ରାଜ୍ୟ ସରକାରୀ କର୍ମଚାରି ଙ୍କ ପାଇଁ ଖୁସି ଖବର । ରାଜ୍ୟ ସରକାର ନବୀନ ଙ୍କ ପୂଜା ଭେଟି । ମହାଙ୍ଗା ଭତ୍ତା 3% ବୃଦ୍ଧି କରା ଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କୀତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ଫଳ ରେ ସରକାରୀ କର୍ମଚାରୀ ଙ୍କ ମହଙ୍ଗା ଭତ୍ତା 31% ରୁ 34 % ବୃଦ୍ଧି ପାଇଛି । ଏହା କୁ ଚଳିତ ବର୍ଷ ଜାନୁଆରୀ ପହିଲା ରୁ ପିଛିଲା ଭାବରେ ଲାଗୁ କରା ଯାଇଛି ସଂସଦିତ ହାର ରେ ପେନ୍ ସନ୍ ଭୋଗିଙ୍କ୍ ଟିଆଇ ରେ ମଧ୍ୟ 3% ବୃଦ୍ଧି କରା ଯାଇଛି ।
କର୍ମଚାରି ଓ ପେନ୍ ସନ୍ ଭୋଗି ମାନେ ଚଳିତ ମାସ ର ଦରମା ରେ ଏ ବର୍ଦ୍ଦିତ୍ ଭତ୍ତା ପାଇବେ ଏଠି ସହିତ 2022 ଜାନୁଆରୀ ରୁ ଅଗଷ୍ଟ ପକେୟା ଭତ୍ତା ଅଲଗା ଭାବରେ ଦିଆ ଯିବ । ଏହା ସହିତ ରାଜ୍ୟ ସରକାର ଙ୍କ 4 ଲକ୍ଷ କର୍ମଚାରୀ 3.5 ଲକ୍ଷ ପେନ୍ ସନ୍ ଭୋଗୀ ଉପକ୍ରୁତି ହେବେ । ରାଜ୍ୟ ସରକାରୀ କର୍ମଚାରୀ ଙ୍କୁ ପୂଜା ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହଙ୍ଗା ଭତ୍ତା 3% ଭେଟି କରା ଯାଇଛି ।
ଆଗକୁ ପାର୍ବଣ ର ଋତୁ ଆସୁଛି ଅକ୍ଟୋବର ମାସ କୁ ଯାହା କି ପାର୍ବଣ ର ମାସ ବୋଲି କୁହା ଯାଏ । ଆଗେ ଦଶହରା ତାପରେ ଦୀପାବଳି ରହିଛି ଏହା ପୂର୍ବ ସରକାରୀ କର୍ମଚାରୀ ମାନଙ୍କ ର ଯେଉଁ ଜାନୁଆରୀ ମାସରୁ ମହଙ୍ଗା ଭତ୍ତା ବଢ଼ି ନଥିଲା ତେଣୁ ରାଜ୍ୟ ସରକାର ନବୀନ ପଟ୍ଟନାୟକ 3% ଭତ୍ତା ବଢ଼େଇ ଛନ୍ତି ସରକାରୀ କର୍ମଚାରୀ ଙ୍କ ପାଇଁ । ଯେଉଁଟା କି 2022 ଜାନୁଆରି ମାସ ରୁ ପିଛିଲା ଭାବରେ ଲାଗୁ ହେବ ।
ପାଖା ପାଖି 4 ଲକ୍ଷ ସରକାରୀ କର୍ମଚାରୀ ଓ ପାଖାପାଖି 3.5 ଲକ୍ଷ ପେନ୍ ସନ୍ ଭୋଗୀ ଏହା ଦ୍ବାର ଉପକୃତ ହୋଇ ପାରିବେ । ଯାହା କି ଏବେ ଖୁସି ଖବର ଆଣି ଦେଇଛି ସରକାରୀ କର୍ମଚାରି ଓ ପେନ୍ ସନ୍ ଭୋଗୀ ଙ୍କ ପାଇଁ । ତେବେ ଏହି ଖବର ଟି ସୋସିଆଲ ମିଡ଼ିଆ ନିଆଁ ଭଳି ଭାଇରାଲ ହେଉଛି ଯାହା କି ମୁଖ୍ୟମନ୍ତ୍ରୀ ଙ୍କ ଦଶହରା ଭେଟି ରହିଛି ସରକାରୀ କର୍ମଚାରୀ ଏବଂ ପେନ୍ ସନ୍ ଭୋଗୀ ଙ୍କ ପାଇଁ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।