ଝିଅ ମାନେ ସାବଧାନ । ଏହି ଭଳି କିଛି ଖବର ଏବେ ଚର୍ଚ୍ଚା ହେଉଛି । ଏବଂ କିଛି ଭିଡ଼ିଓ ସୋସିଆଲ ମିଡିଆରେ ଭାଇ ରାଲ୍ ହେବାରେ ଲାଗିଛି । ରାସ୍ତାରେ ଚାରି ଚକିଆ ଗାଡ଼ି ରେ ବୁଲୁଛି ଲଫଙ୍ଗା ଆଉ ଏକୁଟିଆ ଝିଅ ଦେଖି ହାତ ମାରି ଦେଉଛି ଝିଅ ମାନଂକ ra ପ୍ରାଇଭେଟ୍ ପାର୍ଟ କୁ । ରାଜଧାନୀ ଭୁବନେଶ୍ଵର ର ଏମିତି କିଛି ଭିଡ଼ିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି।
ବରଗଡ଼ ରତ୍ନାକର ନିକଟରେ ଜଣେ ଯୁବତୀ ମୋବାଇଲ୍ ରେ କିଛି ଭିଡ଼ିଓ ଦେଖି ଦେଖି ରାସ୍ତା ରେ ଯାଉଛନ୍ତି ଆଉ ସେଇ ବାଟ ଦେଇ ସେହି ବ୍ୟକ୍ତି ଚାରି ଚକିଆ ଗାଡ଼ି ରେ ଆସୁଛି ଆଉ ସେ ଯୁବତୀ ଙ୍କ ର ପ୍ରାଇଭେଟ୍ ପାର୍ଟ କୁ ଛୁଇଁ ଦେଉଛି। ଏହି ଘଟଣା ପରେ ଯୁବତୀ ଜଣଙ୍କ ତାଙ୍କ ଘରେ ଜଣାଇ ଥିଲେ ଆଉ ପରେ ଯୁବତୀ ଙ୍କ ପରିବାର ସଦସ୍ୟ ଆସି ଥାନା ରେ ଏତଲା ଦେଇଥିଲେ ।
ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ବାଲିପାଟଣା ଅନ୍ତର୍ଗତ ସୁମୁଦି ଅଞ୍ଚଳ ର ସନ୍ତୋଷ କୁମାର ସ୍ୱାଇଁ । ଏଫ୍ ଆଇ ଆର୍ ପରେ ପୋଲିସ୍ ଅଭିଯୁକ୍ତ କୁ ଗିରଫ କରିଛି । ଝିଅ ମାନେ ଏବେ ଠାରୁ ସାବଧାନ ହୋଇ ରାସ୍ତା ରେ ଯିବା ଆସିବା କରନ୍ତୁ । ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଜୋର୍ ରେ ଭାଇ ରାଲ୍ ହେବାରେ ଲାଗିଛି।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।