Breaking News

ଚୁଳବୁଲି ନାୟିକା ଅର୍ଚିତା (Archita) ଆମେରିକାର ରାସ୍ତା ଉପରେ ଜବରଦସ୍ତ ଡ୍ୟାନ୍ସ କରିଲେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି ଓ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ । ଆପଣ ମାନେ ଜାଣିଥିବେ ଯେ ଏହି ଅଭିନେତ୍ରୀ ମାନେ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହିବା ସହ ବେଳେ ବେଳେ ବେଶ୍ ଚର୍ଚ୍ଚା ରେ ଥାଆନ୍ତି ।

ଅର୍ଚିତା ପ୍ରଥମେ ଓ ମାଇଁ ଲଭ ସିନେମା ଜରିଆରେ ଓଡିଆ ସିନେମାରେ ପାଦ ରଖିଥିଲେ । ଏହା ପରେ ଅର୍ଚ୍ଚିତା ଙ୍କୁ ବହୁ ସାରା ଚଳଚ୍ଚିତ୍ର ରେ ଜବରଦସ୍ତ ଅଭିନୟ କରିଥିବା ର ଆପଣ ମାନେ ଦେଖିଥିବେ । ଅର୍ଚ୍ଚିତା ନିଜ ଅଭିନୟ ପାଇଁ ଆଜି ସାରା ଓଡ଼ିଶା ର ଘର୍ ଘରେ ପରିଚିତ । ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ ହେବା ସହ ଓଡିଆ ଇଣ୍ଡଷ୍ଟ୍ରି ରେ ଏକ ସ୍ବତନ୍ତ୍ର ପରିଚୟ ପାଇ ପାରିଛନ୍ତି ।

ଅର୍ଚିତା ସ୍ଵାମୀ ସବ୍ୟସାଚୀ ଓ ମା ଙ୍କ ସହ ମିଶି ଆମେରିକା ଯାଇଛନ୍ତି । ଆମେରିକା ଗସ୍ତ ସମୟରେ ସ୍ଵାମୀ ସବ୍ୟ ଅର୍ଚିତା ଙ୍କର ଜନ୍ମ ଦିନକୁ ତାଙ୍କୁ ସରପ୍ରାଇଜ ଦେଇ ଫ୍ଲାଇଟରେ ତାଙ୍କ ଜନ୍ମ ଦିନକୁ ପାଳନ କରିଥିଲେ। ଅର୍ଚିତା ସବ୍ୟଙ୍କ ସହ ସହ ଓଡିଆ ମନୋରଞ୍ଜନ ଦୁନିଆରେ ଅନେକ ବଡ କଳାକାର ମାନେ ଯାଇଛନ୍ତି ।

ସେମାନେ ଆମେରିକା ରେ ପ୍ରବାସୀ ଓଡିଆ ମାନଙ୍କ ମନୋରଞ୍ଜନ ପାଇଁ ଆମେରିକାର ବିଭିନ୍ନ ସ୍ଥାନ ବୁଲି ବୁଲି ମନୋରଞ୍ଜନ କାର୍ଯ୍ୟକର୍ମ କରୁଛନ୍ତି। ଏହା ସହିତ ଆମେରିକାର ଅନେକ ଦର୍ଶନୀୟ ସ୍ଥାନ ବୁଲି ମଧ୍ୟ ତାର ମଜା ନେଉଛନ୍ତି । ରଥ ଯାତ୍ରା ସମୟରେ ସେଠାରେ ଅର୍ଚ୍ଚିତା ପ୍ରବାସୀ ଓଡିଆ ଙ୍କ ସହ ମିଶି ରଥ ଯାତ୍ରାକୁ ବଡ ଧୂମ ଧାମରେ ପାଳନ କରିଥିଲେ ।

ଏହା ସହିତ ଆମେରିକା ରେ ପ୍ରବାସୀ ଓଡିଆ ମାନଙ୍କ ଦ୍ଵାରା ଆୟୋଜିତ ରଥ ମଧ୍ୟ ଟାଣି ଥିଲେ । ଏଇ କିଛି ଦିନ ତଳେ ଆମେରିକାର କଳିଙ୍ଗ କ୍ରିକେଟ କ୍ଲବର ଓଡିଆ ପିଲା ମାନଙ୍କ ସହ ଅର୍ଚିତା, ସବ୍ୟ, ଏଲିନା ଅସୀମା ସତ୍ୟଜିତ ଓ ଯୋଗେଶ ଜୋଜୋ ମିଶି  କ୍ରିକେଟ ଖେଳିଥିଲେ।  ଏହି କଳାକାର ମାନେ ଆମର ଓଡିଶାର କଳାପ୍ରଦର୍ଶନ କରି ଆମେରିକା ରେ ରହୁଥିବା ଓଡିଆ ମାନଙ୍କ ମନୋରଞ୍ଜନ କରୁଛନ୍ତି ।

ଠିକ ଏମିତି ଏକ ସମୟରେ ଅର୍ଚ୍ଚିତା ସାହୁ ବର୍ତ୍ତମାନ୍ ସମୟ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି , ଆମେରିକା ରାସ୍ତା ରେ ଉପରେ ଅର୍ଚ୍ଚିତା ଜବରଦସ୍ତ ଡ୍ୟାନ୍ସ କରୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଓ ଯାହାକି ଆପଣ ମାନେ ଆମର ଏହି ଭିଡିଓ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।। ତାଙ୍କର ଏହି ଡ୍ୟାନ୍ସକୁ ଦର୍ଶକ ମାନେ ଖୁବ ପସନ୍ଦ କରିଛନ୍ତି।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *