Breaking News

ଟିପିଟିପି ବର୍ଷା ପାଣି ଗୀତ ନବାଜିଲେ ଲୋକେ ଯାତ୍ରା ଦେଖିବାକୁ ଆସିବେନି: ଦୟା, ଯାତ୍ରା କମେଡିଆନ୍‌

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଯାତ୍ରା ଜଗତ କୁ ଓଡ଼ିଶା ର ଦର୍ଶକ ମାନେ ବହୁତ୍ ସାରା ଭଲ ପାଇବା ଦେଇଛନ୍ତି । ଏହି ଯାତ୍ରା ଜଗତ ରେ ଥିବା ସମସ୍ତ ପାର୍ଟି ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି ଯାହାକି ଆପଣ ମାନେ ନିଶ୍ଚିନ୍ତ ଭାବ ରେ ଜାଣିଥିବେ ।

ତାହେଲେ ବନ୍ଧୁଗଣ ଆପଣ ମାନେ ଯାତ୍ରା ଜଗତ ର ଲୋକ ପ୍ରିୟ ଅଭିନେତା ମାନ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ଙ୍କ ମଧ୍ୟ କିଛି ଅଭିନେତା ଅଛନ୍ତି ଯେଉଁ ମାନେ କି ନିଜ ଜବରଦସ୍ତ କମେଡି ଅଭିନୟ ପାଇଁ ବେଶ୍ ଲୋକ ପରିଚିତ । ଆପଣଙ୍କ ଯାତ୍ରା ଜଗତ ହାସ୍ୟ ଅଭିନେତା ମାନ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ ।


ଅଭିନେତା ଦୟା ଙ୍କ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ , ବର୍ତ୍ତମାନ୍ ସମୟ ରେ ଏହି ଅଭିନେତା ଜଣକ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ଅଶ୍ଳିଳ ନୃତ୍ୟ ହେଉଥିବା ଖବର କୁ ନେଇ । ଦୟା କହିଛନ୍ତି ଯାତ୍ରା ଜଗତ ଭବିଷ୍ୟତ ପୁରା ଅନ୍ଧାର । ଅତି ନିକଟ ରେ କଳାକାର ଜଣକ ଚପଲ ରେ ମାଡ ଖାଇଛନ୍ତି ,

ଏହାକୁ ନେଇ ଦୟା କହୁଛନ୍ତି ପ୍ରଯୋଜକ ମାନ ଙ୍କ ବିଶ୍ୱାସ ନାହିଁ ସେମାନେ ଆତ୍ମ ବିଶ୍ୱାସ ହରାଇ ସାରିଛନ୍ତି । କାହାଣୀ ଏବଂ କଳାକାର ଙ୍କୁ ଗୁରୁତ୍ଵ ଦିଆ ହେଉ ନାହିଁ ବୋଲି ଆଜି ଏହି ଭଳି ପରିସ୍ଥିତି ଉପୁଜିଛି । ପ୍ରଯୋଜକ ଙ୍କ ଆତ୍ମ ବିଶ୍ୱାସ ହରାଇ ସାରିଛନ୍ତି ଓ ଯାହା ଫଳ ରେ ଆଇଟମ ନାଚ କରାଉଛନ୍ତି ।

ବିଶେଷ କରି ଯାତ୍ରା ଜଗତ ଷ୍ଟେଜ ଉପରେ ଓଡ଼ିଆ ଚଳଚ୍ଚିତ୍ର କିମ୍ବା ଧାରାବାହିକ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କୁ ଠିଆ କରିବା । ଲୋକ ମାନ ଙ୍କୁ ଆକ୍ତୃଷ୍ଠ କରିବା ପାଇଁ ଅ-ଶ୍ଳି-ଳ ନୃତ୍ୟ ଦେଖାଉଛନ୍ତି । ବାସ୍ତବିକ୍ ଜୀବନ ରେ ଅନେକ କାହାଣୀ ରହିଛି ଓ ଏହି ବାସ୍ତବିକ୍ ଘଟଣା ସମସ୍ତେ ସୋସିଆଲ ମିଡ଼ିଆ ରେ ଦେଖିବାକୁ ପାଉ ଥିବେ ।

ଅତି ନିକଟ ରେ ଘଟି ଯାଇଥିବା ଜଣେ ମହିଳା ଙ୍କୁ ତାଙ୍କ ସ୍ଵାମୀ ଛାଡ଼ିଦେଲେ କାରଣ ସ୍ତ୍ରୀ କୌଣସି ରୋଗ ରେ ପଡ଼ି ଯିବା ରୁ । ଏହି ଦୁଃଖ ର ଖବର ଟି ଦୟା ଏହି ସାକ୍ଷାତକାର ରେ ଉପସ୍ଥାପନା କରିଥିଲେ ଓ ଏହି ଖବର କୁ ନେଇ ସେ ବହୁତ୍ ଦୁଃଖିତ ବି ମଧ୍ୟ । ଏହି ଭଳି ଭାବେ ଅନେକ କଥା କହିଛନ୍ତି ଦୟା ଯାହାକି ଉଚିତ୍ କଥା କହିଛନ୍ତି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

“ସାରା ଦୁନିଆର ରକ୍ଷକ ଯିଏ ,ନିଜ ରକ୍ଷା ପାଇଁ ଧାଇଁଛି ସିଏ” କହୁ କହୁ କାନ୍ଦି ପକେଇଲେ ହାଡୁ (Hadu) – ଦେଖନ୍ତୁ ଭିଡିଓ

ଓଡ଼ିଆ ସିନେମା ଜଗତର ହାସ୍ୟ ଅଭିନେତା ହାଡୁ ଙ୍କୁ ତା ଆପଣ ମାନେ ନିଶ୍ଚୟ ଜାଣିଥିବେ । ହାଡୁ ଓଲିଉଡ଼ …

Leave a Reply

Your email address will not be published. Required fields are marked *