Breaking News

ଜନ୍ମ ଦିନରେ ଲୋକଙ୍କୁ ଅନ୍ନ ଦାନ କଲେ ଅଭିନେତା ଶୁଭାସିଶ(Suvasis) … ଦେଖନ୍ତୁ ଭିଡିଓ

ନିକଟରେ ଓଡ଼ିଆ ଅଭିନେତା ଶୁଭାଶିଷ ଶର୍ମା ଙ୍କ ର ଜନ୍ମ ଦିନ ପାଳନ କରା ଯାଇଛି। ଆଉ ତାଙ୍କ ଜନ୍ମ ଦିନରେ ସେ ଗରିବ ଲୋକ ମାନଙ୍କୁ ଅନ୍ନ ଦାନ କରିଛନ୍ତି। ଆଉ ଖାଇବା କୁ ନିଜ ହାତରେ ଗରିବ ଲୋକ ମାନଙ୍କୁ ବାଢ଼ି ଦେଇଛନ୍ତି । ନିଜ ଜନ୍ମ ଦିନକୁ ଏକ ନିଆରା ତରିକା ରେ ସେଲିବ୍ରେଟ କରିଛନ୍ତି ଅଭିନେତା ଶୁଭାଶିଷ ଶର୍ମା। ଅଭିନେତା ଶୁଭାଶିଷ ଶର୍ମା ନିଜ ପତ୍ନୀ ଙ୍କ ସହିତ ତାଙ୍କ ଜନ୍ମ ଦିନରେ ଅନ୍ନ ଦାନ କରିଛନ୍ତି।

ଅଭିନେତା ଶୁଭାଶିଷ ଶର୍ମା ଙ୍କୁ ତା ଆପଣ ମାନେ ନିଶ୍ଚୟ ଜାଣିଥିବେ। ସେ ଅନେକ ଓଡ଼ିଆ ସିନେମା ଏବଂ ଧାରାବାହିକ ରେ ଅଭିନୟ କରିଛନ୍ତି । ଏବଂ ତାଙ୍କର ସୁନ୍ଦର୍ ଅଭିନୟ ପାଇଁ ସେ ଓଡ଼ିଆ ଦର୍ଶକ ମାନଙ୍କ ପାଖରେ ପରିଚିତ ହୋଇ ପାରିଛନ୍ତି। ତାଙ୍କ ଅଭିନୟ ବେସ୍ ପସନ୍ଦ ହୋଇ ଥାଏ ଓଡ଼ିଆ ଦର୍ଶକ ମାନଙ୍କୁ । ଏବଂ ତାଙ୍କ ସୁନ୍ଦର୍ ଅଭିନୟ ପାଇଁ ତାଙ୍କୁ ସାରା ଓଡ଼ିଶା ରେ ଅନେକ ଲୋକପ୍ରିୟତା ମିଳି ପାରିଛି ।

 

ଅଭିନେତା ଶୁଭାଶିଷ ଶର୍ମା ଅଭିନେତ୍ରୀ ଆନିଶା ଙ୍କୁ ବିବାହ କରିଛନ୍ତି । ଅଭିନେତ୍ରୀ ଆନିଶା ପେଶା ରେ ଜଣେ ମଡେଲ ଏବଂ ଅଭିନେତ୍ରୀ । ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ଓଡ଼ିଆ ଧାରାବାହିକ ସ୍ୱାଭିମାନ ରେ ଦୁହେଁ ଅଭିନୟ କରିଥିଲେ। ସେଥିରେ ସେମାନେ ମୁଖ୍ୟ ହିରୋ ହିରୋଇନ୍ ଚରିତ୍ର ରେ ଅଭିନୟ କରିଥିଲେ ।

ସେହି ଧାରାବାହିକ ରେ ତାଙ୍କ ଅଭିନୟ ବେସ୍ ମନଛୁଆଁ ଥିଲା ଆଉ ତାଙ୍କ ଯୋଡ଼ି କୁ ଓଡ଼ିଆ ଦର୍ଶକ ମାନେ ବହୁ ମାତ୍ରା ରେ ପସନ୍ଦ ମଧ୍ୟ କରିଥିଲେ । ଏବଂ ତା ପରେ ଦୁହେଁ ଦୁହିଁଙ୍କୁ ପସନ୍ଦ କରିବାକୁ ଲାଗିଥିଲେ । ଏବଂ ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଆଉ ବର୍ତ୍ତମାନ ତାଙ୍କର ଗୋଟିଏ କନ୍ୟା ସନ୍ତାନ ମଧ୍ୟ ହୋଇଛି । ଆଉ ଆନିଶା ବର୍ତ୍ତମାନ ଅଭିନୟ କ୍ଷେତ୍ର ରୁ ବାହାରି ଆସି ତାଙ୍କ ପରିବାର କୁ ଟାଇମ ଦେଉଛନ୍ତି । ଆଉ ଅଭିନେତା ଶୁଭାଶିଷ ଶର୍ମା ତାଙ୍କ ଜନ୍ମ ଦିନରେ ଲୋକ ମାନଙ୍କୁ ଖାଇବାକୁ ଦେଇ ପ୍ରଶଂସା ର ଯୋଗ୍ୟ ହୋଇ ପାରିଛନ୍ତି।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *