Breaking News

ଚଉଠି ରାତିରେ ସ୍ତ୍ରୀ ଛାଡି ସ୍ଵାମୀକୁ ଛାଡି ପୁରୁଣା ସ୍ଵାମୀ ପାଖରେ, କାରଣ ନୂଆ ସ୍ଵାମୀ ଅପେକ୍ଷା ପୁରୁଣା ସ୍ଵାମୀ ଅଧିକ ସୁଖ ଦେଉଥିଲା – ଦେଖନ୍ତୁ ଭିଡିଓ

ବର୍ତ୍ତମାନ ସମୟରେ ଏକ ଭିଡିଓ ଭାଇରାଲ୍ ହେଉଛି । ଏହି ଭିଡିଓ ରେ କେମିତି ଏକ ଝିଅ ତା ବାପା ମା ଙ୍କ ମୁହଁ ରେ ସିଧାସଳଖ୍ କଥା ବାର୍ତା କରୁଛି । ବାପା ମାଆ ଏ କଥା ଶୁଣି ମୁଣ୍ଡ ରେ ବାପା ମାଆ ଙ୍କ ର ଚଡକ୍ ପଡି ଯାଇଛି । ଝିଅ ର ଏବେ ଗୋଟିଏ ଜିଦ ଝିଅ ର ନୂଆ ସ୍ବାମି ଭଲ ଲୋକ ନୁହଁ । ସେ ତାଙ୍କ ସହ ରହି ପାରିବ ନାହିଁ । ସେ ପୁରୁଣା ସ୍ବାମି ପାଖ କୁ ଫେରି ଯିବ ।

ଆଉ ତାକୁ ତାର ବାପା ମାଆ କହୁଛନ୍ତି ତୁ ଏତେ ବଡ ଅଲାଜୋକି କେମିତି ହେଲୁ ତୁ ଆଗରୁ ଥରେ ବାହା ହୋଇ ଥିଲୁ ହେଲେ ମାଆ ତା ତୋର ଜାଣି ପାରିଲାନୀ କେମିତି ।ଫୁଣି ସ୍ବାମି ଥାଉ ଥାଉ ଆଉ ଗୋଟିଏ ବାହା ହେବା ପାଇଁ ତୁ କେମିତି ରାଜି ହେଇଗଲୁ ତୁ । କଣ ପାଇଁ ତୁ ଆମ କୁ ଏମିତି ଲୋକ ହସା କରିଲୁ । ତୁ ମୋ ବଂଶ ର ନାଁ କୁ ବି ତଳେ ପକେଇ ଦେଇଚୁ । ମୋ ମୁହଁ ରେ କଳା କନା ବୋଲେଇ ଦେଇଚୁ ।

ଏ ଲୋକ ଲଜ୍ୟା ମୁଁ କାହା ଆଗରେ କହି ପାରୁନି କି ସହି ମଧ୍ୟ ପାରୁନି । ଏମିତି କରିବା ଆଗରୁ ତୋତେ ଟିକେ ବିଷ ମିଳିଲା ନାହିଁ । ମୋ ଇଜ୍ଜତ ତଳେ ପକେଇବା ଆଗରୁ ତୋ ବିବେକ ତୋତେ ଟିକେ ବାଧା ଦେଲା ନାହିଁ । ତୋରି ପାଇଁ ଆଜି ଦୁଇ ଦୁଇଟି ପରିବାର ନଷ୍ଟ ହେବାକୁ ଯାଉଛି । ତୁ ତାର ଦଣ୍ଡ ପାଇବୁ । ନିଶ୍ଚିତ ପାଇବୁ । ବନ୍ଧୁଗଣ ମୋବାଇଲ ରେ ଘୋରି ବୁଲୁଥିବା ଏହି ଭିଡିଓ ଟି ଦେଖୁ ଥିବେ ଆପଣ ମାନେ ।

ଏ ନୂଆ ବୋହୁ ଜଣକ ବାହାଘର 4 ଦିନ ପରେ ବାପ ଘରୁ କୁ ପଳେଇ ଆସିଛି । ତାଙ୍କ ର ଅଗରୁ ବି ଥରେ ବାହାଘର ହେଇ ସାରିଛି ବୋଲି ସେ ଜିଦ ମଧ୍ୟ କରୁଛନ୍ତି । ତାଙ୍କ ର ଆଗରୁ ଜଣେ ସ୍ବାମି ମଧ୍ୟ ଅଛି କହି ଝିଅ ଟି ନୂଆ ଶାଶୁ ଘରୁ ପଳେଇ ଆସିଛି । ଆଉ ସେ ନୂଆ ସ୍ବାମି ପାଖ କୁ ଜିବ ନାହିଁ ବୋଲି ସିଧାସଳଖ୍ ଜିଦ କରି କହୁଛି । ତେବେ ବାପା ଘର ଲୋକେ ଝିଅ ର ଏମିତି କାଣ୍ଡ ଦେଖି ମୁଣ୍ଡ ରେ ହାତ ଦେଇ ବସିଲେଣି ।

କଣ କରିବେ ଏବେ କିଛି ବୁଝି ପାରୁ ନାହାନ୍ତି । ତେଣୁ ବନ୍ଧୁଗଣ ସବୁ ଝିଅ ମାନକୁ ଆମର ଏତିକି ଅନୁରୋଧ ଯଦି ଆଉ କାହା ସହ ପ୍ରେମ ସମ୍ପର୍କ ରହିଛି କିମ୍ବା ସ ଫେରର୍ ହେବା ରେ ଯୋଜନା ରଖିଛନ୍ତି ତେବେ ଆଉ କାହାକୁ ବିବାହ କରି ତାଙ୍କ ଜୀବନ ଙ୍କୁ ଆପଣ ମାନେ ନଷ୍ଟ କରନ୍ତୁ ନାହିଁ । କିଛି ଦିନ ପାଇଁ ସମ୍ପର୍କ ଯୋଡି ଫୁଣି କାହା ସହ ପଳେଇ ଯିବାର ଭୁଲ କେବେବି କରନ୍ତୁ ନାହିଁ । କାରଣ ଏହା ଦ୍ବାରା ଦୁଇ ଦୁଇଟି ପରିବାର ମାନ ସମ୍ମାନ ସବୁ କିଛି ମାଟି ରେ ମିଶି ଯାଏ । ତେଣୁ ବାହା ହେବା ଆଗରୁ ଭଲ ଭାବରେ ବିଚାର କରି ନିଷ୍ପତି ନିଅନ୍ତୁ ।

 

About admin

Check Also

କିଛି ମାଲିକ କଷ୍ଟମର ମାନଙ୍କୁ କୁହନ୍ତି, ଏତିକି ପଇସା ଉଡାଓ ସେ ଝିଅ ତୁମ ସହିତ ଯିବ, ଖାଲି ପେଟ ଛାତି ଦେଖିବାକୁ ପଇସା.. – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏହି ଦୁନିଆ ରେ ମଣିଷ ତାର ଜୀବନ ରେ ଖୁସି କୁ ବଞ୍ଚିବାକୁ …

Leave a Reply

Your email address will not be published. Required fields are marked *