ଟ୍ରେନ ଲାଇନ ପର ହେଉଥିଲେ ଆଉ ଟ୍ରେନ ଆସିଗଲା ଅଳ୍ପକେ ବଞ୍ଚିଗଲା ଜୀବନ । ସୋସିଆଲ ମିଡ଼ିଆ ରେ ଏହି ଭିଡିଓ ଟି ଖୁବ ଭାଇରାଲ୍ ହେବାକୁ ଲାଗୁଚି । ଟ୍ରେନ ଲାଇନ ପାର ହେଉଥିବା ବେଳେ ହଠାତ ତୀବ୍ର ଗତି ରେ ମାଡି ଆସିଲା ଟ୍ରେନ ଏତେ ଜୋରେ ଆସିଲା ଟ୍ରେନ ଯେ ଷ୍ଟେସନ୍ ଉପର କୁ ଚଢି ପାରିବ ଆଉ ସମ୍ଭବ ହେଲା ନାହିଁ ଏହି ଯୁବକ ଙ୍କ ଥାରେ । ହେଲେ ଉପସ୍ଥିତି ବୁଦ୍ଧି ଦେଖେଇ ବାରୁ ବଞ୍ଚିଗଲା ଜୀବନ ।
ଆଉ ଏହି ଭିଡିଓ ଅତି ସୋସିଆଲ ମିଡ଼ିଆ ରେ ଅଧିକ ମାତ୍ରା ରେ ଭାଇରାଲ୍ ହେବାକୁ ଲାଗୁଚି । ଅନେକ ସମୟ ରେ ମଣିଷ ଏତେ ବେ ପାରୁଆ ହେଇ ଯାଏ ଯେ ସେ ନିଜ ଜୀବନ ର ଯତ୍ନ ନେବା କଥା ଭୁଲି ଯାଏ । ଆଉ ସୋସିଆଲ ମିଡ଼ିଆ ରେ ଏବେ ଅନେକ ଭିଡିଓ ଏମିତି ଭାଇରାଲ୍ ହେବାରେ ଲାଗିଛି ଆଉ ଏହି ଭିଡିଓ ରେ ଦେଖିବାକୁ ମିଳୁ ଥିଲା କେମିତି ଚାହୁଁ ଚାହୁଁ ଜଣକ ର ଜୀବନ ବଞ୍ଚି ଯାଉଛି ।
ଏହି ଭିଡିଓ ରେ ଦେଖିବାକୁ ମିଳେ କି ଜଣେ ଯାତ୍ରୀ ରେଳ ଧାରଣା ଥରେ ପଡି ଯାଇଛନ୍ତି । ଆଉ ଏମିତି ଅବସ୍ଥା ରେ ଟ୍ରେନ ରେ ତାଙ୍କ ଉପରେ ଜୋରେ ଚାଲି ଯାଉଛି । କିନ୍ତୁ ଟ୍ରେନ ଆସିବା ସମୟ ରେ ବ୍ୟକ୍ତି ଜଣକ ଏମିତି କାଏଦ ରେ ରହି ଗଲେ ଯେ ତାଙ୍କ ଜୀବନ ରକ୍ଷା ପାଇଗଲା । ଆଉ ଟ୍ରେନ ଟି ଗଲା ପରେ ବ୍ୟକ୍ତି ଜଣକ ଟ୍ରାକ ରୁ ଉଠି ଆସିଲେ । ଆଉ ଏହା ଦେଖି ସେଠାକାର ଯାତ୍ରୀ ମାନେ ବହୁତ ଖୁସି ହେଇଛନ୍ତି ।
ଏହି ଯାତ୍ରୀ ଜଣଙ୍କ ର ବୟସ 33 ବର୍ଷ । ତାଙ୍କ ପାଦ ରେଳ ଷ୍ଟେସନ୍ ରେ ଖସି ଯାଇଥିଲା । ଏହି କାରଣ ରୁ ସେ ତଳେ ପଡି ଯାଇଥିଲେ । ଆଉ ଠିକ ଏହି ସମୟ ରେ ଟ୍ରେନ ଟି ପଳେଇ ଆସିଲା ଆଉ ତାଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଟ୍ରେନ ଟି ଚାଲି ଯାଇଥିବା ବେଳେ ସେ ରକ୍ଷା ପାଇଗଲେ ।
ଏହି ଭିଡିଓ ଟି ଖୁବ ଚକିତ୍ କରି ଦେଇଛି ସମସ୍ତ ଙ୍କୁ । ଆଉ ଏହି ଭିଡିଓ ବର୍ତ୍ତମାନ ସମୟ ରେ ବହୁତ ଭାଇରାଲ୍ ହେବା ସହ ସମସ୍ତେ ଖୁସି ମଧ୍ୟ ହେଇଛନ୍ତି କି ଏହି ଯାତ୍ରୀ ଜଣକ ବଞ୍ଚି ଗଲେ ଆଉ ଉପସ୍ଥିତ ବୁଦ୍ଧି ଯୋଗୁ ଆଜି ସେ ସାହସ ର ନିଜେ ଆଉ ପୂର୍ଣ୍ଣ ଜୀବନ ନେଇ କି ଆସିଲେ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।