ଓଡ଼ିଆ ଅଭିନେତ୍ରୀ ଶୀତଲ ଅଭିନେତା ସ୍ୱର୍ଗତ ପିଣ୍ଟୁ ନନ୍ଦ ଙ୍କ ସ୍ମୃତି କୁ ମନେ ପକାଇ କାନ୍ଦୁଛନ୍ତି । ନିକଟରେ ତାଙ୍କର ଏକ ସିନେମା ରିଲିଜ୍ ହୋଇଥିଲା । ସିନେମା ର ନାଁ ଥିଲା ଚୋରଣି। ସେହି ସିନେମା ରେ ଅଭିନେତ୍ରୀ ଶୀତଲ ଙ୍କ ର ବାପା ଭୂମିକା ରେ ଅଭିନୟ କରିଥିଲେ ଅଭିନେତା ପିଣ୍ଟୁ ନନ୍ଦ। ଗତ କାଲି ଅଭିନେତା ପିଣ୍ଟୁ ନନ୍ଦ ଙ୍କ ର ଦ୍ବାଦଶ କର୍ମ ଶେଷ ହୋଇଛି । ଆଉ ପିଣ୍ଟୁ ନନ୍ଦ ଙ୍କୁ ମନେ ପକାଇ ଶୀତଲ ବହୁତ୍ କାନ୍ଦୁଛନ୍ତି ।
ଅଭିନେତା ପିଣ୍ଟୁ ନନ୍ଦ ଙ୍କ ସହିତ ଶୀତଲ ଅନେକ ସିନେମା ରେ ଅଭିନୟ କରିଛନ୍ତି। ଆଉ ଅଭିନେତ୍ରୀ ଶୀତଲ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ବହୁତ୍ ଭଲ ପାଆନ୍ତି। ହେଲେ ସେ ଏତେ କମ୍ ବୟସରେ ସମସ୍ତଙ୍କୁ ଛାଡି ଚାଲିଯିବେ ଏ କଥା କୁ ଅଭିନେତ୍ରୀ ଶୀତଲ ବିଶ୍ୱାସ କରି ପାରୁ ନାହାଁନ୍ତି। ସେ ବହୁତ୍ ମନେ ପକାଉ ଛନ୍ତି ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ। ଗତ କାଲି ଅଭିନେତା ପିଣ୍ଟୁ ନନ୍ଦ ଙ୍କ ଦ୍ବାଦଶ କର୍ମ ରେ ଓଲିଉଡ଼ ର ସମସ୍ତ କଳାକାର ମାନେ ଉପସ୍ଥିତ ହୋଇ ଥିଲେ ।
ପିଣ୍ଟୁ ନନ୍ଦ ଙ୍କ ସ୍ମୃତି କୁ ମନେ ପକାଇବାକୁ ଯାଇ ତାଙ୍କର ଅନେକ ଭିଡ଼ିଓ ଲଗା ଯାଇଥିଲା । ଆଉ ସମସ୍ତେ ଭଗବାନ୍ ଙ୍କ ନିକଟରେ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ । ଓଲିଉଡ଼ ର ସୁପରଷ୍ଟାର ଅନୁଭବ ମହାନ୍ତି ଯୋଗ ଦେଇଥିଲେ ଏବଂ ତାଙ୍କ ସହିତ ଓଲିଉଡ଼ ର ଅନେକ ଆଗଧାଡି ର କଳାକାର ମାନେ ଯୋଗ ଦେଇଥିଲେ । ସମସ୍ତେ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ମନେ ପକାଇଥିଲେ ।
ଅଭିନେତ୍ରୀ ଶୀତଲ ମଧ୍ୟ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ମନେ ପକାଇ କାନ୍ଦୁଛନ୍ତି । ଅଭିନୟ ରେ ସେ ତାଙ୍କ ବାପା ଭୂମିକାରେ ଅଭିନୟ କରିଥିଲେ । ଆଉ ସୁଟିଂ ସେଟ୍ ରେ ସେମାନେ ଅନେକ ମଜା ମସ୍ତି କରିଛନ୍ତି । ଅଭିନେତା ପିଣ୍ଟୁ ନନ୍ଦ ଜଣେ ସୁନ୍ଦର୍ ମଣିଷ । ସେ ସମସ୍ତଙ୍କୁ ବହୁତ୍ ଭଲ ପାଆନ୍ତି। ଶୀତଲ ବହୁତ୍ ଭଲ ପାଆନ୍ତି ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ । ଆଉ ତାଙ୍କ ସ୍ମୃତି କୁ ମନେ ପକାଇ ବହୁତ୍ କାନ୍ଦୁଛନ୍ତି । ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।