ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ରାଜ୍ୟ ଓ ରାଜ୍ୟ ବାହାରେ ଅନେକ ପୂଜା ମଣ୍ଡପ ରେ ମାଆ ଦୂର୍ଗା ପୂଜା ପାଉଛନ୍ତି । ମାଆ ଙ୍କ ଆଗମନ ରେ ବର୍ତ୍ତମାନ୍ ସମୟ ରେ ସମସ୍ତ ଭକ୍ତ ଙ୍କ ମନ୍ ବହୁତ୍ ଉଲ୍ଲାସ ରହିଛି , କୋରାନା ଯୋଗୁ ମାଆ ଙ୍କ ପୂଜା ହୋଇଥିଲେ ମଧ୍ୟ ଭକ୍ତ ମାନେ ମାଆ ଙ୍କ ଦର୍ଶନ କରି ପାରି ନ ଥିଲେ । ବର୍ତ୍ତମାନ୍ ସମୟ ରେ ଭକ୍ତ ମନେ ଏହି ଦଶହରା ରେ ସବୁ ସ୍ଥାନ ବୁଲିବା ସହ ମାଆ ଙ୍କ ଦର୍ଶନ କରୁଛନ୍ତି ।
ଚଳିତ ବର୍ଷ ଲଘୁଚାପ ହୋଇଥିଲେ ମଧ୍ୟ ଫିକା ପଡ଼ିନାହିଁ ଅନେକ ବ୍ୟକ୍ତି ଯାଉଛନ୍ତି ଦଶହରା ଦେଖିବା ପାଇଁ ମାଆ ଙ୍କୁ ଦର୍ଶନ କରୁଛନ୍ତି , ଚଳିତ ବର୍ଷ ଯେତେ ସମସ୍ୟା ହେଉ ନା କାହିଁକି ଭକ୍ତ ମାନେ ନିଜ ମାଆ ଙ୍କ ଦର୍ଶନ ପାଇଁ ଯାଉଛନ୍ତି । କିଛି ଲୋକ ଅଛନ୍ତି ଯେଉଁ ମାନେ କି ମାଆ ଙ୍କ ପୂଜା ଅର୍ଚ୍ଚନା କରି ଥାଆନ୍ତି ନିଜ ଘରେ ।
ମଧ୍ୟ ମାଆ ଙ୍କ ପୂଜା ଅର୍ଚ୍ଚନା କରନ୍ତି ରୀତି ନୀତି ଅନୁସାରେ । ଠିକସେହି ପରି ଭାବେ ଆଜି ଆମେ ଜାଣିବା ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ନିଜ ଘରେ ଦୂର୍ଗା ପୂଜା କେମିତି ପାଳନ କରିଛନ୍ତି ତାହା ଆଜି ଆମେ ଆମର ଏହି ପେଜ ମାଧ୍ୟମ ରେ ଜାଣିବା । ଆପଣ ମାନେ ଅଭିନେତ୍ରୀ ବର୍ଷା ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ ।
ଏହି ଅଭିନେତ୍ରୀ ଜଣକ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଆଗ ଧାଡି ର ଅଭିନେତ୍ରୀ ଭାବେ ବେସ ପରିଚିତ । ଆପଣ ମାନେ ବର୍ଷା ଙ୍କୁ ବହୁ ସାରା ଚଳଚିତ୍ର ରେ ଅଭିନୟ କରିଥିବାର ନିଶ୍ଚୟ ଦେଖିଥିବେ । ଆପଣ ମାନେ ଜାଣିଥିବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଅନୁଭବ ମହାନ୍ତି ଙ୍କୁ ଶୁଟିଙ୍ଗ ସେଟ ରୁ ଭଲ ପାଇ ବିବାହ ବନ୍ଧନ ରେ ହୋଇଥିଲେ ।
ବିବାହ ର ଅନେକ ଦିନ ପରେ କିଛି ପାରିବାରିକ ବିବାଦ ହେବା କାରଣ ରୁ ପରସ୍ପର ଠାରୁ ଅଲଗା ହୋଇ ଯାଇଛନ୍ତି । ଏହି ବିବାଦ ର ସମାଧାନ ପାଇଁ ଉଭୟ କୋର୍ଟ ର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସମାଧାନ ହୋଇ ନାହିଁ । ବର୍ଷା ପ୍ରିୟଦର୍ଶିନୀ ଅନୁଭବ ମହାନ୍ତି ଙ୍କ ଘରେ ରହୁଥିଲେ କୋର୍ଟ ନିର୍ଦ୍ଦେଶ ଦେବା ପରେ ବର୍ଷା ଅନୁଭବ ଘର୍ ଛାଡିଛନ୍ତି ।
ଘର ଛାଡ଼ିବା ବର୍ଷା ପ୍ରିୟଦର୍ଶିନୀ ଅନ୍ୟତ୍ର ରହୁଛନ୍ତି , ଏହାରି ଭିତରେ ବର୍ଷା ପ୍ରିୟଦର୍ଶିନୀ ମାଆ ଦୂର୍ଗା ଙ୍କୁ ପୂଜା ଅର୍ଚ୍ଚନା କରୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି , ଏହି ପୂଜା ରେ ବ୍ରାହ୍ମଣ ମନ୍ତ୍ର ପାଠ କରୁ ଥିବା ସମୟ ରେ ବର୍ଷା ପ୍ରିୟଦର୍ଶିନୀ କର୍ତ୍ତା ହୋଇଛନ୍ତି ଓ ମାଆ ପୂଜା କରିଛନ୍ତି ଯାହାର ଦୃଶ୍ୟ ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।