ଆପଣ ମାନେ ଯାତ୍ରା ଦୁନିଆ ର ରାଣୀ ହେଉଛନ୍ତି ରାନୀ ପଣ୍ଡା କୁ ବହୁତ ଭଲ ଭାବରେ ଜାଣିଥିବେ । ସେ ଓଡିଶା ର ଯାତ୍ରା ଦୁନିଆ ର ବହୁତ ଲୋକପ୍ରିୟ ଅଭିନେତ୍ରୀ ହେବା ସହ ସେ ବହୁତ ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ରାନୀ ପଣ୍ଡା ଙ୍କ ଭିଡିଓ ସୋସିଆଲ ମିଡ଼ିଆ ରେ ଅଧିକ ରୁ ଅଧିକ ମତ୍ରା ରେ ଭାଇରାଲ ହୁଏ । ଛୋଟ ରୁ ବଡ଼ ସମସ୍ତେ ଚିହ୍ନି ଛନ୍ତି ରାନୀ ପଣ୍ଡା ଙ୍କୁ ସେ ତାଙ୍କ ଅଭିନୟ ରେ ସବୁ ବେଳେ ଚର୍ଚ୍ଚା ରେ ରହି ଆସିଛନ୍ତି । ତେବେ ବର୍ତ୍ତମାନ ସମୟରେ ରେ ଆଉ ଏକ ଭିଡିଓ ଭାଇରାଲ ହେଉଛି ସୋସିଆଲ୍ ମିଡ଼ିଆ ରେ । ଏ ସବୁ ବିଷୟ ରେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ସମ୍ପୁର୍ଣ୍ଣ ଭାବରେ ପଢନ୍ତୁ ।
ରାନୀ ପଣ୍ଡା ଙ୍କ ଅଭିନୟ କୁ ନେଇ ସବୁବେଳେ ଚର୍ଚ୍ଚା ରହି ଆସି ଅଛି । ରାନୀ ପଣ୍ଡା ଙ୍କ ଯିବନି କୁ ନେଇ ତାଙ୍କ ନାଁ ରେ ବି ଏକ ନାଟକ ହୋଇଛି ଯାହା ର ନାଁ ହେଉଛି ଘୋଡା ହାତୀ ଗଣ୍ଡା କୁ ଗଣ୍ଡା ଏକା ଲଢିବ ରାନୀ ପଣ୍ଡା । ଯାହା କି ଏହି କାହାଣୀ ଟି ସମ୍ପୁର୍ଣ୍ଣ ରୂପେ ରାନୀ ପଣ୍ଡା ଙ୍କ ଜୀବନ ର ସଂଘର୍ଷ କୁ ନେଇ କରା ଯାଇଛି । ଏହି ନାଟକ ରେ ସବୁ ପ୍ରକାର କ୍ୟାରକ୍ଟର୍ କୁ ପ୍ଲେ କଲା ଭଳି ରାନୀ ପଣ୍ଡା କରୁଛନ୍ତି ଯାହା ଆପଣ ମାନେ ଦେଖି ଥିବେ । ଏହି ନାଟକ ରେ ମଧ୍ୟ ରାନୀ ପଣ୍ଡା ଙ୍କ ର ଅଭିନୟ ଜବରଦସ୍ତ ହୋଇଛି ଯାହା ଦର୍ଶକ ମାନଂକୁ ବହୁତ ଭଲ ଲାଗିଛି ।
ତେବେ ବର୍ତ୍ତମାନ୍ ସମୟ ରେ ମଧ୍ୟ ରାନୀ ପଣ୍ଡା ବହୁତ ଭାଇରାଲ ହେବାରେ ଲାଗିଛି । ଏମିତି ରେ ବି ରାନୀ ପଣ୍ଡା ଙ୍କ ର ଯେ କୌଣସି ଭିଡିଓ ମଧ୍ୟ ନିଆଁ ଭଳି ଭାଇରାଲ ହୋଇ ଥାଏ । ତେବେ ବର୍ତ୍ତମାନ୍ ସମୟ ରେ ମଧ୍ୟ ରାନୀ ପଣ୍ଡା ନିଆଁ ଲଗେଇ ଦେଇଛନ୍ତି ଷ୍ଟେଜ୍ ରେ ଯାହାର ଏବେ ଭିଡିଓ ନିଆଁ ଭଳି ଭାଇରାଲ ହେଉଛି ।
ରାନୀ ପଣ୍ଡା ଏକ ରେକର୍ଡ଼ ଡ୍ୟାନ୍ସ କରିଛନ୍ତି ଯାହାର ଚର୍ଚ୍ଚା ଏବେ ଜୋର ଧରିଛି ସେ ରେକର୍ଡ଼ ଡ୍ୟାନ୍ସ ଟି ହିନ୍ଦୀ ଗୀତ ଟିପି ଟିପି ବରଷା ପାନୀ ଏହି ଗୀତ ରେ ଷ୍ଟେଜ୍ ରେ ଡ୍ୟାନ୍ସ କରିଛନ୍ତି ରାନୀ ପଣ୍ଡା ଯାହା ଏବେ ଧୁମ ମଚେଇଛି ଷ୍ଟେଜ୍ ଆଉ ଏହାର ଭିଡିଓ ଏବେ ଭାଇରାଲ ହେବାକୁ ଲାଗୁଚି ସୋସିଆଲ୍ ମିଡ଼ିଆ ରେ ।
ରାନୀ ପଣ୍ଡା ଏହା ପୂର୍ବ ରୁ ମଧ୍ୟ ଏକ ଆଇଟମ୍ ସଙ୍ଗ ଧମାଲ୍ କରି ଥିଲେ ଷ୍ଟେଜ୍ ରେ ଆଉ ଏବେ ଏହି ଗୀତ ମଧ୍ୟ ଷ୍ଟେଜ୍ ରେ ନିଜ ର ଭଲ ପ୍ରୋଫମାନ୍ସ ଦେଇଛନ୍ତି । ଯାହା ଦର୍ଶକ ମାନଙ୍କ ମନ କୁ ଉତ୍ସାହ କରି ଦେଇଛି ଆଉ ଦର୍ଶକ ମାନେ ମଧ୍ୟ ବହୁତ ମଜ୍ଜା ମସ୍ତି କରି ଥିବାର ନଜର ରେ ଆସିଛନ୍ତି ।