ଅଭିନେତ୍ରୀ ବିଦୁସ୍ମିତା ଙ୍କୁ ମିଳିଲା ଧୋକା । ଜମି କିଣେଇଦେବା କହି ଅଭିନେତ୍ରୀ ବିଦୁସ୍ମିତା ଙ୍କ ଠାରୁ 15 ଲକ୍ଷ ଟଙ୍କା ଠ-କି ନେଇଛନ୍ତି ଜଣେ ଦ-ଲା-ଲ । ଆଉ ଏ ନେଇ ଖଣ୍ଡଗିରି ଥାନା ର ଦ୍ବାରସ୍ଥ୍ ହୋଇଛନ୍ତି ଅଭିନେତ୍ରୀ ବିଦୁସ୍ମିତା । ଏବେ ଏହି ଭିଡିଓ ଟି ଖୁବ ଭାଇରାଲ ହେବା କୁ ଲାଗୁଚି ଅଭିନେତ୍ରୀ ବିଦୁସ୍ମିତା ଙ୍କ ଠାରୁ ଜଣେ ଦ-ଲା-ଲ ଠକି ନେଇଛି 15 ଲକ୍ଷ ଟଙ୍କା । ଯାହା କୁ ନେଇ ଖଣ୍ଡଗିରି ଥାନା ର ଦ୍ବାରସ୍ଥ ହୋଇଛନ୍ତି ଅଭିନେତ୍ରୀ ବିଦୁସ୍ମିତା ମହାନ୍ତି ।
2019 ମସିହା ରେ ଜମି କିଣିବା ପାଇଁ ରିୟଲ୍ ଡେଭଲମେଣ୍ଟ୍ ନାମକ ଏକ ସଂସ୍ଥା ସହ ଯୋଗାଯୋଗ କରିଥିଲେ ଅଭିନେତ୍ରୀ ବିଦୁସ୍ମିତା । ସଂସ୍ଥା ର ପରିଚାଳନା ନିର୍ଦ୍ଦେଶକ ଅରୁଣ୍ ଜ୍ୟୋତି ପଟ୍ଟନାୟକ ତାଙ୍କୁ କଳିଙ୍ଗ ବିହାର ରେ ଜମି ଦେବେ ବୋଲି କହିଥିଲେ । ଚୁକ୍ତି ମୁତାବିକ ଜମି କିଣିବା ପୂର୍ବ ରୁ 15 ଲକ୍ଷ ଟଙ୍କା ଏବଂ ପଞ୍ଜିକରଣ କରିବା ପରେ ବଳକା ଟଙ୍କା ବିଦୁସ୍ମିତା ସଂସ୍ଥା ଙ୍କୁ ଦେବେ ବୋଲି ନିଷ୍ପତି ହୋଇ ଥିଲା ।
ଆଉ ଯେଉଁ ଥି ପାଇଁ ଅଗ୍ରିମ 15 ଲକ୍ଷ ଟଙ୍କା ଦେଇଥିଲେ ଅଭିନେତ୍ରୀ ବିଦୁସ୍ମିତା । ଟଙ୍କା ଦେବାର୍ 2 ମାସ ଭୀତ ରେ ତାଙ୍କ ଜମି ପଞ୍ଜିକରଣ କରାଜିବ ବୋଲି ଅରୁଣ ଜ୍ୟୋତି ପଟ୍ଟନାୟକ କହିଥିଲେ । ମାତ୍ର 2 ମାସ ଯାଇ 2 ବର୍ଷ ହୋଇ ସାରିଲାଣି ତଥାପି ଅରୁଣ ବିଦୁସ୍ମିତା ଙ୍କ ର ପଞ୍ଜିକରଣ କଲେ ନାହିଁ କି ଅଭିନେତ୍ରୀ ବିଦୁସ୍ମିତା ଙ୍କୁ ଟଙ୍କା ଫେରେଇଲେ ନାହିଁ ।
ସେହି ସଂସ୍ଥା ଓ କର୍ତ୍ତୁପକ୍ଷ କୁ ବାରମ୍ବାର କଲ୍ କରିଥିଲେ ଅଭିନେତ୍ରୀ ବିଦୁସ୍ମିତା । ହେଲେ ସେହି କଲ ର କେହି କିଛି ବି ଉତ୍ତର ମିଳି ନଥିଲା ବା ଆଉ କେହି ସନ୍ତୋଷ ଜନକ ଉତ୍ତର ବି ମିଳିଲା ନାହିଁ । ଆଜି ଆଉ କାଲି କହି ଦିନ ଗଡେଇଲେ ତେଣୁ ବାଧ୍ୟ ହୋଇ ବିଦୁସ୍ମିତା ଆଜି ଖଣ୍ଡଗିରି ଥାନା ର ଦ୍ବାରସ୍ଥ ହୋଇ ଛନ୍ତି । ତାଙ୍କ ଅଭିଯୋଗ କେନ୍ଦ୍ର କରି ଖଣ୍ଡଗିରି ଥାନା ପୋଲିସ ଏକ ମାମଲା ରୋଜୁ କରି ଏକ ତଦନ୍ତ ଚଲାଇଛି । ତେବେ ଦେଖିବାକୁ ବାକି ରହିଲା ବିଦୁସ୍ମିତା ଙ୍କୁ ଧୋକା ଦେଇଥିବା ଅରୁଣ ଜ୍ୟୋତି ପଟ୍ଟନାୟକ ଙ୍କୁ କେବେ ଗି-ର-ଫ କରୁଛି ପୋଲିସ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।