ବନ୍ଧୁଗଣ ଏହି ମନୋରଂଜନ ଦୁନିଆ ରେ ଦର୍ଶକ ମାନ ଙ୍କ ମନୋରଂଜନ କରାଇବା ପାଇଁ ଅନେକ ଚଳଚିତ୍ର ଓ ଧାରାବାହିକ ନିର୍ମିତ ହୋଇଥାଏ । ଦର୍ଶକ ମାନେ ଧାରାବାହିକ କୁ ବେଶ୍ ଭଲ ପାଇବା ଦେଇ ଥାଆନ୍ତି କାରଣ ଧାରାବାହିକ ଦର୍ଶକ ମାନ ଙ୍କୁ ପ୍ରତିଦିନ ମନୋରଂଜନ କରିଥାଏ । ବର୍ତ୍ତମାନ୍ ସମୟ ରେ ଦର୍ଶକ ମାନ ଙ୍କ ପାଇଁ ଅନେକ ଧାରାବାହିକ ପ୍ରସାରିତ ହେଉଛି ।
ଦର୍ଶକ ମାନେ ନିଜ ଇଚ୍ଛା ଅନୁଯାୟୀ ନିଜ ମନ ମୁତାବକ ଧାରାବାହିକ ଦେଖି ଥାଆନ୍ତି । ବନ୍ଧୁଗଣ ଆପଣ ମାନେ ସାର୍ଥକ ଟିଭି ରେ ପ୍ରସାରିତ ହେଉଥିବା ସମସ୍ତ ଧାରାବାହିକ କୁ ନିଶ୍ଚୟ ଦେଖିଥିବେ , ଏହି ଧାରାବାହିକ ରେ ପ୍ରସାରିତ ହେଉଥିବା ଝିଲ୍ଲି ଧାରାବାହିକ ଟି କୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ।
ଏହି ଧାରାବାହିକ ଟି ବେଶ୍ ଲୋକ ପ୍ରିୟ ହୋଇ ପାରିଛି ବହୁତ୍ କମ୍ ଦିନ ରେ । ଏହି ଧାରାବାହିକ ରେ ଅଭିନୟ କରୁଥିବା ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଧାରାବାହିକ ମୂଖ୍ୟ ଅଭିନେତ୍ରୀ ଝିଲି ଓ ଅଭିନେତା ସିଦ୍ଧାର୍ଥ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ ।
ଉଭୟ ନିଜ ଜବରଦସ୍ତ ଅଭିନୟ ପାଇଁ ଓଡ଼ିଶା ର ଘର୍ ଘରେ ପରିଚିତ । ବନ୍ଧୁଗଣ ଆପଣ ମାନେ ସିଦ୍ଧାର୍ଥ ଙ୍କ ଜବରଦସ୍ତ ଅଭିନୟ ନିସ୍ଚୟ ଏହି ଧାରାବାହିକ ରେ ଦେଖିଥିବେ , ଏହା ପୂର୍ବ ରୁ ସେ ଜୀବନ ସାଥି ଧାରାବାହିକ ରେ ମୁଖ୍ୟ ଅଭିନେତା ଚରିତ୍ର ରେ ନଜର ଆସୁଥିଲେ । ଏହି ଅଭିନେତା ଜଣକ ବର୍ତ୍ତମାନ୍ ସମୟ ରେ ଓଡ଼ିଶା ର ଘର୍ ଘରେ ପରିଚିତ ।
ତାହେଲେ ବନ୍ଧୁଗଣ ଆପଣ ଅଭିନେତ୍ରୀ ଝିଲି ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଶିଶୁ କଳାକାର ଭାବେ ବେଶ୍ ପରିଚିତ । ହଁ ବନ୍ଧୁ ଅଭିନେତ୍ରୀ ଝିଲ୍ଲ ଶିଶୁ ଅବସ୍ଥା ରେ ସେ ବହୁ ସାରା ଚଳଚ୍ଚିତ୍ର ରେ ନଜର ଆସିଥିଲେ ଶିଶୁ କଳାକାର ଚରିତ୍ର ରେ ।
ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ସିଦ୍ଧାର୍ଥ ଓ ଝିଲ୍ଲ ନିଜ ସୁଟିଂ ସେଟ ରୁ ସମୟ ବାହାର୍ କରି ଲାଇଭ ଆସିଥିଲେ ଓ ନିଜ ପ୍ରଶଂସକ ସହ ବହୁ ସାରା କଥା ହୋଇଛନ୍ତି । ଏହି ଧାରାବାହିକ କୁ ବର୍ଷ ପୂରଣ ହେଲା ଓ ଉଭୟ ସେଥିପାଇଁ ଏକାଠି ଲାଇଭ ଆସିଥିଲେ , ଚର୍ଚ୍ଚା ହେଉଛି ଯେ ଏହି ଧାରାବାହିକ ଟି ସରିବାକୁ ଯାଉଛି ଯାହା କୁ ମିଥ୍ୟା ଖବର ଅଟେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।