ର ବରିଷ୍ଠ ଅଭିନେତା ଶ୍ରୀରାମ ଉ କହିଥିଲେ ଅଶ୍ରୁ ମୋଚନ କୁ ମୁଁ ବ୍ରାହ୍ମଣ ଘର୍ ପିଲା ମୁଁ କହୁଛି ଦିନେ ନା ଦିନେ ତୁ ନା କରିବୁ ।
ଆପଣ ମାନେ ଜାଣିଥିବେ ଯେ ଶ୍ରୀରାମ ପଣ୍ଡା ଙ୍କ ପତ୍ନୀ ତ୍ରିପୁରା ଯିଏ ଅଶ୍ରୁ ମୋଚନ ବହୁତ୍ ଭଲ ପାଉ ଥିଲେ ଓ ସଦା ସର୍ବଦା ଅଶ୍ରୁ ମୋଚନ କୁ ଦେଖି ଜାଣି ପାରି ଥାଆନ୍ତି ସେ ଖାଇ ଛନ୍ତି କି ନାହିଁ ବୋଲି । ଅଭିନୟ ଦୁନିଆ ରୁ ଶ୍ରୀରାମ ପଣ୍ଡା ଦୂରେଇ ହୋଇ ଯିବା ପୂର୍ବରୁ କହୁଥିଲେ ଯେ ପଳାଇବା । ଦିନେ ରାତି ରୁ ସେ ଉଠିକି ପଳାଇ ଥିଲେ ଆଉ ଫେରି ନ ଥିଲେ
ଦୀର୍ଘ ୬ ରୁ ୭ ମାସ ପରେ ଅଶ୍ରୁ ମୋଚନ କଥା ହୋଇଥିଲେ ଶ୍ରୀରାମ ପଣ୍ଡା ଙ୍କ ସହ । ସେତେବେଳେ ଶ୍ରୀରାମ ପଣ୍ଡା ସନ୍ୟାସୀ ହୋଇ ଯାଇଛନ୍ତି । ଶ୍ରୀରାମ ପଣ୍ଡା ଙ୍କ ସ୍ତ୍ରୀ ରହିବା ସହ ତାଙ୍କ ପିଲା ଛୁଆ ଥିଲେ । ଶ୍ରୀରାମ ପଣ୍ଡା ଙ୍କ ପତ୍ନୀ ତ୍ରିପୁରା ଯିଏ କି ଜଣେ ଅଧ୍ୟାପକ ଓ ସେ ନିଜ ପିଲା ଛୁଆ ଙ୍କୁ ବଡ କରିଥିଲେ । ବର୍ତ୍ତମାନ ସମୟ ରେ ପିଲା ମାନେ ବାହାରେ ରହିଥିବା ସମୟ ରେ ତ୍ରିପୁରା ମ୍ୟାଡମ୍ ଅବସର ନେଇ କିମ୍ସ ରେ ପାଠ ପଢାଉ ଛନ୍ତି ।
ସବୁଠୁ ଏକ ହାସ୍ୟ କଥା ଯେ ଆସୁଛି ମୋ କାଳିଆ ସୁନା ରେ ଅଶ୍ରୁ ମୋଚନ ଙ୍କ ଦାନ୍ତ ଙ୍କୁ ଲମ୍ବା କରା ଯାଇଥିଲା । ଏହି ଲମ୍ବା ଦାନ୍ତ ମନେ ରଖି ବାସ୍ତବିକ୍ ଜୀବନ ରେ ଅଶ୍ରୁ ମୋଚନ ଙ୍କ ପତ୍ନୀ ଚେକ୍ କରୁଥିଲେ ଲୁଚି ଲୁଚି ଦେଖି ଯେ ଲମ୍ବା ଦାନ୍ତ ଅଛି କି ନାହିଁ ବୋଲି । ଏହି ଭଳି ଭାବେ ଅଭିନେତା ଅଶ୍ରୁ ମୋଚନ ଅନେକ କିଛି କଥା କହିଥିଲେ ଏକ ସାକ୍ଷାତକାର ରେ ।