Breaking News

ଜାଗର ଭଳି ଦିନରେ, ମରିଯିବା କଥା କହିଲେ ପିଣ୍ଟୁ ନନ୍ଦ। Pintu Nanda … ଦେଖନ୍ତୁ ଭିଡିଓ

ଓଲିଉଡ଼ ସିନେମା ଜଗତର ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ନେଇ ଏକ ଖବର ସୋସିଆଲ ମିଡିଆରେ ଶୁଣିବାକୁ ମିଳୁଛି।ସେ ତାଙ୍କ ସ୍ବାସ୍ଥ୍ୟ କୁ ନେଇ ସ୍ପଷ୍ଟ ଭାବରେ କହିଛନ୍ତି ଯେ ମୋ ପାଇଁ କେହି ଭିକ ମାଗନ୍ତୁ ନାହିଁ। ଏବଂ ସୋସିଆଲ ମିଡିଆରେ ଏ ସବୁ କୁ ନେଇ ଯେଉଁ ଅପପ୍ରଚାର୍ କରା ଯାଉଛି ଏ ସବୁ ମୋତେ ବହୁତ୍ କଷ୍ଟ ଲାଗୁଛି ।ମୋ ପାଇଁ ଲୋକ ମାନଙ୍କୁ ଭିକ ମାଗିବା କିଛି ଦରକାର୍ ନାହିଁ ।ଭିକ ମାଗି କି ବଞ୍ଚିବା ଅପେକ୍ଷା ମରିଯିବା ବହୁତ୍ ଭଲ ।ଏମିତି ଜୀବନ ମୋର ଦରକାର ନାହିଁ।ଅଭିନେତା ପିଣ୍ଟୁ ନନ୍ଦ ଙ୍କ ର ଏହି ଦୁଃଖ ଭରା କଣ୍ଠ ସ୍ୱର ଏବେ ସୋସିଆଲ ମିଡିଆରେ ଶୁଣିବାକୁ ମିଳୁଛି।

ନିକଟରେ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର ହୋଇ ପଡ଼ିଛି।ଅଭିନେତା ପିଣ୍ଟୁ ନନ୍ଦ ଲିଭର ସିରୋସିସ୍ ରୋଗ ରେ ପୀଡିତ ଅଛନ୍ତି।ଅଭିନେତା ପିଣ୍ଟୁ ନନ୍ଦ ଙ୍କ ର ଲିଭର ଟ୍ରାନ୍ସ୍ ପ୍ଲାଣ୍ଟ କରା ଯିବା। ଏବଂ ଦିଲ୍ଲୀରେ ତାଙ୍କର ଅପରେସନ କରାଯିବ ଏବଂ ତାଙ୍କର ଚିକିତ୍ସା କରିବା ପାଇଁ ତାଙ୍କୁ ଦିଲ୍ଲୀ ନିଆ ଯାଇଛି।ଦିଲ୍ଲୀର ଏକ ଘରୋଇ ହସ୍ପିଟାଲ ରେ ତାଙ୍କର ଚିକିତ୍ସା କରା ଯାଉଛି ।ହେଲେ ଅର୍ଥ ସାଜିଛି ବାଧକ ।ଅଭିନେତା ପିଣ୍ଟୁ ନନ୍ଦ ଙ୍କ ର ଅପରେସନ ପାଇଁ ଆବଶ୍ୟକ ହେଉଛି ପଚାଶ ଲକ୍ଷ ରୁ ଅଧିକ ଟଙ୍କା।

ଏବଂ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ପାଖରେ ଏତେ ଗୁଡ଼ାଏ ଟଙ୍କାର ଅଭାବ ରହିଛି। ସେଥିପାଇଁ ସେ ସାରା ଓଡ଼ିଶା ବାସି ଙ୍କୁ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ ।କିନ୍ତୁ ତାଙ୍କୁ ସାହାଯ୍ୟ କରିବା ନାଁ ରେ ଏଠି ଲୋକ ଭିକ ମାଗୁଛନ୍ତି ଏବଂ ଗଣ ମାଧ୍ୟମ ରେ ତାଙ୍କ ନାମରେ ଅପ ପ୍ରଚାର କରା ଯାଉଛି। ଏ ସବୁ ଜାଣି ଅଭିନେତା ପିଣ୍ଟୁ ନନ୍ଦ ଦୁଃଖ ପ୍ରକାଶ କରିଛନ୍ତି।ସେ କହିଛନ୍ତି ଯେ ମୋ ପାଇଁ କାହାର ଭିକ ମାଗିବା ଦରକାର୍ ନାହିଁ ।ଏମିତି ଭିକ ମାଗିକି ଅପରେସନ କରି ବଞ୍ଚିବା ଅପେକ୍ଷା ମରିଯିବା ଭଲ ।ମୋର ଏମିତି ସାହାଯ୍ୟ ଦରକାର ନାହିଁ ।ଯଦି ପାରୁଛନ୍ତି ମୋତେ ଆଶିର୍ବାଦ କରନ୍ତୁ।

ଗତ କାଲି ଜାଗର ଭଳି ପବିତ୍ର ଦିନ ରେ ଦୁଃଖର ସହିତ ଅଭିନେତା ପିଣ୍ଟୁ ନନ୍ଦ ଏ ଭଳି କହିଛନ୍ତି। ଏବଂ କହିଛନ୍ତି ଯେ ମୋତେ ସାହାଯ୍ୟ କରିବା ପାଇଁ ମୋର କଳାକାର ଭାଇ ମାନେ ଅଛନ୍ତି।ସେମାନେ ମୋତେ ସାହାଯ୍ୟ କରିବେ ।ଅଭିନେତା ପିଣ୍ଟୁ ନନ୍ଦ ଙ୍କ ର ଏହି କଥା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଜୋର୍ ରେ ଭାଇରାଲ୍ ହେବାରେ ଲାଗିଛି।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *