Breaking News

ଜାଣନ୍ତୁ ଅନୁଭବଙ୍କ ସବୁଠୁ ବଡ଼ ଦୁଃଖ… ଯାହା ପ୍ରଥମଥର ପାଇଁ କ୍ୟାମେରା ଆଗରେ ଖୁଲାସା କଲେ ଅନୁଭବ ….

କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଙ୍କୁ ନେଇ ଏକ ବଡ଼ ଖବର ସାମ୍ନା କୁ ଆସିଛି । ଏବଂ ସୋସିଆଲ ମିଡିଆରେ ସାଂସଦ ଅନୁଭବ ମହାନ୍ତି ଙ୍କ ର ଏକ ଭିଡ଼ିଓ ଦେଖିବାକୁ ମିଳିଛି। ସାଂସଦ ଅନୁଭବ ମହାନ୍ତି କହିଛନ୍ତି ଯେ । ଦୁନିଆଁ ର ସବୁ ପୁଅ ଝିଅ ଙ୍କ ର କିଛି ନା କିଛି ସ୍ବପ୍ନ ରହିଥାଏ । ଆଉ ଜୀବନରେ ବାପା ମାଆ ଙ୍କ ଠାରୁ ବଡ଼ କିଛି ବି ନାହିଁ । ବାପା ମାଆ ଙ୍କ ର ଇଚ୍ଛା ପୂରଣ କରିବା ହେଉଛି ସବୁଠୁ ବଡ଼ କାମ । ଆଉ ବାପା ମାଆ ଙ୍କ ଇଚ୍ଛା କୁ ସମ୍ମାନ ଜଣାଇବା ସବୁ ପିଲା ମାନଙ୍କ ର କର୍ତ୍ତବ୍ୟ ।

ସାଂସଦ ଅନୁଭବ ମହାନ୍ତି ଦୁଇଟି ପାସପୋର୍ଟ କରିଛନ୍ତି । ସେ ଦୁଇଟି ପାସପୋର୍ଟ ହେଉଛି ତାଙ୍କ ମାଆ ବାପା ଙ୍କ ପାଇଁ । ଦେ ତାଙ୍କ ବାପା ମାଆ ଙ୍କୁ ବିଦେଶ ର କିଛି ଜାଗା ବୁଲାଇବାକୁ ଚାହୁଁଛନ୍ତି। ସାଂସଦ ଅନୁଭବ ମହାନ୍ତି କହିଛନ୍ତି ଯେ ସେ ତାଙ୍କ ବାପା ମାଆ ଙ୍କ ର ଇଚ୍ଛା କେତେ ଦୂର ପୂରଣ କରିଛନ୍ତି ସେ ଜାଣି ନାହାନ୍ତି ହେଲେ ଆଜି ସେ ଦୁଇଟି ପାସପୋର୍ଟ କରି ପାରିଛନ୍ତି । ଆଉ ଫ୍ଲାଇଟ୍ ସେ ତାଙ୍କ ବାପା ମାଆ ଙ୍କୁ ଦେଶ ବାହାର ର କିଛି ଭଲ ଜାଗା ବୁଲେଇ ବାକୁ ଚାହୁଁଛନ୍ତି।

 

ସେ କହିଛନ୍ତି ଯେ ପ୍ରଥମ ଥର ଯେବେ ଫ୍ଲାଇଟ୍ ରେ ତାଙ୍କ ବାପା ମାଆ ବାହାରକୁ ଯାଇଥିଲେ ସେତେବେଳେ ସେ ତାଙ୍କ ସହିତ ନଥିଲେ ।କିଛି ବ୍ୟକ୍ତିଗତ କାରଣ କୁ ପାଇଁ ସେ ତାଙ୍କ ବାପା ମାଆ ଙ୍କ ସହିତ ଯାଇ ପାରି ନଥିଲେ।ଆଉ ସେ କାରଣ ପଚାରିବା ପାଇଁ ସାଂସଦ ଅନୁଭବ ମହାନ୍ତି ତାଙ୍କର ପ୍ରିୟ ଦର୍ଶକ ମାନଙ୍କୁ ମନା କରିଛନ୍ତି । ଆଉ କହିଛନ୍ତି ଯେ ସେ କଥା ମୋତେ ପଚାରନ୍ତୁନି କାହିଁକି ନା ସେ କଥା ମୁଁ କହି ପାରିବି ନାହିଁ । ଯଦି କହିବି ମୋ ନିଜ ଲୁହ କୁ ମୁଁ ରୋକି ପାରିବି ନାହିଁ।

ସମସ୍ତଙ୍କ ଜୀବନରେ ଏମିତି କିଛି ଘଟଣା ଘଟିଥାଏ ଯାହା କୁ କାହା ଆଗରେ କହି ହୁଏ ନାହିଁ । ଆଉ ସେମିତି କିଛି କଥା ସାଂସଦ ଅନୁଭବ ମହାନ୍ତି ଙ୍କ ଛାତି ଭିତରେ ଚାପି ରହିଛି ଯାହାକୁ ସେ କାହାକୁ ଜଣାଇ ବାକୁ ଚାହୁଁ ନାହାନ୍ତି।ସେ ପାସପୋର୍ଟ ଆଣି ତାଙ୍କ ବାପା ମାଆ ଙ୍କ ହାତରେ ଧରି ଦେଇଛନ୍ତି । ଆଉ ତାଙ୍କ ବାପା ମାଆ ବହୁତ୍ ଖୁସୀ ହୋଇଛନ୍ତି । ବର୍ତ୍ତମାନ ତାଙ୍କ ବାପା ଙ୍କ ଦେହ ଅସୁସ୍ଥ ରହିଛି ତାଙ୍କର ଲିଭର ଟ୍ରାନ୍ସ୍ ପ୍ଲାଣ୍ଟ ଅପରେସନ କରା ଯିବ । ଆଉ ଅପରେସନ ସରିବା ପରେ ସେ ବାହାରକୁ ବୁଲିବାକୁ ଯିବେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଶ୍ରୀମନ୍ଦିର ଗର୍ଭ ଗୃହରେ ଶୁଭୁଛି ବିକଟାଳ ଶବ୍ଦ, ଶାନ୍ତିରେ ଶୋଇପାରୁନି କାଳିଆ – ଦେଖନ୍ତୁ ଭିଡିଓ

ପୁରୀ ଶ୍ରୀମନ୍ଦର କୁ ନେଇ ଏକ ବହୁତ୍ ବଡ଼ ଖବର ଆସି ପହଞ୍ଚିଛି। ମଣିଷ ହାର ମାନୀଛି ଆଉ ସହାୟତା …

Leave a Reply

Your email address will not be published. Required fields are marked *