Breaking News

“ଚାଲିଛି ବେ-ଶ୍ୟା କାରବାର ! ତମେ ଯାଇଥିବ ଚାକିରିକି , ଆସିଲା ବେଳକୁ ଘରେ ଆଉ କିଏ ଶୋଇଥିବ ” ଏମିତି କହିଲେ ସୁର ରାଉତ ॥ ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟରେ ରେ ବହୁତ ସାରା ଭିଡିଓ ସୋସିଆଲ୍ ମିଡ଼ିଆ ରେ ଘୋରି ବୁଲୁଚି । କିଛି ଭିଡିଓ ସମାଜ କୁ ଭଲ ବାଟ ରେ ଯିବା ପାଇଁ ରାସ୍ତା ଦେଖାଉଛି ତ ଆଉ କିଛି ସମାଜ ଉପରେ ଖରାପ ପ୍ରଭାବ ମଧ୍ୟ ପକାଉଛି । ଛୋଟ ରୁ ବୟସ୍କ ଲୋକ ଙ୍କ ହାତ ରେ ସ୍ମାଟ୍ ଫୋନ ଆଉ ଏହି ଫୋନ ମାଧ୍ୟମ୍ ରେ ବହୁତ ସାରା ଭିଡିଓ ଭାଇରାଲ୍ ହେଉଛି କିଛି ସମୟ ରେ । ସମସ୍ତ ଙ୍କ ପାଖ ରେ ନ୍ୟୁଜ ପଢିବାକୁ ସମୟ ନାହିଁ କିନ୍ତୁ ନିଜ ର କିଛି ବ୍ୟସ୍ତ ବହୁତ ସମୟ ଭୀତ ରୁ କିଛି ସମୟ ମୋବାଇଲି କୁ ଦେଉଛନ୍ତି ତେଣୁ କରି ସେ ଯେ କୌଣସି ଭିଡିଓ ଯିଏ ବି ସେୟାର କରିବ ତାହା ବହୁତ ଶୀଘ୍ର ଭାଇରାଲ୍ ହେଇ ଯାଉଛି କିଛି ସମୟ ରେ ।

ତେବେ ଏବେ ବି ଗୋଟେ ଏମିତି ଏକ ଭିଡିଓ ସାମ୍ନା କୁ ଆସିଛି ଯାହା ଆପଣ ମାନେ ମଧ୍ୟ ଜାଣିବାକୁ ଚେଷ୍ଟା କରିବେ ନିଶ୍ଚିତ । ବନ୍ଧୁଗଣ ଆପଣ ମାନେ ସୁର ରାଉତରାୟ ଙ୍କୁ ବହୁତ ଭଲ ଭାବରେ ଜାଣି ଥିବେ ସେ ସୋସିଆଲ୍ ମିଡ଼ିଆ ରେ ବହୁତ ଭାଇରାଲ୍ ହେଉଛନ୍ତି ଆଉ ତାଙ୍କ୍ ର ପ୍ରତିକ୍ରିୟା କେଉଁ ଭଳି ଭାବରେ ରଖନ୍ତି ତାହା ମଧ୍ୟ ଆପଣ ମାନେ ବହୁତ ଭଲ ଭାବରେ ଜାଣି ଥିବେ । ବନ୍ଧୁଗଣ ଏହି ବିଷୟ ରେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ରାଜଧାନି ଭୁବନେଶ୍ଵର ରେ କିଭଳି ଭାବରେ ବେଶ୍ୟା କାରବାର ଦିନ କୁ ଦିନ ବଢିବାକୁ ଲାଗୁଚି । ତେବେ ଏ ନେଇ କେହି କେବେ କିଏ କଣ ରୋକିବାକୁ ଚେଷ୍ଟା କରିଛି କି ନାହିଁ ତା ବିଷୟ ରେ ନଜାଣି ଆସନ୍ତୁ ଜାଣିବା ଏ ନେଇ ସୁର ରାଉତରାୟ କଣ କହିଛନ୍ତି ।

ସୁର ରାଉତରାୟ କହିଛନ୍ତି କ୍ ଭୁବନେଶ୍ଵର ରେ ଝିଅ ଓ -ବେ-ଶ୍ୟା କାରବାର ଦିନ କୁ ଦିନ ବଢ଼ି ବାକୁ ଲାଗୁଚି ତାକୁ ରୋକିବାକୁ ଚେଷ୍ଟା କରିବାକୁ ପଡିବ । ତାହା ସହ ସମସ୍ତ ଙ୍କୁ କହିଛନ୍ତି କି ନିଜ ପରିବାର ପିଲା ଛୁଆ ଙ୍କ ଉପରେ ନଜର ରେ ରଖିବାକୁ । କାହିଁକି ନା ଯଦି ତୁମ ଘର କାମ ରେ ବାହାର କୁ ଯାଇଥିବା କିମ୍ବା ବାହାର କୁ ଚାକିରୀ କରୁଥିବେ ତୁମେ ଘରେ ଆଉ କିଏ ଶୋଇ ଥିବ ।

ଏହା ସମାଜ କୁ ବହୁତ ଖରାପ ପ୍ରଭାବ ପକାଉଛି ଏହା ଆମ ଭାରତ ମାଟି ରେ ଏମିତି ହେବା ଠିକ ନୁହଁ । କେବଳ ନିଜ ଘର ନୁହଁ ନିଜ ସହି ନିଜ ଗାଁ ଯେମିତି ଆଗକୁ ଯିବ ସେହି ବିଷୟ ରେ ଭାବନ୍ତୁ ଆଉ ଏମିତି କିଛି କର ନାହିଁ ଯାହା ଦ୍ବାରା କାହାର ସମ୍ମାନ ହାନି ହେବ ଏମିତି କିଛି କହି ଥିବାର ନଜର ରେ ଆସିଛନ୍ତି ସୁର ରାଉତରାୟ ଯାହାକି ବର୍ତ୍ତମାନ ସମୟରେ ତାଙ୍କ ଭିଡିଓ ଟି ବହୁତ ମାତ୍ରା ରେ ଭାଇରାଲ୍ ହେବାକୁ ଲାଗୁଚି ।

About admin

Check Also

ଦେଖନ୍ତୁ ରାସ୍ତା କଡରେ ପରିବା ବିକ୍ରି କଲେ ହାସ୍ୟ ଅଭିନେତା ପପୁ ପମ ପମ (Papu Pam pam) …

  ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଅଭିନେତା ଓ …

Leave a Reply

Your email address will not be published. Required fields are marked *