ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଆମ।ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ଓ ଅଭିନେତା ମାନେ ଅଭିନୟ କରିବା ସହିତ ବାସ୍ତବିକ୍ ଜୀବନ ରେ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରୀୟ ରହିବା ସହିତ ବେଳେ ବେଳେ ଚର୍ଚ୍ଚା ରେ ରୁହନ୍ତି , ବର୍ତ୍ତମାନ୍ ସମୟ ରେ ଠିକ୍ ସେହିଭଳି ଭାବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଦୁଇ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ।
ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ଝିଲ୍ଲିକ ଭଟ୍ଟାଚାର୍ଯ୍ୟ । ଆପଣ ମାନେ ଏହି ଅଭିନେତ୍ରୀ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ଓ ଏହି ଅଭିନେତ୍ରୀ ଜଣକ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ ହେବା ସହିତ ଓଡ଼ିଶା ର ଘର୍ ଘରେ ପରିଚିତ । ଆପଣ ମାନେ ନିଶ୍ଚୟ ଏହି ଅଭିନେତ୍ରୀ ଙ୍କ ଜବରଦସ୍ତ ଅଭିନୟ ବହୁ ସାରା ଚଳଚ୍ଚିତ୍ର ରେ ଦେଖିଥିବେ ।
ଏହି ଅଭିନେତ୍ରୀ ଜଣକ ଜଣେ ବଙ୍ଗୀୟ ଓ ସେ ବର୍ତ୍ତମାନ୍ ଓଡ଼ିଆ ବୋହୂ , ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡେ଼ଇ ବିବାହ କରିଛନ୍ତି ଓ ବର୍ତ୍ତମାନ୍ ସମୟ ରେ ଦୁଇ ଟି କନ୍ୟା ସନ୍ତାନ ର ମାଆ ମଧ୍ୟ ହୋଇଛନ୍ତି । ଠିକ୍ ସେହିପରି ଭାବେ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ହାସ୍ୟ ଅଭିନେତା ଗୁଡୁ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ,
ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ହାସ୍ୟ ଅଭିନେତା ଗୁଡୂ ଓଡ଼ିଶା ର ଘର୍ ଘରେ ପରିଚିତ , ନିଜ ଜବରଦସ୍ତ କମେଡି ଅଭିନୟ ପାଇଁ ସେ ଆଜି ବେଶ୍ ଲୋକ ପ୍ରିୟ । ଆପଣ ମାନେ ନିଶ୍ଚୟ ଗୁଡୁ ଙ୍କ ଜବରଦସ୍ତ କମେଡି ଅଭିନୟ ଦେଖିଥିବେ ବହୁ ସାରା ଚଳଚ୍ଚିତ୍ର ଓ କିଛି ସୋ ରେ, ଆଜି ସେ ନିଜ ଜବରଦସ୍ତ ଅଭିନୟ ଦେଖାଇ ବେଶ୍ ଲୋକ ପରିଚିତ ହୋଇ ପାରିଛନ୍ତି ଓ ଅନେକ ନାମ ଅର୍ଜନ କରିଛନ୍ତି ।
ବନ୍ଧୁଗଣ ଖାଲି ସେତିକି ନୁହେଁ ଏହି ଅଭିନେତା ଜଣକ ନିଜ ଅଭିନୟ ଅପେକ୍ଷା ସେ ନିଜ ମୋଟାପଣ ପାଇଁ ବେଶ୍ ଲୋକ ପରିଚିତ । ବର୍ତ୍ତମାନ୍ ସମୟ ରେ ଅଭିନେତା ଗୁଡୁ ଓ ଅଭିନେତ୍ରୀ ଝିଲ୍ଲିକ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ଓ ଆଜି ଆମେ ସେହି ବିଷୟ ରେ ଜାଣିବା , ଉଭୟ ଙ୍କ ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଛି ।
ଏହି ଭିଡିଓ ରେ ମଝି ରାସ୍ତା ରେ ଝିଲ୍ଲିକ ଏବଂ ଗୁଡୁ ଫନି ନାଚ କରୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଓ ଏହି ନାଚ ରେ ଝିଲ୍ଲିକ ଗୁଡୁ ଙ୍କୁ ତରଭୁଜ ଖୁଆଇ ଦେଉ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଓ ଆପଣ ମାନେ ଏହି ଦୃଶ୍ୟ ଟି କୁ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।