Breaking News

ଝିଅକୁ ନେଇ ଦାଣ୍ଡିଆ ଖେଳି ଗଲେ ହିରୋ ସୁଭାଶିଷ (Subhasish) ଓ ଆନିଶା (Aanisha) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି ଏହି ଅଭିନେତା ଓ ଅଭିନେତ୍ରୀ ମାନ ଙ୍କ ମଧ୍ୟ ରୁ ବହୁ କମ୍ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ଲୋକ ପ୍ରିୟ ଯୋଡି ଭାବେ ଓଡ଼ିଶା ଘର୍ ଘରେ ପରିଚିତ । ଏହି ଯୋଡ଼ି ବା ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ ।


ଏହି ଲୋକ ପ୍ରିୟ ଯୋଡି ମଧ୍ୟ ରୂ ବହୁ କମ୍ ଯୋଡି ବାସ୍ତବିକ ଜୀବନ ପରଷ୍ପର କୁ ଭଲ ପାଇ ବିବାହ କରିଛନ୍ତି । ହଁ ବନ୍ଧୁ ଏହି ଅଭିନେତା ଓ ଅଭିନେତ୍ରୀ ମାନ ଙ୍କ ମଧ୍ୟ ରୁ ବହୁ କମ୍ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ କି ସୁଟିଂ ସେଟ ରୁ ଭଲ ପାଈ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ।

ଆଜି ଆମେ ସେହିଭଳି ଦୁଇ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯିଏ କି ସୁଟିଂ ସେଟ ରୁ ଭଲ ପାଇ ବିବାହ ବନ୍ଧନ ରେ ବାନ୍ଧି ହେବା ପରେ ବେଶ୍ ଖୁସି ରେ ରହିବା ସହିତ ସୋସିଆଲ ମିଡ଼ିଆ ରେ ବେଶ ଚର୍ଚ୍ଚା ରେ ରୁହନ୍ତି ଓ ଯାହାକି ଆଜି ଆମେ ଆମର ଏହି ପେଜ ମାଧ୍ୟମ ରେ ଜାଣିବା ।

ଏହି ଯୋଡି ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତା ଶୁଭାଶିଷ ଓ ଅଭିନେତ୍ରୀ ଆନିଷା ଶର୍ମା । ଆପଣ ମାନେ ଜାଣିଥିବେ ଯେ ଏହି ଦୁଇ ଜଣ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଆଗ ଧାଡ଼ି ର ଅଭିନେତା ଓ ଅଭିନେତ୍ରୀ । ଉଭୟ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ । ଉଭୟ ଭଲ ପାଇ ବିବାହ କରିବା ପରେ ବାପା ମା ମଧ୍ୟ ହୋଇ ସାରିଛନ୍ତି ।

ଉଭୟ ଙ୍କ ଏକ କନ୍ୟା ସନ୍ତାନ ଅଛି ଯାହାଙ୍କ ନାମ ଭାୟୋନା ଶର୍ମା ରହିଛି । ନିଜ ଝିଅ ପାଇଁ ଆନିସା ଶର୍ମା ନିଜ ଅଭିନୟ ଦୁନିଆ ରୁ ଦୂରେଇ ହୋଇ ଯାଇଥିବା ସମୟ ରେ ଶୁଭାଶିଷ ନିଜ ଅଭିନୟ ଜାରି ରଖିଛନ୍ତି । ଅନିଶା ଶର୍ମା ଙ୍କ ଅଭିନୟ ଆଉ ଦେଖିବାକୁ ନ ମିଳିଥିଲେ ମଧ୍ୟ ସେ ନିଜ ଝିଅ ସହ ମିଶି ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହିଥାନ୍ତି ।

ବର୍ତ୍ତମାନ ସମୟ ରେ ଆନିସା ଶର୍ମା ଓ ତାଙ୍କ ଝିଅ ଭିୟୋନା ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ହଁ ବନ୍ଧୁ ଆନିସା ନିଜ ଭିଓନା ଙ୍କ ସହ ଦାଣ୍ଡିଆ ନାଚ କରୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଓ ଏହି ଦୃଶ୍ୟ ଟି ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ । ନିଜ ଝିଅ କୁ ଧରି ନଚାଉ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *