Breaking News

ଜାତୀୟ ଗଣମାଧ୍ୟମ ଶୋରେ ତିନି ଓଡିଆ, ପ୍ରଭୁ ଗାଇବେ, ଦୂତୀ (Dutee) ନାଚିବେ, ପ୍ରକୃତି (Prakruti) ନଚାଇବେ – ଦେଖନ୍ତୁ ଭିଡିଓ

ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଆସିଗଲା ବଡ଼ ଖବର । ଯାହାକୁ ଶୁଣିଲେ ଆପଣ ମାନେ ବି ହେଇଯିବେ ଖୁସି । ଆଉ ଏହି ଖବର ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ଚହଳ କରି ଦେଇଛି । ଯାହା କି 3 ରିୟାଲିଟ୍ ସୋ ରେ ଭାଗ ନେବାକୁ ଯାଉଛନ୍ତି ଆମ 3 ଓଡ଼ିଆ । ତେବେ ସମ୍ପୁର୍ଣ୍ଣ ଭାବରେ ବିବରଣୀ ଟିକୁ ଜାଣିବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢ଼ନ୍ତୁ ତାହେଲେ ଆପଣ ମାନେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣି ପାରିବେ ।

ଡ୍ୟାନ୍ସ କରିବେ ଦୂତି ଚାନ୍ଦ୍ । ବିଗ୍ ବସ୍ ଘରେ ବନ୍ଦୀ ହେବେ ପ୍ରକୃତି । ଇଣ୍ଡିଆନ ଆଇଡଲ ରେ ଧୁମ ମଚାଇବେ ପ୍ରଭୁ ପାଦ । ଜାତୀୟ ଗଣମାଧ୍ୟରେ ର ରିୟଲିଟ୍ ସୋ ରେ ଦେଖା ଯିବେ ତିନି ଓଡ଼ିଆ । ପୂର୍ବ ରୁ ବହୁତ ଓଡ଼ିଆ ଗଣ ମାଧ୍ୟମ ରେ ହେଉଥିବା ରିୟାଲିଟ୍ ସୋ ରେ ଭାଗ ନେଇଛନ୍ତି । ହେଲେ ପ୍ରଥମ ଥର ପାଇଁ ଗୋଟିଏ ସମୟ ରେ ତିନି ଓଡ଼ିଆ ଏକଥରକେ ଭାଗ ନେବେ ।

ଇଣ୍ଡିଆନ ଆଇଡଲ୍ ରେ ପ୍ରଭୁ ପାଦ ଙ୍କୁ ଦେଖିବାକୁ ମିଳିବ । ସେ ପୂର୍ବ ରୁ ମଧ୍ୟ ଜାତୀୟ ଗଣ ମାଧ୍ୟମ ର ଏକ ରିୟାଲିଟ୍ ସୋ ରେ ଭାଗ ନେଇ ଥିଲେ । ସେହିପରି ସେଲିବ୍ରିଟି ଝଲକ ଦିଶା ଆଜା ରେ ଦୂତି ଚାନ୍ଦ୍ ମଧ୍ୟ୍ ନଜର ରେ ଆସିବେ । ଦୂତି ଚାନ୍ଦ୍ ଙ୍କୁ ଦୌଡ଼ି ଥିବାର ତ ସମସ୍ତେ ଦେଖିଛନ୍ତି ହେଲେ ଦର୍ଶକ ମାନେ ଏବେ ଅପେକ୍ଷା କରିଛନ୍ତି ଦୂତି ଚାନ୍ଦ୍ କିପରି ଭାବରେ ନଚିବେ ଆଉ କେମିତି ଭେଟି ଦେବେ ଦର୍ଶକ ମାନଂକୁ ।

ତାଙ୍କ ନାଚ ଦେଖିବା ପାଇଁ ସାରା ଓଡିଶା ଏବେ ଅପେକ୍ଷା ରେ ରହିଛନ୍ତି । ଏପଟେ କିଛି ମାସ ହେଲା ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ର ଚର୍ଚ୍ଚା ରେ ରହି ଆସୁଛନ୍ତି ସୋସିଆଲ ମିଡ଼ିଆ ରେ । ଏବେ ବିଗ୍ ବସ୍ ରେ ଏଣ୍ଟ୍ରି ମାରିବେ ପ୍ରକୃତି ମିଶ୍ର। ଆଉ ଏହାର ଚର୍ଚ୍ଚା ଏବେ ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଚି । ତେବେ 3 ଓଡ଼ିଆ ଏବେ 3 ରିୟାଲିଟ୍ ସୋ ରେ ଭାଗ ନେବାକୁ ଯାଉଛନ୍ତି । କିଏ ବାଜି ମାରିବ ଆଉ କିଏ ଅଧା ବାଟ ରେ ଫେରି ଆସିବ ତାହା ଦେଖି ବାକୁ ବାକି ରହିଗଲା ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *