Breaking News

ଛନ୍ଦିତାଙ୍କ (Chhandita) ଜନ୍ମଦିନରେ ଶ୍ଵେତଲାନା (Swetlana) ତାଙ୍କ ସହ ଝଗଡା କରିଲେ ଦେଖିଲେ ହସି ହସି ଗଡିବେ – ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି ଓ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ । ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଭିନୟ ସହିତ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହିଥାନ୍ତି ଓ ବେଳେ ବେଳେ ବେଶ୍ ଚର୍ଚ୍ଚା ରେ ରୁହନ୍ତି ।

ତାହେଲେ ବର୍ତ୍ତମାନ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଦୁଇ ଲୋକ ପ୍ରିୟ ଅଭିନେତ୍ରୀ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ଓ ଆଜି ଆମେ ଏହି ବିଷୟ ରେ ଜାଣିବା ଆମର ଏହି ପେଜ ମାଧ୍ୟମ ରେ । ତାହେଲେ ବନ୍ଧୁଗଣ ଆପଣ ଅଭିନେତ୍ରୀ ଛନ୍ଦୀତା ଙ୍କୁ ବେଶ୍ ଭଲ ଭାବରେ ରେ ଜାଣିଥିବେ ।

ଧାରାବାହିକ ଜଗତ ର ଜଣେ ଲୋକ ପ୍ରିୟ ଅଭିନେତ୍ରୀ , ଆପଣ ମାନେ ତାଙ୍କୁ ବହୁ ସାରା ଧାରାବାହିକ ରେ ଦେଖିଥିବେ , ଏହି ଅଭିନେତ୍ରୀ ଜଣକ ପ୍ରାୟତ ଅଧିକ ନେଗେଟିଭ ଚରିତ୍ର ରେ ନଜର ଆସି ଥାଆନ୍ତି ଓ ତାଙ୍କ ଜବରଦସ୍ତ ଅଭିନୟ ପାଇଁ ସେ ବେଶ୍ ଲୋକ ପରିଚିତ । ଏହି ଅଭିନେତ୍ରୀ ନିଜ ଜବରଦସ୍ତ ଅଭିନୟ ପାଇଁ ଓଡ଼ିଶା ର ଘର୍ ଘରେ ପରିଚିତ ।


ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ସ୍ୱେତଳିନା ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ , ଏହି ଅଭିନେତ୍ରୀ ବର୍ତ୍ତମାନ୍ ସମୟ ରେ ଓଡ଼ିଶା ର ଘରେ ଘରେ ତୁଳସୀ ନାମ ରେ ପରିଚିତ । ଏହି ଅଭିନେତ୍ରୀ ଜଣକ ଦୀର୍ଘ ବହୁ ବର୍ଷ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ହୋଇ ରହିଥିଲେ । ଅଭିନୟ ଜଗତ ରୁ ଦୂରେଇ ହୋଇଥିଲେ ମଧ୍ୟ ଦର୍ଶକ ମାନେ

ଏ ପର୍ଯ୍ୟନ୍ତ ତାଙ୍କୁ ଭୁଲି ନାହାଁନ୍ତି , ତାହେଲେ ବନ୍ଧୁଗଣ ଆପଣ ମାନେ ଜି ସାର୍ଥକ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଧାରାବାହିକ ତୋ ଅଗଣା ର ତୁଳସୀ ମୁଁ ରେ ଏହି ଦୁଇ ଅଭିନେତ୍ରୀ ନଜର ଆସୁଥିଲେ , ଜଣେ ମୁଖ୍ୟ ଅଭିନେତ୍ରୀ ଚରିତ୍ର ରେ ଓ ଅନ୍ୟ ଜଣେ ନେଗେଟିଭ ଚରିତ୍ର ରେ ।

ଏହି ଦୁଇ ଅଭିନେତ୍ରୀ ବାସ୍ତବିକ୍ ଜୀବନ ରେ ଭଲ ବନ୍ଧୁ , ଉଭୟ ଙ୍କ ବର୍ତ୍ତମାନ୍ ସମୟ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ହଁ ବନ୍ଧୁ ଛନ୍ଦିତା ଙ୍କ ଜନ୍ମ ଦିନ ରେ ସ୍ୱେତଳିନି ନିଜ ବୟେ ଫ୍ରେଣ୍ଡ୍ ଙ୍କ ଯାଇଥିଲେ ଜନ୍ମ ଦିନ ପାଳନ କରିବା ପାଇଁ ଓ ସେଠାରେ ବହୁ ସାରା ମଜା ମସ୍ତି କରୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।

About admin

Check Also

“ସାରା ଦୁନିଆର ରକ୍ଷକ ଯିଏ ,ନିଜ ରକ୍ଷା ପାଇଁ ଧାଇଁଛି ସିଏ” କହୁ କହୁ କାନ୍ଦି ପକେଇଲେ ହାଡୁ (Hadu) – ଦେଖନ୍ତୁ ଭିଡିଓ

ଓଡ଼ିଆ ସିନେମା ଜଗତର ହାସ୍ୟ ଅଭିନେତା ହାଡୁ ଙ୍କୁ ତା ଆପଣ ମାନେ ନିଶ୍ଚୟ ଜାଣିଥିବେ । ହାଡୁ ଓଲିଉଡ଼ …

Leave a Reply

Your email address will not be published. Required fields are marked *