ଫୁଣି ଥରେ ବର୍ଷା ଓ ଟୁଙ୍ଗୁରୁ ଭୋଳ ର ଭିଡିଓ ହେଲା ଭାଇରାଲ । ତେବେ ତାଙ୍କ ପ୍ରେମ କାହାଣୀ ସମସ୍ତ ଙ୍କୁ ବହୁତ ଭଲ ଭାବରେ ଜଣା । ତେବେ ସୋସିଆଲ୍ ମିଡ଼ିଆ ରେ କେବଳ ଆଉ କେବଳ ଟୁଙ୍ଗୁରୁ ନାଁ ଆଉ ବର୍ଷା ନାଁ ଉଠୁ ଥିଲା । ତେବେ ଦୁହିଁଙ୍କର ମତା ମତ ଭିନ୍ନ ଥିଲା ପ୍ରଥମ ରୁ ଯେଉଁ କାରଣ ରୁ ଏ ସବୁ ଭାଉଜ ଦିଅର ପ୍ରେମ ଭାବରେ ଚର୍ଚ୍ଚିତ ହେଉ ଥିଲା ।
ତେବେ ସେ ଯାହା ହେଉ ଟୁଙ୍ଗୁରୁ ଆଉ ବର୍ଷା ଦୁହେଁ ଦୁହି ଙ୍କୁ ବହୁତ ଭଲ ପାଉଛନ୍ତି ଆଉ ଦୁହେଁ ଏବେ ସେଲିବ୍ରିଟି ହେବା କାରଣ ରୁ ବହୁତ ଖୁସି ରେ ମଧ୍ୟ ରେ ଥିଲେ । ତେବେ ଦୁହେଁ ସୋସିଆଲ୍ ମିଡ଼ିଆ ରେ ଖୁବ ଜୋରେ ଭାଇରାଲ ହେଉ ଥିଲେ । ତେବେ ଟୁଙ୍ଗୁରୁ ଓ ବର୍ଷା ଙ୍କ ଯୋଡି ବିଷୟ ରେ ବହୁତ କଥା ଆସୁଛି ସୋସିଆଲ୍ ମିଡ଼ିଆ ରେ ତେବେ ଆପଣ ମାନେ ଜାଣି ଥିବେ ବର୍ଷା ମଧ୍ୟ ବହୁତ ସୁଟିଂ କରୁଥିଲେ ।
ସେ ଫୁଣି ହିରୋଇନ ହେଉ ଥିଲେ ଆଲବମ ସଙ୍ଗ୍ ରେ ଯାହା କି ଚହଳ ପକାଇ ଦେଇ ଥିଲା ସୋସିଆଲ୍ ମିଡ଼ିଆ ରେ । ତେବେ ବର୍ଷା ମଧ୍ୟ କହୁଥିଲେ ତାଙ୍କ ପାଖ ରେ ଟ୍ୟାଲେଣ୍ଟ ଅଛି ସେଇଠି ପାଇଁ ସେ ସଫଳତା ର ପାହାଚ କୁ ଚଢି ପାରିଛନ୍ତି । ତେବେ ସେଇଥି ପାଇଁ ସେ ଆଜି ସୁଟିଂ କରୁଛନ୍ତି । ତେବେ ବର୍ଷା ମେନ ହିରୋଇନ ରେ ଅଭିନେତ୍ରୀ କରିବା ସହ ତାଙ୍କ ସହ ଜଣେ ସାଇଟ ହିରୋଇନ ମାନେ ମଧ୍ୟ ଥିଲେ ଆଉ ଏକାଥି କାର ରେ ଯାଇଥିଲେ ଅଭିନୟ କରିବା ପାଇଁ ଏମିତି ସବୁ କହୁଥିଲେ ବର୍ଷା ।
ଆଉ ସେ ସେଲିବ୍ରିଟି ହେବା ପାଇଁ ମିଛ ଅଭିଯୋଗ ମଧ୍ୟ ଆଣି ଥିଲେ । ଆଉ ଦୁହେଁ ବହୁତ ସାରା ଗୀତ ଗାଇ ଥିଲେ ଆଉ ବହୁତ ଆଲବମ୍ ରେ ଅଭିନୟ କରିଥିଲେ । କିନ୍ତୁ ବର୍ତ୍ତମାନ ସମୟ ରେ ଦୁହିଁଙ୍କର ପ୍ରେମ କାହାଣୀ ପଡ଼ିଲାଣି ଫୁଣି ଥରେ ଫାଟ । ବର୍ତ୍ତମାନ ସମୟରେ ରେ-ପ୍ କେସ୍ ରେ ଜେ-ଲ ଯାଇ ଛନ୍ତି ଟୁଙ୍ଗୁରୁ ଭୋଳ ।
ଆଉ ଏହି ଅଭିଯୋଗ ଅନ୍ୟ କେହି ଦେଇ ନାହାନ୍ତି ଅଭିଯୋଗ କରିଛନ୍ତି ନିଜେ ବର୍ଷା । ବର୍ଷା ଏବେ ନ୍ୟାୟ ମାଗୁଛନ୍ତି । ବର୍ଷା କହୁଛନ୍ତି ତାଙ୍କ ର ଆଗରୁ ପୋଲିସ ଥାନା ରେ ଫାଇଲ୍ ପଡି ଥିଲା ଆଉ ପୋଲିସ ମାନେ ବହୁତ ଚେଷ୍ଟା ପରେ ଟୁଙ୍ଗୁରୁ ଙ୍କୁ ପାଇଲେ । ବର୍ଷା କହିଲେ ତାଙ୍କ ପ୍ରତି ଯେତିକି ଅନ୍ୟାୟ କରିଛନ୍ତି ସେଥିପାଇଁ ସେ ନ୍ୟାୟ ମାଗୁଛନ୍ତି ଏପର୍ୟ୍ଯନ୍ତ ସେ କିଛି ବି ନ୍ୟାୟ ପାଇ ନାହାନ୍ତି ।
ଏବେ ବର୍ଷା ଙ୍କୁ ଘର ନାହିଁ ରହିବା ପାଇଁ ଖାଇବା ପାଇଁ ବି ତାଙ୍କ ପାଖ ରେ କିଛି ନାହିଁ । ଟୁଙ୍ଗୁରୁ ଭୋଳ ପାଇଁ ତାଙ୍କ ବାପା ମାଆ ତାଙ୍କୁ ଛାଡି ଚାଲି ଗଲେ ଏବେ ସେ ସମ୍ପୁର୍ଣ୍ଣ ଏକା ଅଛନ୍ତି । ସେଥି ପାଇଁ ସେ ନ୍ୟାୟ ମାଗୁଛନ୍ତି । ବର୍ଷା ଏବେ କହୁଛନ୍ତି କି ଟୁଙ୍ଗୁରୁ ଭୋଳ ତାଙ୍କୁ ଗ୍ରହଣ କରନ୍ତୁ ଆଉ ତାଙ୍କ ର ଯାହା ବି କ୍ଷତି ହେଇଚି ସେ ସବୁ ପୂରଣ କରନ୍ତୁ । ବର୍ଷା ଙ୍କ ର ଦ୍ବାରା ଯେତେ ସମ୍ଭବ ସେ ଚେଷ୍ଟା କରୁଛନ୍ତି ନ୍ୟାୟ ପାଇବା ପାଇଁ ଯଦି ନହେଲା ତା ହେଲେ ସେ ଭାଗବାନ ଙ୍କ ଉପରେ ଭରସା କରୁଛନ୍ତି ଭଗବାନ ନ୍ୟାୟ କରିବେ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।