Breaking News

ଝୁଲରେ ନିତାଇ ଝୁଲର ସିଙ୍ଗର ପପୁ ବିଶ୍ଵାଳ (Papu Biswal) ଙ୍କ ନୂଆ ଗୀତ ହରି ହରି ଓଁ ଭଗବତେ ବାସୁଦେବାୟ – ଦେଖନ୍ତୁ ଭିଡିଓ

ବହୁତ ଲୋକ ଙ୍କ ପାଖ ରେ ବହୁତ କିଛି କଳା ଥାଏ କିନ୍ତୁ ସେ କଳା କୁ ଯଦି ଉଚିତ ଜାଗା ରେ ନଲଗାଇବ ତାହେଲେ ସେ କଳା ଲୁଚି ଯାଏ ଆଉ ସମସ୍ତ ଙ୍କ ସାମ୍ନା କୁ ଆସି ନଥାଏ । ଏବେ କିନ୍ତୁ ବହୁତ ପ୍ରକାର ସୁବିଧା ହୋଇ ଗଲାଣି । ଯାହା କି ଆପଣମନେ ବହୁତ ଭଲ ଭାବରେ ଜାଣିଥିବେ । ସୋସିଆଲ ମିଡ଼ିଆ ଏବେ ଏମିତି ଏକ ପ୍ଲାଟଫର୍ମ ସାଜି ଯାଇଛି ଯାହା ପାଇଁ କି ଯେଉଁ କୌଣସି ସମୟ ରେ କେହି ବି ଭାଇରାଲ୍ ହେଇ ଯାଉଛି ।

ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟରେ ଯେ କୌଣସି ଭିଡିଓ ଭାଇରାଲ ହେଉଛି କିଛି ସମୟ ରେ । ଆପଣ ମାନେ ଜାଣିଥିବେ କି ଏହି କିଛି ଦିନ ତଳେ ଏକ ଗୀତ ବହୁତ ଜୋରେ ଭାଇରାଲ ହେଇଥିଲା ସୋ-ସି-ଆ-ଲ ମିଡ଼ିଆ ରେ । ଯେଉଁ ଗୀତ ଟିକୁ ଆପଣ ମାନେ ବହୁତ ଥର ସୁଣିଥିବେ । ଏହି ଗୀତ ଟି ବହୁତ ଲୋକ ଙ୍କ ମନ ଙ୍କୁ ମଧ୍ୟ ଛୁଇଁ ଥିଲା ।

ତେବେ ସେହି ଗୀତ ଟି ହେଉଛି ଝୁଲ୍ ରେ ନିତାଇ ଝୁଲ୍ ମୋର ଗୌରାଙ୍ଗ୍ ସୁନ୍ଦର ପରି ଝୁଲ୍ ଏହି ଗୀତ ଟିକୁ ପପୁ ଭାଇ ଗାଇ ଥିଲେ ନାରଦ ରୂପ ରେ । ତାଙ୍କ ନାରଦ ରୂପ ରେ ତାଙ୍କ କଣ୍ଠ ରୁ ଗୀତ ଶୁଣିବା ପାଇଁ ସବୁ ଦର୍ଶକ ମାନେ ବହୁତ ଭଲ ପାଆନ୍ତି । ପପୁ ଭାଇ ଏହି ଗୀତ ଟି କୁ ଏପରି ଭାବରେ ଗାଇଥିଲେ ଯାହା କି ସମସ୍ତ ଙ୍କ ମନ ଏହି ଗୀତ ରେ ରହି ଯାଇଥିଲା ।

ତେବେ ଏବେ ବର୍ତ୍ତମାନ ସମୟରେ ଆଉ ଏକ ଗୀତ ଭାଇରାଲ ହେଉଛି ପପୁ ଭାଇ ଙ୍କ । ସେ ଏବେ ଆଉ ନାରାୟଣ ଙ୍କ ର ଗୀତ ଗାଇ ଛନ୍ତି ଯେଉଁ ଗୀତ ଟି ଚହଳ ବହୁତ କରୁଛି ଏବେ ସୋସିଆଲ ମିଡ଼ିଆ ରେ । ସେ ଗୀତ ର ନାଁ ହେଉଛି ହରି ହରି ଓଁ ଭଗବତେ ବାସୁଦେବାୟ ଏହି ଗୀତ ଗାଇ ଏବେ ଚହଳ ରେ ଅଛନ୍ତି ପପୁ ।

ଆପଣ ମାନେ ଜାଣିଥିବେ ସମସ୍ତେ ଗୀତ ତ ଗାଇ ପାରିବେ କିନ୍ତୁ ସେ ଗୀତ ରେ ନିଜେ ମଜ୍ଜି ଯାଇ ସେ ଗୀତ ରେ ନାଚୁଛନ୍ତି ପପୁ ଭାଇ । ଏମିତି କଳା ସମସ୍ତ ଙ୍କ ପାଖ ରେ ନଥାଏ କିନ୍ତୁ ଏ ଭାଇ ଙ୍କ ପାଖ ରେ ଦୁଇଟା ଯାକ କଳା ଅଛି । ପପୁ ଭାଇ ଙ୍କ ଭିଡିଓ ଦେଖିଲେ ବହୁତ ଖୁସି ବି ଲାଗେ ଦର୍ଶକ ମାନକୁ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *