ବନ୍ଧୁଗଣ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ପ୍ରସାରିତ ହେଉଥିବା ସମସ୍ତ ଧାରାବାହିକ ଗୁଡ଼ିକୁ ଆପଣ ମାନେ ଦେଖିବାକୁ ପାଉ ଥିବେ । ଏହି ଧାରାବାହିକ ଜଗତ ରେ ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ଓଡ଼ିଶା ର ଘର୍ ଘରେ ପରିଚିତ , ।
ଏହି ଅଭିନେତ୍ରୀ ମାନେ ବେଳେ ବେଳେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେରୁହନ୍ତି । ହଁ ବନ୍ଧୁ ତାହା ସୁଟିଂ ସେଟ ର ଦୃଶ୍ୟ ହେଉ ବା ବ୍ୟକ୍ତିଗତ ଜୀଵନ ର ହସ ଖୁସି ର ଭିଡିଓ ହେଉ । ବର୍ତ୍ତମାନ୍ ସମୟ ରେ ସେହିଭଳି ଜଣେ ଅଭିନେତ୍ରୀ ବେଶ୍ ଚର୍ଚ୍ଚା ରେ ଅଛନ୍ତି ଓ ଆଜି ଆମେ ସେହି ବିଷୟ ରେ ଜାଣିବା ଆମର ଏହି ପେଜ ମାଧ୍ୟମ ରେ ।
ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆମ ଓଡ଼ିଆ ଧାରାବାହିକ ଜଗତ ର ଲୋକ ପ୍ରିୟ ଅଭିନେତ୍ରୀ ଝିଲି , ଏହି ଅଭିନେତ୍ରୀ ଜଣକ ତାଙ୍କ ଜୀବନୀ ମଧ୍ୟ ରେ ସେ ବହୁ ସାରା ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି । ହଁ ବନ୍ଧୁ ଏହି ଅଭିନେତ୍ରୀ ଜଣକ ନିଜ ପିଲା ଦିନ ସମୟ ରେ ଅନେକ ଚଳଚ୍ଚିତ୍ର ରେ ଶିଶୁ କଳାକାର ଚରିତ୍ର ରେ ନଜର ଆସିଛନ୍ତି ଓ ବର୍ତ୍ତମାନ୍ ସମୟ ରେ ସେ ସାରା ଧାରାବାହିକ ରେ ନଜର ଆସିଛନ୍ତି ।
କହିବାକୁ ଗଲେ ଏହି ଅଭିନେତ୍ରୀ ଜଣକ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଶିଶୁ କଳାକାର ଭାବରେ ଓଡ଼ିଶା ର ଘର୍ ଘରେ ପରିଚିତ । ବର୍ତ୍ତମାନ୍ ସମୟ ରେ ଆପଣ ମାନେ ତାଙ୍କୁ ଝିଲି ଧାରାବାହିକ ରେ ଝିଲି ଚରିତ୍ର ରେ ଅଭିନୟ କରୁ ଥିବା ର ଦେଖିବାକୁ ପାଉ ଥିବେ , ଝିଲି ଙ୍କ ଜବରଦସ୍ତ ଅଭିନୟ ପାଇଁ ଝିଲି ଧାରାବାହିକ ଟି ବେଶ୍ ଲୋକ ପ୍ରିୟ ହୋଇ ପାରିଛନ୍ତି ଓ ଦର୍ଶକ ମାନେ ପସନ୍ଦ କରିଛନ୍ତି ।
ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି , ହଁ ବନ୍ଧୁ ସୁଟିଂ ସେଟ ରେ ଖାଇବା ଛୁଟି ସମୟ ରେ ସେ ଝିଲି ଧାରାବାହିକ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ଙ୍କ ସହ ମିଶି ଖାଉ ଥିବା ର ଦେଖିବାକୁ ମିଳିଛି ଓ ଏହି ଭିଡିଓ ଟି ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ।
ସବୁଠୁ ବଡ କଥା ହେଲା ଯେ ଏହି ଅଭିନେତ୍ରୀ ଜଣକ ପଖାଳ ଭାତ ଖାଉ ଥିବାର ଦେଖିବାକୁ ମିଳିଛି , ପଖାଳ ଭାତ ଭଜା , ତରକାରୀ । ଝିଲି ବଧୂ ବେଶ୍ ରେ ନଜର ଆସିଛନ୍ତି । ପଖାଳ ଭାତ ଖାଇବା ସହିତ ସେ ବହୁତ୍ ସାରା ମଜା ମସ୍ତି କରୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ସୋସିଆଲ ମିଡ଼ିଆରେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।