Breaking News

ଚାକିରି ଦେବା ନାମ କହି ୫ ବର୍ଷ ହେଲାଣି ସମ୍ପର୍କ ରଖିଲେ କିନ୍ତୁ ଏବେ ବ-ଦ-ନା-ମ କରୁଛି – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ବେଶ୍ ଲୋକ ପ୍ରିୟ ହୋଇ ପାରିଛି । ଏହି ସୋସିଆଲ ମିଡ଼ିଆ ରେ ଅନେକ ଖବର ଭାଇରାଲ ହୋଇଥାଏ । ଏହି ଖବର ମଧ୍ଯ ରୁ ଅନେକ ଖବର ରହିଛି ଲ-ଜ୍ୟା ଜନକ ଖବର ଯାହାକି ଆପଣ ମାନେ ବେଶ ଭଲ ଭାବରେ ଦେଖିଥିବେ

ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ଏକ ଲ-ଜ୍ୟା ଖବର ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ରେ ସର୍ଵ ପ୍ରଥମେ ଦେଖିବାକୁ ମିଳୁଛି ଯେ ଜଣେ ମହିଳା ଆଉ ଜଣେ ପୁରୁଷ କୁ ଚ-ପ-ଳ ରେ ମା-ରୁ-ଛ-ନ୍ତି ଓ ପୁରୁଷ ଜଣକ ମଧ୍ୟ ମହିଳା ଙ୍କ ଉପର କୁ ହାତ ଉଠାଇ ଦେଉଛନ୍ତି ।


ମହିଳା ଜଣକ କହୁଛନ୍ତି ଚାକିରି ନା କହି ମୋତେ ଧୋକା ଦେଇଛି ଓ ମୁଁ ତାକୁ ଲକ୍ଷେ ଟଙ୍କା ଦେଇଛି ମୋ ସୁନା ଗହଣା ବନ୍ଧା ପକାଇ । ମହିଳା ଜଣକ ଅନେକ କଥା କହିଛନ୍ତି ଓ ଆଜି ଆମେ ଆମର ଏହି ପେଜ ମାଧ୍ୟମ ରେ ଏହି ବିଷୟ ରେ ଭଲ ଭାବରେ ଜାଣିବାକୁ ପାଇବେ । କଟକ କ୍ୟାଣ୍ଟନମେଣ୍ଟ ରୋଡ ସିଡିଏମଓ କାର୍ଯ୍ୟାଳୟ ସମ୍ମୁଖ ରେ ଏହି ଭଳି ଅଭାବନୀୟ ଘଟଣା ଘଟିଛି ।

ମହିଳା ଜଣକ ବ୍ୟକ୍ତି ଙ୍କୁ ଚ-ପ-ଳ ରେ ମା-ଡ ମାରି ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଓ ବ୍ୟକ୍ତି ଜଣକ ମଧ୍ୟ ମହିଳା ଙ୍କୁ ମା-ଡ ମା-ରି-ଛ-ନ୍ତି । ମହିଳା ବହୁତ୍ ଗା-ଳି ଗୁଲଜ ମଧ୍ୟ କରିଥିଲେ । ମହିଳା ଙ୍କ କହିବା ଅନୁଯାୟୀ ତାଙ୍କୁ ସାମ୍ବାଦିକ ଚାକିରି ଦେବାକୁ କହି ଦୀର୍ଘ ବର୍ଷ ହେବ ଶା-ରି-ରୀ-କ ସମ୍ପର୍କ ରଖି ବ୍ଲା-କ-ମେ-ଲ କରୁଥିଲେ ।

ଅକ୍ଷୟ ଦାସ ନାମକ ବ୍ୟକ୍ତି ଜଣକ ନିଜ କୁ ସାମ୍ବାଦିକ କହି । ଏହି ମହିଳା ଜଣକ ହେଉଛନ୍ତି କଟକ ପୁରୀଘାଟ ଥାନା ହଜାରିଲେନ୍ ଅଞ୍ଚଳ ର , ଶା-ରି-ରୀ-କ ସମ୍ପର୍କ ରଖିଥିବା ସମୟ ର କିଛି ଅ-ନ୍ତ-ର-ଙ୍ଗ ମୁହୂର୍ତ୍ତ ର ଫଟୋ ଭିଡିଓ ରଖି ବ୍ଲା-କ ମେ-ଲ କରୁଥିବା ଅଭିଯୋଗ କରିଛନ୍ତି। ମହିଳା ଜଣକ ଏ ନେଇ ଥାନା ରେ ଅଭିଯୋଗ କରିଥିଲେ ମଧ୍ୟ ଥାନା ଅଧିକାରୀ ତାଙ୍କ କଥା ଶୁଣି ନାହାଁନ୍ତି ।

ମହିଳା ଜଣକ ଏହି ଭଳି ଭାବେ ଅନେକ କଥା କହିଛନ୍ତି ଓ ଏହି ସମସ୍ତ କଥା ମିଥ୍ୟା ବୋଲି ଅକ୍ଷୟ ଦାସ କହିଛନ୍ତି । ବର୍ତ୍ତମାନ୍ ସମୟ ରେ ଏହି ଖବର ଟି ବେଶ୍ ଚର୍ଚ୍ଚା ରେ ଅଛି ଓ ଅଭିଯୋଗ କରିଥିବା ମହିଳା ବିବାହ କରିଛନ୍ତି ଏବଂ ତାଙ୍କ ସ୍ବାମୀ ମଧ୍ୟ ଅଛନ୍ତି କିନ୍ତୁ ସେ ନିଜ ସ୍ତ୍ରୀ ର ଏହି କାର୍ଯ୍ୟ ବିଷୟ ରେ ଜାଣି ନାହାଁନ୍ତି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।

About admin

Check Also

କିଛି ମାଲିକ କଷ୍ଟମର ମାନଙ୍କୁ କୁହନ୍ତି, ଏତିକି ପଇସା ଉଡାଓ ସେ ଝିଅ ତୁମ ସହିତ ଯିବ, ଖାଲି ପେଟ ଛାତି ଦେଖିବାକୁ ପଇସା.. – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏହି ଦୁନିଆ ରେ ମଣିଷ ତାର ଜୀବନ ରେ ଖୁସି କୁ ବଞ୍ଚିବାକୁ …

Leave a Reply

Your email address will not be published. Required fields are marked *