ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ମାନେ ଅଛନ୍ତି ଓ ଏହି ଅଭିନେତା ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ । ତାହେଲେ ଆଜି ଆମେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣେ।ଲୋକ ପ୍ରିୟ ଅଭିନେତା ଙ୍କ ବିଷୟ ରେ ଜାଣିବା ଯିଏ କି ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ।
ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ମାନେ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରୀୟ ରହି ଥାଆନ୍ତି ଓ ବେଳେ ବେଳେ ନିଜ ବ୍ୟକ୍ତିଗତ ଜୀବନ ର କିଛି ଦୃଶ୍ୟ କୁ ନେଇ ହେଉ ବା ସୁଟିଂ ସେଟ ର ଦୃଶ୍ୟ କୁ ନେଇ ବେଶ୍ ଚର୍ଚ୍ଚା ରେ ରହି ଥାଆନ୍ତି ।
ତାହେଲେ ବନ୍ଧୁଗଣ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଆକାଶ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ଙ୍କ ଅଭିନୟ ଆଉ ଦେଖିବାକୁ ନ ମିଳିଥିଲେ ମଧ୍ୟ ତାଙ୍କ ଜବରଦସ୍ତ ଅଭିନୟ ପାଇଁ ସେ ଆଜି ବି ମଧ୍ୟ ଦର୍ଶକ ମାନ ଙ୍କ ହୃଦୟ ରେ ଅଛନ୍ତି ।
ଅଭିନେତା ଆକାଶ ଓଡିଆ ଇଣ୍ଡଷ୍ଟ୍ରି ରେ ଦୀର୍ଘ ବର୍ଷ ବର୍ଷ ହେବ କାମ କରି ଆସୁଛନ୍ତି ଓ ସେ ତାଙ୍କ ଅଭିନୟ ଜୀବନୀ ମଧ୍ୟ ରେ ବହୁ ସାରା ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି । ଆପଣ ମାନେ ନିସ୍ଚୟ ତାଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ । ନିଜ ଜବରଦସ୍ତ ଅଭିନୟ ପାଇଁ ସେ ବେଶ୍ ଲୋକ ପରିଚିତ ହେବା ସହିତ ଓଡ଼ିଶା ର ଘର୍ ଘରେ ପରିଚିତ ।
ତାହେଲେ ବନ୍ଧୁଗଣ ଏହି ଅଭିନେତା ଆକାଶ ଜଣେ ଭଲ ଅଭିନେତା ହେବା ସହ ଭଲ ରାଜନେତା , ସେ ଅଭିନୟ ଛାଡ଼ିବା ପରେ ସେ ରାଜନୀତି ଦୁନିଆ ରେ ପାଦ ସଫଳ ରାଜନୀତିକ ହୋଇଥିଲେ । ବର୍ତ୍ତମାନ୍ ସମୟ ରେ ଅଭିନେତା ଆକାଶ ବେଶ୍ ଚର୍ଚ୍ଚା ରେ ଅଛନ୍ତି , ହଁ ବନ୍ଧୁ
ଏହି ଜନ୍ମାଷ୍ଟମୀ ରେ ଆକାଶ ତାଙ୍କ୍ ନୂଆ ଘର୍ ପ୍ରତିଷ୍ଠା କରିଛନ୍ତି ଓ ଏହି ପ୍ରତିଷ୍ଠା ରେ ଆକାଶ ଙ୍କ ପତ୍ନୀ ଓ ପରିବାର ଲୋକ ଉପସ୍ଥିତ ଥିଲେ । ଏହି ଦୃଶ୍ୟ ରେ ଦେଖିବାକୁ ମିଳିଛି ଯେ ଆକାଶ ଙ୍କ ଦୁଇ ପୁଅ କୃଷ୍ଣ ଓ ବଳରାମ ବେଶ୍ ଧାରଣ କରି ଥିବାର ଦେଖିବାକୁ ମିଳିଛି ଓ ଯାହାକି ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।