Breaking News

ଜଗନ୍ନାଥଙ୍କ ପରମ ଭକ୍ତ ବୁଢ଼ା ପାତି ମାଙ୍କଡ଼ : ସବୁ ବର୍ଷ କାର୍ତିକ ପାଇଁ ଆସୁଛି ପୁରୀ ବଡ ଦେଉଳ … ଦେଖନ୍ତୁ ଭିଡିଓ

ଶ୍ରୀକ୍ଷେତ୍ର ରୁ କଟକ ଜିଲ୍ଲା ଅଚ୍ୟୁତା ନନ୍ଦ ଙ୍କ ପୀଠ ନିମାଳ ର ଦୂରତା ହେଉଛି 120 କିମି ରୁ ଅଧିକ । ହେଲେ ଯେତେ ଦୂରତା ହେଉ କିମ୍ବା ଯେତେ ଟାଣ ହେଲେ ବି ମନ କୁ ତାର ବାଧୁନି । ବୁଢା ପାତି ମାନଙ୍କ ହେଲେ ସୁଦ୍ଧା ସେ ଡେଇଁ ଡେଇଁ ନୁହଁ ମଣିଷ ଭଳି ଚାଲି ଚାଲି ମାଙ୍କଡ ଟି ଚାଲି ଚାଲି ଯାଉଛି । ଅଚ୍ୟୁତା ନନ୍ଦ ଙ୍କ ପୀଠ କୁ । ମନ ରେ ଥିବା ଅପାର ଭକ୍ତି ପାଦ ରେ ଜୋଗାଉଛି ଶକ୍ତି । ଭଗବାନ ପ୍ରତି ଥିବା ବିଶ୍ବାସ ଟାଣି ନେଉଛି ଅଚ୍ୟୁତା ନନ୍ଦ ଙ୍କ ପୀଠ ପାଖ କୁ । ସେଠାରେ ପହଞ୍ଚି ମାଙ୍କଡ଼ ଟି ପାଳିବ କାର୍ତ୍ତିକ ମାସ । କାର୍ତ୍ତିକ ମାସ ଆରମ୍ଭ ରୁ ସରିବା ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ର ର ମାଙ୍କଡ଼ ଆସି ନିମାଳ ରେ ରହେ ।

ମଣିଷ ଙ୍କ ଭଳି ସେ ବି କାର୍ତ୍ତିକ ମାସ ପାଳିବ । କେବଳ ମଣିଷ କାର୍ତ୍ତିକ ମାସ ପୂର୍ଣ୍ଣ ଅର୍ଜନ କରିବା ପାଇଁ ବ୍ରତ କରନ୍ତି ନାହିଁ ଜୀବ ଜନ୍ତୁ ମାନେ ମଧ୍ୟ ଭଗବାନ ଙ୍କ ଦର୍ଶନ ପାଇଁ ଯାଉଛନ୍ତି ମନ୍ଦିର ଯାହାର ସ୍ବତନ୍ତ୍ର୍ ପ୍ରମାଣ ହେଉଛି ଏହି ପାତି ମାଙ୍କଡ଼ ଟି ଯିଏ ନିଜ ର ଭକ୍ତି କୁ ତାର ଭଗବାନ ଙ୍କ ପାଖ ରେ ପହଞ୍ଚାଇବା ପାଇଁ ଶ୍ରୀକ୍ଷେତ୍ର ଠାରୁ ଅଚ୍ୟୁତା ନନ୍ଦ ଙ୍କ ପୀଠ ପାଖ କୁ ଆସି ପହଞ୍ଚିଛି । ଆପଣ ମାନେ ଦେଖୁ ଥିବା ଏହି ମାଙ୍କଡ଼ ଟି ରାସ୍ତା ରେ ଚାଲି ଚାଲି ଯାଉଛି । ହେଲେ ଏହି ମାଙ୍କଡ଼ ଟି ଗଛ ନ ଡେଇଁ ସେ ରାସ୍ତା ରେ ଚାଲି ଚାଲି ଯାଉଛି ।

କେବଳ ଏହି ଥର କା ନୁହେଁ ଏମିତି ଏହି ବ୍ରୁଦ୍ଧ ମାଙ୍କଡ଼ ଟି ପ୍ରତି ବର୍ଷ କାର୍ତ୍ତିକ ମାସ ରେ ଶ୍ରୀକ୍ଷେତ୍ର ରୁ କଟକ କୁ ଚାଲି ଚାଲି ଆସେ । ସେ ଆଉ କିଛି ଆସା ନେଇ ଆସେ ନାହିଁ ସେ କେବଳ ଭଗବାନ ଙ୍କୁ ଦର୍ଶନ କରିବାକୁ ଆସେ । ଏହି ପରି ଅଲୌକିକତା ର ଯେଉଁ ଜାଗା ରେ ଦେଖା ଯାଇଛି ସେଥିକାର ଲୋକ ମାନେ ଏମିତି କହିଛନ୍ତି ।

ବନ୍ଧୁଗଣ ରାସ୍ତା ରେ ଏହି ବ୍ରୁଦ୍ଧ ମାଙ୍କଡ କୁ ଦେଖି ସମସ୍ତେ ପୂର୍ଣ୍ଣ ଅର୍ଜନ କରିବା ପାଇଁ ଫଳ ଦେଉଛନ୍ତି ଯାହା ମାଙ୍କଡ ଟି ଖାଇ ସେ ତାର ଯାତ୍ରା କରୁଛି ସବୁ ଠାରୁ ଆଶ୍ଚର୍ୟ୍ଯ କଥା ହେଉଛି ଯେଉଁ ମାନେ ଏହି ବ୍ରୁଦ୍ଧ ମାଙ୍କଡ କୁ ଫଳ ଦେଇ ଫଟୋ ଉଥେଇବାକୁ ଚେଷ୍ଟା କରୁଛନ୍ତି ସେତେବେଳେ ସେହି ମାଙ୍କଡ଼ ଟି ସେହି ଫଳ ଗୁଡିକୁ ଆଉ ଗ୍ରହଣ କରୁ ନାହିଁ ।

ଏହି ବୁଢା ପାତି ମାଙ୍କଡ଼ ପ୍ରତି ବର୍ଷ କାର୍ତ୍ତିକ ମାସ ରେ ପୂର୍ଣ୍ଣ ଅର୍ଜନ କରିବା ପାଇଁ ପୁରୀ ର କଟକ ଜିଲ୍ଲା ସାଲେପୁର୍ ଦେଇ ଚିତ୍ରପଳା ନଦୀ ବନ୍ଧ ଦେଇ ନିମାଳ ର ଅଚ୍ୟୁତା ନନ୍ଦ ପୀଠ ରେ ପହଞ୍ଚେ । 8 ବର୍ଷ ରୁ ଅଧିକ ହେବ ମାଙ୍କଡ଼ ଟି ଏମିତି କାର୍ତ୍ତିକ ମାସ ରେ ଆସେ । ରାସ୍ତା ରେ ମାଙ୍କଡ଼ ଟି ଆସିଲା ବେଳେ ତାଙ୍କୁ ଲୋକ ମାନେ ବିଭିନ୍ନ ଫଳ ମୂଳ ଖାଇ ବାକୁ ଦିଅନ୍ତି । ତେବେ ପ୍ରତି ବର୍ଷ ଏହି ସମୟ ରେ ମାଙ୍କଡ଼ ଟି ଆସୁଥିବାରୁ ଲୋକ ଙ୍କ ମନ ରେ ଐଶ୍ବର୍ୟ୍ଯ ଭାବନା ସୃଷ୍ଟି ହୋଇଛି ।

About admin

Check Also

ଅମ୍ଳାନ ବହୁତ ରାଗି ! ମୁଁ ଯେତେବେଳେ ହସେ ସେ ମୋ ଉପରେ ଚିଡନ୍ତି: ଏଲିନା | Elina Samantray |

ନିକଟରେ ଏକ ସିନେମା ର ସୁଟିଂ ସରି ଯାଇଛି । ସିନେମା ର ନାଁ ରହିଛି ପ୍ରିୟେ ମୁଁ ତୁମ …

Leave a Reply

Your email address will not be published. Required fields are marked *