Breaking News

ଛିଃ ଛିଃ ଲା-ଜ୍ୟା ଟିକେ ଲାଗୁନି, ପୁତୁରାକୁ ପ୍ରେମ କରି ଏବେ କହୁଛୁ ଆହୁରି ତାକୁ ବାହା ହେବୁ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ସୋସିଆଲ ମିଡ଼ିଆ ରେ ଅନେକ ଖବର ଦେଖିବାକୁ ପାଉଥିବେ ଏହି ଖବର ମଧ୍ୟ ରୁ ଅଧିକାଂଶ ଖବର ଭାଇରାଲ ହୋଇଥାଏ । ଏହି ଭାଇରାଲ ଖବର ମଧ୍ୟ ରୁ ଅଧିକ ଖବର ରହିଥାଏ ବେଶ୍ ଲ-ଜ୍ୟା ଜନକ । ତାହେଲେ ବର୍ତ୍ତମାନ୍ ସମୟ ରେ ସେହିଭଳି ଭାବେ ଏକ ଲ-ଜ୍ୟା ଜନକ ଖବର ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛି । ତାହେଲେ ଆସନ୍ତୁ ଜାଣିବା

ତାହେଲେ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ଖୁଡି ଓ ପୁତୁରା ଙ୍କ ସଂପର୍କ ମାଆ ପୁଅ ସଂପର୍କ । ବର୍ତ୍ତମାନ୍ ସମୟ ରେ ଖୁଡି ପୁତୁରା ବା ମାଆ ପୁଅ ପବିତ୍ର ସଂପର୍କ ରେ କ-ଳ-ଙ୍କ ଲାଗି ଯାଇଛି , ଖୁସି ଓ ପୁତୁରା ଙ୍କ ପା-ପ ସମ୍ପର୍କ ରଖି ଥିବାର ଖବର ବର୍ତ୍ତମାନ୍ ସମୟ ରେ ବେଶ୍ ଚର୍ଚ୍ଚା ରେ ଅଛି । ଖୁଡି ବର୍ତ୍ତମାନ୍ ସମୟ ରେ ନିଜ ସ୍ବାମୀ ଓ ଦୁଇ ପିଲା ଙ୍କୁ ଛାଡି ପୁତୁରା ଦୁଆର ରେ ବସିଛି ତାର ପତ୍ନୀ ହେବା ପାଇଁ ।

ଏହା କୁ ନେଇ ଜଣେ ସମାଜ ସେବୀ ନିଜ ପ୍ରତିକ୍ରିୟା ରଖିଛନ୍ତି , ସେ କହିଛନ୍ତି ସେହି ମହିଳା ଜଣକ ମରିଯିବା ଟା ଭଲ କଥା , ଦୁଇ ଟି ସନ୍ତାନ ର ପିଲା ମାଆ କହୁଛି ମନ୍ଦିର ରେ ସିନ୍ଦୂର ପିନ୍ଧାଇଥିଲା ପୁତୁରା । ସେହି ପୁତୁରା ଟି ସିନ୍ଦୂର ଲଗାଇବା ପର୍ଯ୍ୟନ୍ତ ଗଲା କେମିତି , ଯେତେବେଳେ ସେ ଦୁ-ଷ୍କ-ର୍ମ କରିଥିଲା ବୋଲି ମହିଳା ଜଣକ କହିଛନ୍ତି ତେବେ ସେହି ସମୟ ରେ ନିଜ ସ୍ବାମୀ କିମ୍ବା ପୁତୁରା ର ବାପା ମା ଙ୍କୁ ଜଣାଇ ଥିଲି ।

ଖୁଡି ହେଉଛି ମାଆ ଆଜି କା ଦୁନିଆ ରେ ଅନେକ ଖୁଡି ଅଛନ୍ତି ଯେଉଁ ମାନେ କି ନିଜ ପୁତୁରା ଓ ଜିଆରି ଙ୍କୁ ଆପଣାଇଛନ୍ତି ନିଜ ପିଲା ପରି ପାଳନ କରୁଛନ୍ତି କିନ୍ତୁ ଏଠି ଦେଖନ୍ତୁ ଖୁଡି ପୁତୁରା ଦୁଆର ରେ ବସିଛି ତାର ପତ୍ନୀ ହେବା ପାଇଁ । ଦୁଇ ଟି ପିଲା ଓ ସ୍ବାମୀ ଥାଇ ମଧ୍ୟ , ଖୁଡି ଜଣକ କହୁଛନ୍ତି ଯେ ପିଲା ଦୁଇ ଟି ସ୍ୱାମୀ ପାଖ ରେ ରହିବେ ଓ ସେ ନିଜ ପୁତୁରା ପାଖ ରେ ରହିବେ ।

କାରଣ ବର୍ତ୍ତମାନ୍ ସମୟ ରେ ସ୍ୱାମୀ ଜଣକ ନିଜ ସ୍ତ୍ରୀ ବିଷୟ ରେ ଜାଣିବା ପରେ ସ୍ତ୍ରୀ କୁ ଘରୁ ତଡି ଦେଇଛି ଓ ଯାହା ଫଳ ରେ କି ସେ ପୁତୁରା ପାଖ କୁ ଆସିଛି । ଏହି ଭଳି ଲୋକ ପାଇଁ ଆଜି ମାଆ ପୁଅ ସମ୍ପର୍କ ରେ କ-ଳ-ଙ୍କ ଲାଗି ଯାଉଛି , ଏହି ଭଳି ଲୋକ ପାଇଁ ଗାଆଁ ଲୋକ ମାନେ କାର୍ଯ୍ୟାନୁଷ୍ଠାନ ନେବା କଥା କାରଣ ଏହି ଖବର କାରଣ ରୁ ଅନେକ ପିଲା ପ୍ରଭାବିତ ହୋଈ ପାରନ୍ତି ।

ବନ୍ଧୁଗଣ ମହିଳା ଜଣକ ଚାହିଁଥିଲେ ନିଜ ପୂର୍ବ କଥା କୁ ଭୁଲି ନିଜ ଦୁଇ ମୁହଁ କୁ ଅନାଇ ସାରା ଜୀବନ ଅତି ବାହିତ କରି ନେବା ଉଚିତ୍ କିନ୍ତୁ ସେ ସେହିଭଳି କିଛି ନ କରି ସ୍ୱାମୀ ପିଲା ଙ୍କୁ ଛାଡି ଚାଲି ଆସିଛି ପୁତୁରା ଘର୍ କୁ ତାର ଘରେ ରହିବ ବୋଲି , ସ୍ୱାମୀ ତ ଆଉ ଗୋଟେ ବିବାହ କରି ନେବ କିନ୍ତୁ ଦୁଇ ପିଲା ଙ୍କ ଭବିଷ୍ୟତ ଅନ୍ଧାର ହୋଇଯିବ । ତାହେଲେ ଏହି ଭଳି ମହିଳା ଓ ତାଙ୍କ ସହ ଶାରିରୀକ ସମ୍ପର୍କ ରଖି ଥିବା ପୁତୁରା କୁ କେଉଁ ଦଣ୍ଡ ଦେଲେ ତାହା ଉପଯୁକ୍ତ ଶାସ୍ତି ହେବ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

କିଛି ମାଲିକ କଷ୍ଟମର ମାନଙ୍କୁ କୁହନ୍ତି, ଏତିକି ପଇସା ଉଡାଓ ସେ ଝିଅ ତୁମ ସହିତ ଯିବ, ଖାଲି ପେଟ ଛାତି ଦେଖିବାକୁ ପଇସା.. – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏହି ଦୁନିଆ ରେ ମଣିଷ ତାର ଜୀବନ ରେ ଖୁସି କୁ ବଞ୍ଚିବାକୁ …

Leave a Reply

Your email address will not be published. Required fields are marked *