Breaking News

ଜଗତର ନାଥ ଜଗନ୍ନାଥଙ୍କର ଏ କି ଅବସ୍ଥା! ମହାପ୍ରଭୁଙ୍କୁ ଅ-ପ-ମା-ନ, ଗାଡ଼ିରେ ବା-ନ୍ଧି କାହିଁକି ନେଉଛ ଜଗନ୍ନାଥଙ୍କୁ.. ଦେଖନ୍ତୁ ଭିଡିଓ

ଜଗତ ର ନାଥ ଜଗନ୍ନାଥ । ସେ ହେଉଛନ୍ତି ସାଢେ 4 କୋଟି ଓଡ଼ିଆ ଙ୍କ ର ପ୍ରାଣ ବିନ୍ଦୁ ସେ । ହେଲେ ଜଗନ୍ନାଥ ଙ୍କୁ ଏ କି ପ୍ରକାର ର ବ୍ୟବାହାର । ଇଶ୍ବର ସର୍ବ ବ୍ୟାପି । କିନ୍ତୁ ଇଶ୍ବ୍ରର ଙ୍କୁ ଏମିତି ବୋହି ନେବା ଏ କଣ ଭକ୍ତ ର ପରିଚୟ୍ । ନା ଜଗନ୍ନାଥ କେବଳ ପାଲଟି ଯାଇଛନ୍ତି କାଠ ସୋଲ୍ ରେ କେବଳ ଗୋଟିଏ ମୁର୍ତ୍ତି । ଏହି ଚିତ୍ର୍ କୁ ଦେଖନ୍ତୁ କିଭଳି ଗାଡି ରେ ସବଆସବା ପତ୍ର ସହ ଜଗନ୍ନାଥ ଙ୍କୁ ବି ବାନ୍ଧି କରି ରାସ୍ତା ଝୁଲେଇ ଝୁଲେଇ ନେଇ ଜାଉଛନ୍ତି ।

ତେବେ ଜଗନ୍ନାଥ ଙ୍କୁ ଏଭଳି ନେଇ ଯାଉଥିବା ଦେଖି ବିରୋଦ୍ଧ କରୁଥିବା ବ୍ୟକ୍ତି ଜଣକ ଏହା ଦେଖିଲେ ତାଙ୍କୁ ବହୁତ କଷ୍ଟ ଲାଗିଥିଲା । ଆଉ ସେ ଯାଇ ସେ ଗାଡି ର ଡ୍ରାଇଭର କୁ ପଚାରିବାରୁ ସେ ଉତ୍ତର ରେ କହିଲେ ଏହା ହେଉଛି ଟେଣ୍ଟ ଜିନିଷ ତେଣୁ କରି ସେ ଗାଡି ପଛ ରେ ରଖିଛନ୍ତି । ଏହା ଶୁଣି ତାଙ୍କୁ ବହୁତ ଖରାପ ଲାଗିଲା ଯେତେହେଲେ ସେ ଆମ ବଡ଼ ଠାକୁର ତାଙ୍କୁ ସମସ୍ତେ ବିଶ୍ବାସ ଓ ଭଲ ପାଇବା ଇଏ ଭକ୍ତି ଦିଅନ୍ତି ଆଉ ତାଙ୍କୁ ଏମିତି ଗାଡି ର ପଛରେ ବାନ୍ଧି କି ନେବା ତା ତାଙ୍କ ପାଇଁ ଅପମାନ କେବଳ ତାଙ୍କ ପାଇଁ ନୁହଁ ସମସ୍ତ ଙ୍କ ପାଇଁ ଏହା ଅ-ପ-ମା-ନ୍ ଅଟେ ।

ତାଙ୍କ ପାଇଁ ଏ ଜଗତ ଆଜି ଅଛି ସେ ନଥିଲେ କିଛି ନାହିଁ କିନ୍ତୁ ଯିଏ ଆମ ସମସ୍ତ ଙ୍କ ସର୍ବ ସର୍ବା ଆଜି ତାଙ୍କ ର ଏମିତି ଅପମାନ ହେଲେ କେମିତି ସହି ପାରିବେ ସମସ୍ତେ । ତାଙ୍କ ର ଉତ୍ତର ବି ଏମିତି ଦେଲେ ଯାହା ସେ ବ୍ୟକ୍ତି ବହୁତ କଷ୍ଟ ଲାଗିଥିଲା ପରେ ସେ ଗାଡି କୁ ଅଟକାଇ ପଛରେ ବନ୍ଧା ହୋଇ ଥିବା ଜଗନ୍ନାଥ ଙ୍କୁ ବାହାର କରି ସାରି ସେ ଜଗନ୍ନାଥ ଙ୍କୁ ନେଇ ଆସିବେ ବୋଲି କହିଲେ ଯଦି ତୁମ ର ଜାଗା ନାହିଁ ଆଉ ତାଙ୍କୁ ଏମିତି ଝୁଲେଇ କି ନେଇକି ଯିବ ତାହେଲେ ସେ ବ୍ୟକ୍ତି ଜଣକ ଏହି ଜଗନ୍ନାଥ ଙ୍କୁ ନେଇକି ଯିବେ ବୋଲି କହିଲେ ।

ତାପରେ ସେମାନେ ବିରୋଦ୍ଧ କରୁଥିବା ବ୍ୟକ୍ତି ଙ୍କ କଥା ବୁଝି ପାରିଲେ ଆଉ ସେ ନିଜେ ଜଗନ୍ନାଥ ଙ୍କୁ ବାହାର କରି ଠିକ ଜାଗା ରେ ରଖି ନେଇକି ଗଲେ । ଜଗନ୍ନାଥ ସମସ୍ତ ଙ୍କ ଭାବର ପ୍ରତୀକ । ସେ କେବଳ ମୁର୍ତ୍ତି ନୁହନ୍ତି ସେ ହେଉଛନ୍ତି ପରମ ପୂଜ୍ୟ ଆରାଧ୍ୟ । ପ୍ରତ୍ୟେକ ଓଡ଼ିଆ ଙ୍କ ପ୍ରାଣ ବିନ୍ଦୁ ରେ ସେ ଅବସ୍ଥାପିତ କରନ୍ତି ତେବେ ପରବର୍ତୀ ସମୟ ରେ ଯଦି ଜଗନ୍ନାଥ ଙ୍କୁ କୁଆଡେ ନେଉଛନ୍ତି ତାହେଲେ ସେହି ଭାବରେ ହିଁ ନିଅନ୍ତୁ ମାନିଲେ ଠାକୁର ନ ମାନିଲେ ପଥର କିନ୍ତୁ ସାଢେ 4 କୋଟି ଓଡ଼ିଆ ଙ୍କ ର ଭାବ ବେଗ କୁ ଏଭଳି ହିନିମାନି ନ କରିବାକୁ ପ୍ରତିଦିନ ଅନୁରୋଧ କରା ଯାଉଛି ଏମିତି କରନ୍ତୁ ନାହିଁ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

 

About admin

Check Also

କିଛି ମାଲିକ କଷ୍ଟମର ମାନଙ୍କୁ କୁହନ୍ତି, ଏତିକି ପଇସା ଉଡାଓ ସେ ଝିଅ ତୁମ ସହିତ ଯିବ, ଖାଲି ପେଟ ଛାତି ଦେଖିବାକୁ ପଇସା.. – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏହି ଦୁନିଆ ରେ ମଣିଷ ତାର ଜୀବନ ରେ ଖୁସି କୁ ବଞ୍ଚିବାକୁ …

Leave a Reply

Your email address will not be published. Required fields are marked *