ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆପଣ ମାନ ଙ୍କ ମନୋରଞ୍ଜନ ପାଇଁ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଚଳଚ୍ଚିତ୍ର ନିର୍ମିତ ହୋଇଥାଏ। ଏହି ଚଳଚ୍ଚିତ୍ର ର କାହାଣୀ ବେଶ୍ ହୃଦୟ ସ୍ପର୍ଷି । ଏହି ଚଳଚ୍ଚିତ୍ର ରେ ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ଅଭିନୟ କରି ଥାଆନ୍ତି, ହଁ ବନ୍ଧୁ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ନିର୍ମିତ ହେଉଥିବା ସମସ୍ତ ଚଳଚ୍ଚିତ୍ର ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ନଜର ଆସି ଥାଆନ୍ତି ।
ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ କି ଅଭିନୟ ଦୁନିଆ ରୁ ଦୂରେଇ ହୋଇ ଯାଇଛନ୍ତି । ଏହି ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କ ଅଭିନୟ ଦେଖିବା ଲୋକ ମାନେ ବେଶ୍ ଇଚ୍ଛୁକ ଥାଆନ୍ତି । ଆଜି ଆମେ ଆପଣ ଙ୍କ ପାଇଁ ଏକ ଖୁସି ଖବର ନେଇ ଆସିଛୁ ,
ହଁ ବନ୍ଧୁ ଏହି ଖୁସି ଖବର ଟି ହେଉଛି ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ଝିଲ୍ଲିକ ଙ୍କୁ ନେଇ ଆସି ଯାଇଛି । ହଁ ବନ୍ଧୁ ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ଙ୍କୁ ନେଇ ଆଗାମୀ ଦିନ ମାନ ଙ୍କ ରେ ଆସିବାକୁ ଯାଉଛି ଏକ ନୂଆ ଚଳଚ୍ଚିତ୍ର , ଏହି ଚଳଚ୍ଚିତ୍ର ବିଷୟ ରେ ଆଜି ଆମେ ଜାଣିବା ଆମର ଏହି ପେଜ ମାଧ୍ୟମ ରେ , ଆସନ୍ତୁ ଜାଣିବା
ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅଭିନେତ୍ରୀ ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ସମ୍ପୂର୍ଣ ଭାବେ ଅଭିନୟ ଦୁନିଆ ରୁ ଦୂରେଇ ହୋଇ ରହୁଥିଲେ । ଝିଲ୍ଲିକ ନିଜ ରାଜ୍ୟ ଛାଡି ଓଡ଼ିଶା ଆସିଥିଲେ ଅଭିନୟ କରିବା ପାଇଁ , ନିଜ ଜବରଦସ୍ତ ଅଭିନୟ ପାଇଁ ସେ ଓଡ଼ିଶା ର ଘର୍ ଘରେ ପରିଚିତ ହୋଇ ପାରିଥିଲେ ।
ଦର୍ଶକ ମାନେ ମଧ୍ୟ ତାଙ୍କ ଅଭିନୟ କୁ ବହୁତ୍ ସାରା ଚଳଚ୍ଚିତ୍ର ରେ ଦେଖିଥିବେ , ଅନେକ ଲୋକ ପ୍ରିୟ ଅଭିନେତା ଙ୍କ ସହ ସେ ଅଭିନୟ କରିଛନ୍ତି । ବାସ୍ତବିକ ଜୀବନ ରେ ସେ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡେ଼ଇ ଙ୍କୁ ବିବାହ କରିବା ପରେ ଅଭିନୟ ଦୁନିଆ ରୁ ଦୂରେଇ ହୋଇ ଯାଇଥିଲେ । ବର୍ତ୍ତମାନ୍ ସମୟ ରେ ଏହି ଅଭିନେତ୍ରୀ ଙ୍କୁ ନେଇ ଆସିବାକୁ ଯାଉଛି ଏକ ଚଳଚ୍ଚିତ୍ର ,
ଏହି ଚଳଚ୍ଚିତ୍ର ନାମ ରହିଛି ରୁଦ୍ରାଣି , ଏହି ଚଳଚ୍ଚିତ୍ର ରେ ସେ ମୂଖ୍ୟ ଭୂମିକା ରେ ଅଭିନୟ କରୁଛନ୍ତି । ଏଥି ସହିତ ଏହି ଚଳଚ୍ଚିତ୍ର ରେ ଅଭିନେତା ପିଣ୍ଟୁ ନନ୍ଦ ମଧ୍ୟ ନଜର ଆସିବା ସହିତ ସେ ଏହି ଚଳଚ୍ଚିତ୍ର ବିଷୟ ରେ ଅନେକ କିଛି କହୁଛନ୍ତି ଓ ସେ କହୁଛନ୍ତି ଏହି ଚଳଚ୍ଚିତ୍ର ରେ ତାଙ୍କ ପୁଅ ବହୁତ୍ ଦୁଷ୍ଟ ଓ ଝିଲ୍ଲିକ ଙ୍କ ପାଖ ରେ ପାଠ ପଢ଼ି ସେ ଭଲ ମଣିଷ ହେଇ ଯାଉଛି , ଆପଣ ମାନେ ଏହି ଦୃଶ୍ୟ ଟି ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।