ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଯଲିଉଡ ଇଣ୍ଡଷ୍ଟ୍ରି ସମସ୍ତ ଙ୍କ ପ୍ରିୟ ହୋଇ ପାରିଛି । ବନ୍ଧୁଗଣ ଆପଣ ମାନେ ଏହି ଯାତ୍ରା ଜଗତ ର ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ତାହେଲେ ଆଜି ମେ ଯାତ୍ରା ଜଗତ ର ଲୋକ ପ୍ରିୟ ଅଭିନେତା କାହ୍ନା ସ୍ବାଇଁ ବିଷୟ ରେ ଜାଣିବା ,
ବର୍ତ୍ତମାନ ସମୟ ରେ ଅଭିନେତା କାହ୍ନା ଶିବାନୀ ଗଣନାଟ୍ୟ ରେ ନିଜ ଅଭିନୟ ଜାରି ରଖିଛନ୍ତି । ବର୍ତ୍ତମାନ୍ ସମୟ ରେ ରାତି ଲାଗେ ମିଛ ଓ ସାଥୀ ଲାଗେ ମିଛ ନାଟକ ରେ ଖଳ ନାୟକ ଚରିତ୍ର ରେ ନଜର ଆସୁଛନ୍ତି । ଏହି ଅଭିନେତା ଜଣକ ଯେବେ ଯାତ୍ରା ଜଗତ କୁ ଆସିଥିଲେ ତାଙ୍କୁ ନାୟକ ଚରିତ୍ର ଦିଆ ଯାଇଥିଲା ।
କାହ୍ନା ଙ୍କ ଇଚ୍ଛା ଥିଲା ସେ ନେ-ଗେ-ଟି-ଭ ଚରିତ୍ର ରେ ଅଭିନୟ କରିବା ପାଇଁ କିନ୍ତୁ ସେତେବେଳେ ଯାତ୍ରା ଜଗତ ରେ ନେ-ଗେ-ଟି-ଭ ଚରିତ୍ର ରେ ଅଭିନୟ କରିବା ପାଇଁ ହେଲେ କଳା ଲୋକ ଟିଏ ହୋଇଥିବ ଓ ଧାଡ଼ି ରଖିଥିବ ଓ ବଡ ଲୋକ ହୋଇଥିବ । ସେତେବେଳେ ତାଙ୍କ ସ୍ବାସ୍ଥ୍ୟ ନଥିଲା କି ଦାଢ଼ି ବି ନଥିଲା । ବର୍ତ୍ତମାନ୍ ସମୟ ରେ ସ୍ବାସ୍ଥ୍ୟ ରେ ପରିବର୍ତନ ଆସିବା ସହ ଦାଢ଼ି ରଖି ନେ-ଗେ-ଟି-ଭ ଚରିତ୍ର ରେ ଅଭିନୟ କରୁଛନ୍ତି ।
ନାୟକ ଓ ଖଳ ନାୟକ କୁ ନେଇ କାହ୍ନା କହିଛନ୍ତି ଯେ ନାୟକ ହେଉଛି ଗୋଟିଏ ଚିଡ଼ିଆଖାନା ର ବାଘ୍ କିନ୍ତୁ ଖଳ ନାୟକ ହେଉଛି ଗୋଟେ ଜଙ୍ଗଲ ର ବାଘ । ସେ ଚାହୁଁଥିଲେ ସେ ଖଳ ନାୟକ ଚରିତ୍ର ରେ ଅଭିନୟ କରିବା ପାଇଁ ଓ ବର୍ତ୍ତମାନ୍ ସମୟ ରେ ସେ ଖଳ ନାୟକ ଚରିତ୍ର ରେ ଅଭିନୟ କରୁଛନ୍ତି । ଟିକିକୁ ବହୁତ ଲୋକ ପ୍ରଶଂସା କରନ୍ତି ତା ସହ ସେଲଫି ନିଅନ୍ତି କିନ୍ତୁ ମୋତେ କେହି ପଚାରନ୍ତି ନାହିଁ ମୋତେ ବହୁତ ବହୁତ ଦୁଃଖ ଲାଗେ କିନ୍ତୁ ସ୍ଵାମୀ ହିସାବରେ ନୁହେଁ ଜଣେ କଳାକାର ହିସାବରେ ଦୁଃଖ ଲାଗେ କାରଣ ସେ ଝିଅ କଣ କରୁଛି ତାକୁ ଭଲପାଉଛନ୍ତି ମୋତେ କଣ ପାଇଁ ନୁହେଁ । ଏହା ପରେ ମୋ ଭିତରେ ପ୍ରବଳ ଇଚ୍ଛା ହେଲା । ମୁଁ ଟିକି ଠୁ ପ୍ରେରଣା ପାଇଁ ଭଲ କରିଲି ।
କାହ୍ନା କହୁଛନ୍ତି ଯେ ସ୍ବର୍ଗତ ଦୁଃଖୀ ରାମ୍ ସ୍ୱାଇଁ ସେ ହେଉଛନ୍ତି ମୋ ବୋଉ ଙ୍କ ମାମୁଁ । ମଉସା କହୁଥିଲେ ଯଦି ଆଜି ଦୁଃଖୀ ରାମ୍ ଥାଆନ୍ତେ ତ ତୁ ଆଜି ସିନେମା ଜଗତ ରେ ପ୍ରବେଶ କରି ଥାଆନ୍ତୁ କିନ୍ତୁ ବଡ ଦୁଃଖ ର ଖବର ଯେ କାହ୍ନା ଛୋଟ ପିଲା ଥିବା ସମୟ ରେ ଦୁଃଖୀ ରାମ୍ ମୃ-ତ୍ୟୁ ବରଣ କରିଥିଲେ । ଲକ୍ ଡାଉନ୍ ସମୟ ରେ ସେ ଝିଅ ଆମର ନୂଆ ବୋହୂ ଦ୍ୱିତୀୟ ଭାଗ ରେ ତାଙ୍କୁ ବିରାଜ ଚରିତ୍ର ଟି ମିଳିଥିଲା ।
ସେଠି ତାଙ୍କର ଅନେକ ଅସୁବିଧା ହେବା ରୁ ସେ ସେଠାରୁ ଚାଲି ଆସିଥିଲେ । ଆପଣ ମାନେ ଜାଣିଥିବେ କାହ୍ନା ଅଭିନେତ୍ରି ଟିକି ଙ୍କୁ ବିବାହ କରିଥିଲେ । ଉଭୟ ଙ୍କ ଶିବାନୀ ଗଣନାଟ୍ୟ ରୁ ଯାତ୍ରା ଆରମ୍ଭ ହୋଇଥିଲା ଓ ଏହି ଗଣନାଟ୍ୟ ରେ ପରସ୍ପର କୁ ଭଲ ପାଇଥିଲେ ବିବାହ ପରେ ବର୍ତ୍ତମାନ୍ ସମୟ ରେ ଗଣନାଟ୍ୟ ରେ ଅଭିନୟ କରୁଛନ୍ତି ।
ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଏହି ଅଭିନେତା ଜଣକ ନିଜ ସ୍ତ୍ରୀ ଟିକି କୁ ପାଇ ବେଶ୍ ଖୁସି ଅଛନ୍ତି । ଟିକି ବଡ ହୃଦୟ ସେ ସମସ୍ତ ଙ୍କୁ ବହୁତ୍ ସାରା ଭଲ ପାଇବା ଦେଇଥାଏ , ମୁଁ ଟିକି ର ସ୍ୱାମୀ ନୁହେଁ ତାର ପୁଅ ଭଳି ଏହି ଭଳି ଅନେକ କିଛି କହିଥିଲେ ଅଭିନେତା କାହ୍ନା ।।