ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ସୋସିଆଲ ମିଡ଼ିଆ ରେ କିଛି ଦିନ ହେବ ବେଶ୍ ଚର୍ଚ୍ଚା ରେ ଅଛି । ଟୁଙ୍ଗୁର ଭୋଳ ଓ ବର୍ଷା ଙ୍କ ପ୍ରେମ ସଂପର୍କ । ଏହି ବିବାଦ ଟି ଅନେକ ଦିନ ର ହୋଇଥିବା ସମୟ ରେ ଏହା ବର୍ତ୍ତମାନ୍ ମଧ୍ୟ ଚର୍ଚ୍ଚା ରେ ରହୁଛି , ବର୍ତ୍ତମାନ୍ ସମୟ ରେ ଉଭୟ ଙ୍କୁ ନେଇ ଆସି ଯାଇଛି ଆଉ ଏକ ଖବର ଯାହାକି ଆଜି ଆମେ ଜାଣିବା ଆମର ଏହି ପେଜ ମାଧ୍ୟମ ରେ ।
ଟୁଙ୍ଗୁର ଭୋଳ କହୁଛି ବର୍ଷା କୁ ଆ ବର୍ଷା ଆମେ ଜେଲ ରେ ବିବାହ କରିନେବା । ସବୁ ବାଧା ବିଘ୍ନକୁ ଏଡାଇ ମୁଁ ତୋ ମଥା ରେ ସିନ୍ଦୂର ଦେବୀ । ତତେ ସ୍ତ୍ରୀ ର ଅଧିକାର ଦେବୀ ବର୍ଷା ଆ ମୋ ପାଖକୁ ଚାଲି ଆସେ , ମୁଁ ତୋ ବିନା ରହି ପାରିବି ନାହିଁ , ୩ ଦିନ ହୋଇଯିବ ମୁଁ ଜେଲ ଆସିବା ର ଏକୁଟିଆ ଥିବା ସମୟ ରେ ତୋ କଥା ଭାରି ମନେ ପଡୁଚି ।
ବର୍ଷା ମୁଁ ତୋ ବିନା ଅଧା , ଇଚ୍ଛା ହେଉଛି ବର୍ତ୍ତମାନ୍ ତୋତେ ବାହା ହୋଇ ଯିବା ପାଇଁ , ତତେ ନିଜର କରିବାକୁ , ତୁ ପଳେଇ ଆସେ ବର୍ଷା ମୋ ପାଖକୁ । ତୋତେ ମୁଁ ଆଉ କେବେ କେଉଁ ଆଡ଼େ ଛାଡ଼ିକି ଯିବି ନାହିଁ , ତୋ ପାଖ ରେ ସବୁବେଳେ ରହିବି । ମୁଁ କେବଳ ତୋର ବର୍ଷା ତୁ ଆସେ ଆମେ ବାହା ହୋଇଯିବା ।
ତୋ ମଥା ରେ ସିନ୍ଦୂର ଦେଇ ତତେ ମୁଁ ନିଜର କରିବି , ତୁ କନ୍ୟା ହେବୁ ମୁଁ ତୋ ବର ହେବି , ଆଉ ବେଦୀ ରେ ମୁଁ ତୋ ମଥା ରେ ସିନ୍ଦୂର ଦେବି । ଏଇ ଦୁନିଆ ଦେଖିବ ଟୁଙ୍ଗୁର ଓ ବର୍ଷା ଙ୍କ ବିବାହ ଘର୍ । ବର୍ତ୍ତମାନ୍ ସମୟ ରେ ଜେଲ ଭିତରେ ରହି ଏମିତି କିଛି ଭାବୁଛନ୍ତି ଟୁଙ୍ଗୁର ଭୋଳ । ବର୍ଷା ଟୁଙ୍ଗୁର ନାମ ଦୁ-ଷ୍କ-ର୍ମ କରିବା ପରେ ଭରତପୁର ଥାନା ପୋଲିସ ଟୁଙ୍ଗୁର କୁ ଗି-ର-ଫ କରିଛି ।
ବର୍ଷା କହୁଛନ୍ତି ଟୁଙ୍ଗୁର ପ୍ରତାରଣା କରିଛନ୍ତି ଅଟୋ ରେ ବସାଇ ସବୁ ଆଡେ ବୁଲାଇ ମୋ ସହ -ଶା-ରି-ରୀକ ସମ୍ପର୍କ ରଖିବା ପରେ ମନ ଭରି ଯିବା ପରେ ମୋତେ ଛାଡ଼ି ପଳାଇଲା । ଟୁଙ୍ଗୁର ଭୋଳ ବର୍ଷା ଙ୍କ ପାଇଁ ଫେମସ ହୋଇଥିଲେ , ଫେମସ ହେବା ପରେ ନିଜ କୁ ହିରୋ ଭାବି ବର୍ଷା କୁ ପାଦ ରେ ଆଡେଇ ଦେଲା ଓ ବର୍ଷା ଙ୍କୁ ଭାଉଜ ବୋଲି କହିଲା ।
ଏହା ପରେ ବର୍ଷା ଏହା କୁ ସହ୍ୟ ନ କରି ପାରି ଟୁଙ୍ଗୁର ଙ୍କ ନାମ ରେ ଦୁ-ଷ୍କ-ର୍ମ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଭରତପୁର ଥାନା ପୋଲିସ ଟୁଙ୍ଗୁର କୁ ଗି-ର-ଫ କରିଛି । ବର୍ତ୍ତମାନ୍ ରେ ଜେଲ ରେ ରହି ଟୁଙ୍ଗୁର ନିଜ ଭୁଲ ବୁଝି ପାରିଛି ଓ ସେ ବର୍ଷା କୁ ବିବାହ କରିବା ପାଇଁ ପ୍ରସ୍ତୁତ ଅଛି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।