Breaking News

ଜା ଙ୍କ ସହ ଶାଶୂ ଘରେ କିପରି ମଜା ମସ୍ତି କରୁଛନ୍ତି ହିରୋଇନ ଜେସୀ (Jessy) – ଦେଖନ୍ତୁ ଭିଡିଓ

ବାହାଘର ପରେ ଏବେ ବର୍ତ୍ତମାନ ସମୟରେ ଜେସି ତାଙ୍କ ଶାଶୁ ଘରେ ତାଙ୍କ ଜାଆ ଙ୍କ ସହ କିପରି ମଜ୍ଜା ମସ୍ତି କରୁଛନ୍ତି ଜାଣିବାକୁ ଚାହୁଁଛନ୍ତି ତେବେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ତାହେଲେ ଆପଣ ମାନେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣି ପାରିବେ । ଆପଣ ମାନେ ଜେସି ସାମଲ ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ ।

ଗତ ଦିନ ମାନଙ୍କ ରେ ବହୁତ ସାରା ଓଡ଼ିଆ ସିରିଏଲ ରେ ଅଭିନୟ କରି ସାରା ଓଡିଶା ର ଲୋକ ମାନଙ୍କ ର ମନ କୁ ଛୁଇଁବା ରେ ସଫଳତା ପାଇପାରିଛନ୍ତି । ଖାସ କରି ସେ ତୁ ମୋର ଜୀବନ ସାଥି ସିରିଏଲ ରେ ତାଙ୍କ ର ସୁନ୍ଦର ଅଭିନୟ ଦେଖିବାକୁ ମିଳିଥିଲା । ଏହି ସିରିଏଲ ତଥା ତୁ ମୋ ଜୀବନ ସାଥି ସିରିଏଲ ପ୍ରାୟ 4 ବର୍ଷ ଧରି ଅଭିନୟ କରିଥିବାର ନଜର ରେ ଆସିଥିଲେ ।

ଆଉ ଏହି ସିରିଏଲ ଟି ଗତ ଦିନ ମାନଙ୍କ ରେ ସରି ଯାଇଛି । ଆଉ ଏହି ସିରିଏଲ ଟି ସରି ଯିବା ପରେ ଏବେ ଜେସି ଷ୍ଟାର୍ କିରନ ଚ୍ୟାନେଲ୍ ର ଏକ ନୂଆ ସିରିଏଲ ରେ କାମ କରୁ ଥିବାର ନଜର ରେ ଆସିଛନ୍ତି । ତାହେଲେ ତୁ ମୋ ଜୀବନ ସାଥି ସିରିଏଲ ସରିବା ପରେ ହିଁ ଜେସି ଓ ଅମର ଙ୍କ ମଧ୍ୟ୍ ରେ ଭଲ ପାଇବା ବଢ଼ି ଥିଲା । ଆଉ ଶେଷ ରେ ଜେସି ଙ୍କୁ ପ୍ରପୋଜ୍ ମଧ୍ୟ କରି ଥିଲେ କିନ୍ତୁ ଲାଇଭ୍ ସୋ ରେ ଏହୁ ପ୍ରପୋଜ୍ କୁ ସିଧା ସିଧା ମନା କରି ଦେଇଥିଲେ ଜେସି ।

ତେବେ ଜେସି ଏପର୍ଯ୍ୟନ୍ତ ବିବାହ ବନ୍ଧନ ବାନ୍ଧି ହୋଇ ନାହାନ୍ତି । ତାଙ୍କ ବାହାଘର ପାଇଁ ବୟସ ହୋଇ ଯାଇଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ବାହା ହୋଇ ନାହାନ୍ତି । ଜେସି ଙ୍କୁ ଏପର୍ଯ୍ୟନ୍ତ 36 ବୟସ ହୋଇ ସାରିଛି । ତୁ ମୋ ଜୀବନ ସାଥି ଲିଡ୍ ଆକ୍ଟର୍ ଆଦି ଏକ ନୂଆ ସିରିଏଲ ରେ ଅଭିନୟ କରୁଥିବାର ନଜର ରେ ଆସିଛନ୍ତି । ଆଉ ଏହି ସିରିଏଲ ର ନାଁ ହେଉଛି ଝିଲ୍ଲୀ ।

ଆଉ ଆପଣ ମାନେ ଜାଣିଥିବେ ଏକ ରିୟାଲିଟ୍ ସୋ ରେ ଅମର ଜେସି କୁ ପ୍ରପୋଜ୍ କରିଥିଲେ କିନ୍ତୁ ଜେସି ତାହା ସିଧାସଳଖ୍ ମନା କରି ଦେଇଥିଲେ । ତେବେ ବର୍ତ୍ତମାନ ସମୟରେ ରିୟଲ୍ ଲାଇଫ୍ ରେ ବାହା ହୋଇ ନାହାନ୍ତି ଜେସି । ଆପଣ ମାନେ ଜେସି ଙ୍କ ସୁନ୍ଦର ଅଭିନୟ ସିରିଏଲ ମାଧ୍ୟମ ରେ ଦେଖି ଥିବେ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *