ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ସମସ୍ତ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କୁ ନେଇ ଅନେକ ଚଳଚ୍ଚିତ୍ର ନିର୍ମିତ ହୋଇଥାଏ । କିଛି ବର୍ଷ କରୋନା କାରଣ ରୁ କୌଣସି ବି ଚଳଚ୍ଚିତ୍ର ନିର୍ମିତ ହୋଇ ପାରୁ ନ ଥିଲା କିନ୍ତୁ ଚଳିତ ବର୍ଷ ଅନେକ ଚଳଚ୍ଚିତ୍ର ନିର୍ମିତ ହୋଇଛି ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ଙ୍କୁ ନେଇ ।
ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ଙ୍କୁ ନେଇ ଏକ ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଛି ଓ ଯାହାର ନାମ ରୁଦ୍ରଣୀ । ବର୍ତ୍ତମାନ୍ ସମୟ ରେ ଏହି ଚଳଚ୍ଚିତ୍ର ଟି ରିଲିଜ୍ ହୋଇଛି । ଝିଲ୍ଲିକ ଙ୍କ ଶଶୁର ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ ଦେଖିବାକୁ ଆସି ଇମିତି କିଛି କହିଛନ୍ତି ଯାହା ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଇବେ ।
ଆପଣ ମାନେ ଜାଣିଥିବେ ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଭାବେ ବେଶ୍ ପରିଚିତ । ନିଜ ଜବରଦସ୍ତ ଅଭିନୟ ପାଇଁ ସେ ଓଡ଼ିଶା ର ଘର୍ ଘରେ ଲୋକ ପ୍ରିୟ ହୋଇ ପାରିଛନ୍ତି । ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଜଣେ ବଙ୍ଗୀୟ ତାଙ୍କ ବାପ ଘର୍ କୋଲକାତା କିନ୍ତୁ ଶଶୁର ଘର ହେଉଛି ଓଡ଼ିଶା ।
ଓଡିଶା ଆସି ଅନେକ ଚଳଚ୍ଚିତ୍ର ରେ ନିଜ ଜବରଦସ୍ତ ଅଭିନୟ ଦେଖାଇ ବେଶ୍ ଲୋକ ପ୍ରିୟ ହେବା ପରେ ସେ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡାଇ ଙ୍କୁ ବିବାହ କରିଥିଲେ ଓ ବିବାହ ପରେ ଦୁଇ କନ୍ୟା ସନ୍ତାନ ର ମାଆ ହୋଇଛନ୍ତି । ବର୍ତ୍ତମାନ୍ ସମୟ ରେ ଝିଲ୍ଲିକ ଙ୍କୁ ନେଇ ନିର୍ମିତ ହୋଇଥିବା ଚଳଚ୍ଚିତ୍ର ରୁଦ୍ରାଣି ।
ଏହି ଚଳଚ୍ଚିତ୍ର ଟି ବର୍ତ୍ତମାନ୍ ସମୟ ରେ ସିନେମା ହଲ ରେ ରିଲିଜ୍ ହୋଇଛି ଓ ଝିଲ୍ଲିକ ଙ୍କ ଶଶୁର ପ୍ରଫୁଲ୍ଲ ଘଡ଼ାଇ ଦେଖିବାକୁ ଆସି ଗଣ ମାଧ୍ୟମ ନିକଟ ରେ କହିଛନ୍ତି ଯେ ସେ ସିନେମା ହଲ ଆସିବା ଲୋକ ନୁହେଁ କୁ ଫିଲ୍ମ ଦେଖିବା ଲୋକ ନୁହେଁ ଖାଲି ତାଙ୍କ ବୋହୂ ଅଭିନୟ କରିଛନ୍ତି ବୋଲି ସେ ଆସିଛନ୍ତି । ବୋହୂ ଆମନ୍ତ୍ରଣ କରିବା ରୁ ସେ ଆସିଛନ୍ତି ।
ଏହି ଭଳି କିଛି କହିଛନ୍ତି ଗଣ ମାଧ୍ୟମ ନିକଟ ରେ , ଏହି ଦୃଶ୍ୟ ଟି ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ । ଦେଖାଯାଉ ରୁଦ୍ରାଣି ଚଳଚ୍ଚିତ୍ର ଟି ଦର୍ଶକ ମାନ ଙ୍କୁ କେତେ ପସନ୍ଦ ଆସୁଛି ଓ ଫିଲ୍ମ ଟି ସୁପର ହିଟ ହେଉଛି କି ନାହିଁ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।