Breaking News

ଜଣା ପଡିଲା କାରଣ ,ଏଥିପାଇଁ ହେଇଥିଲା ପପୁ ପମପମଙ୍କ (Papu Pom Pom) ଉପରେ ପଥର ମା-ଡ଼ – ଦେଖନ୍ତୁ ଭିଡିଓ

ପପୁ ପମ୍ ପମ୍ ଙ୍କୁ କଣ ପାଇଁ ହେଲା ପଥର ମାଡ । ଆଉ କଣ ପାଇଁ ତାଙ୍କ ଉପରେ ଦର୍ଶକ ମାନେ ରାଗି କରି ପଥର ସହ ପାଣି ବୋତଲ କୁ ଫୋପାଡିଲେ । କଣ ପାଇଁ ହଠାତ୍ ଦର୍ଶକ ମାନେ ପପୁ ଙ୍କ ଉପରେ ଏତେ ପରିମାଣ ରେ ରା-ଗି ଗଲେ । ତେବେ ପଥର ମାଡ଼ ସହ ପ୍ରକୃତ କାରଣ କଣ । ପୁରା ଓଡିଶା ଏବେ ପଥର ମା-ଡ ର କାରଣ ଜାଣିବାକୁ ଚାହୁଁ ଛନ୍ତି ।

ଗଞ୍ଜାମ ର ସୁରଳ ଗାଁ ରେ ହୋଇ ଥିବା ଶିବରାତ୍ରୀ ରେ ଆୟୋଜନ ହୋଇ ଥିଲା ସଂସ୍କ୍ରୁତିକ କାର୍ଯ୍ୟକ୍ରମ ଆଉ ପପୁ ତାଙ୍କ ର କମେଡି କରୁ ଥିବା ବେଳେ ତାଙ୍କ ଉପରେ ହୋଇ ଥିଲା ପଥର ମାଡ । ଆଉ ଏହି ପଥର ମାଡ଼ ପଛର କାରଣ ଥିଲା କି ପପୁ କୁଆଡେ ଉ-କ୍ତ ଗାଁ କୁ ନେଇ କମେଡି କରିଥିଲେ ।

ଯାହା ଗାଁ ଲୋକ ଙ୍କ ର ଦେହ ରେ ଯାଇ ନଥିଲା । ଯେଉଁ ଥି ପାଇଁ ଲୋକ ମାନେ ରା-ଗି ଯାଇ ପଥର ସହ ପାଣି ବୋତଲ ମା-ଡ କରୁଥିବା ସୁଚନା ମିଳିଛି । କିନ୍ତୁ ପଥର ପପୁ ଙ୍କ ଦେହ ରେ ନ ମାଜି ଏଲିଡ୍ ଲାଇଟ ରେ ବାଜି ଭାଙ୍ଗି ଯାଇ ଥିଲା । ପପୁ ପମ୍ ପମ୍ ସମସ୍ତ ଙ୍କୁ ଷ୍ଟେଜ୍ ରେ ବୁଝେଇବା ପାଇଁ ବହୁତ ଚେ଼ଷ୍ଟା କରିଥିଲେ ହେଲେ କେହି ବି ତାଙ୍କ କଥା ଶୁଣି ବାକୁ ନାରାଜ ଥିଲେ ।


ଆଉ କେହି ନଶୁଣିବା ରୁ ସେ ବାଧ୍ୟ ହୋଇ ଷ୍ଟେଜ୍ ଛାଡି ଚାଲି ଯାଇଥିଲେ । ତେବେ ପପୁ ପମ୍ ପମ୍ ହେଉ ଛନ୍ତି କମେଡି କିଙ୍ଗ ଓଡ଼ିଆ ଅଭିନୟ ଜଗତ ରେ କମେଡି କହିଲେ ପପୁ ପମ୍ ପମ୍ ଙ୍କୁ ହିଁ ବୁଝାଏ । ଲୋକ ଙ୍କୁ ସେ ତାଙ୍କ ର କଥାରେ ହସାଇ ହସାଇ ବେଦମ୍ କରି ଦିଅନ୍ତି । ହେଲେ ତାଙ୍କ ର ଅଭିନୟ ଅନେକ ସମୟ ରେ ବିବାଦ ରେ ପରିଣତ ହୁଏ ।

ଦିନେ ସେ ପ୍ରଭୁ ଜଗନ୍ନାଥ ଙ୍କୁ ନେଇ କମେଡି କରି ଥିଲେ ଯାହାକୁ ନେଇ ତାଙ୍କ ଉପରେ କାଳି ମାଡ଼ ହୋଇ ଥିଲା ଆଉ ସେ ମଧ୍ୟ ଅଭିନୟ ଜଗତ ରେ କଷ୍ଟିଙ୍ଗ କାଉଚ ରେ ମଧ୍ୟ ଶିକାର ହୋଇ ଥିଲେ । କଷ୍ଟିଙ୍ଗ କାଉଚ କୁ ନେଇ ତାଙ୍କ ନାଁ ରେ ଜଣେ ଅଭିଯୋଗ କରି ଥିଲେ । ଆଉ ଏବେ ଫୁଣି ଗାଁ କୁ ନେଇ ସେ ବିବାଦ ଘେର ରେ ଘେରି ହୋଇ ଛନ୍ତି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *