Breaking News

ଡହ ଡହ ଖରାରେ ସ୍କୁଟର ଉପରେ ଚାଲିଲା ରୋମାନସ୍ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଏହି ଅଭିନୟ ଦୁନିଆ ରେ ଆପଣ ମାନ ଙ୍କ ମନୋରଂଜନ କରାଇବା ପାଇଁ ଅନେକ ଚଳଚ୍ଚିତ୍ର ଓ ଧାରାବାହିକ ପ୍ରସ୍ତୁତ ହୋଇଥାଏ । ଆପଣ ମାନେ ଏହି ଚଳଚ୍ଚିତ୍ର ଓ ଧାରାବାହିକ ରେ ଆମେ ମାନେ ଅଭିନୟ ଦେଖିବାକୁ ପାଇ ଥାଉ , ଅଭିନୟ ସହ ଗୀତ ମଧ୍ୟ ଦର୍ଶକ ମାନ ଙ୍କ ବେଶ୍ ଲୋକ ପରିଚିତ ।

ଆପଣ ମାନେ ଜାଣିଥିବେ ଯେ ଦର୍ଶକ ମାନ ଙ୍କ ପ୍ରତି ବର୍ଷ କିଛି ନା କିଛି ଆଲବମ୍ ଗୀତ ବାହାରିଥାଏ ଓ ଗୀତ ହେବା ପରେ ଏହି ଗୀତ କୁ ନେଇ ନାଚ କରାଯାଇଥାଏ । ବନ୍ଧୁଗଣ ଆଗାମୀ ଦିନ ମାନ ଙ୍କ ରେ ଆଉ ଏକ ମ୍ୟୂଜିକ୍ ଭିଡିଓ ଆସିବାକୁ ଯାଉଛି ଓ ଯାହାର ସୁଟିଂ ସେଟ ବର୍ତ୍ତମାନ୍ ସମୟ ରେ ଚାଲିଛି ।

ଏହି ମ୍ୟୁଜିକ ଭିଡିଓ ରେ ନଜର ଆସୁଥିବା ନୂତନ ଅଭିନେତା ଓ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଓ ଏହି ଗୀତ ଟି ବିଷୟ ରେ ଜାଣିବା । ବନ୍ଧୁଗଣ ଏହି ମ୍ୟୁଜିକ ଭିଡିଓ ଟି ହେଉଛି ତୋ ପ୍ରେମ୍ ରେ ପଡିଲା ପରେ ଏଥିରେ ସୁଜିତ୍ ଓ ସସ୍ମିତା ନଜର ଆସିବେ । ଏହି ମ୍ୟୁଜିକ ଭିଡିଓ ରେ ଆପଣ ମାନେ କିଛି ପୁରୁଣା ଜିନିଷ ଦେଖିବାକୁ ପାଇବେ ।

ଏହି ମ୍ୟୁଜିକ ଭିଡିଓ ପ୍ରେମିକ ଓ ପ୍ରେମିକା ସ୍କୁଟର ରେ ବସି ଯାଉଛନ୍ତି , ଏହା ସମସ୍ତ ଙ୍କୁ ନିଶ୍ଚିନ୍ତ ଭାବେ ପସନ୍ଦ ଆସିବ । ଏହି ଗୀତ ଟି କୁ ଗାଇଛନ୍ତି କୁଲଦୀପ । ବର୍ତ୍ତମାନ୍ ସମୟ ରେ ଏହି ମ୍ୟୁଜିକ ଭିଡିଓ ର ସୁଟିଂ ସେଟ ବେଶ୍ ଜୋର୍ ସୋର ରେ ଚାଲିଛି । ଖରା ହେଉଛି ତଥାପି ସୁଟିଂ ଚାଲିଛି । ଯେତେ ଶୀଘ୍ର ସୁଟିଂ ସରିବ ସେତେ ଶିଘ୍ର ଦର୍ଶକ ମାନେ ଏହା ଦେଖି ମନୋରଞ୍ଜନ କରିବା ସହ ବହୁତ୍ ସାରା ଭଲ ପାଇବା ଦେବେ ।

ଏହି ମ୍ୟୁଜିକ ରୋମାଣ୍ଟିକ ଦୃଶ୍ୟ କୁ ନେଇ ହେଉଛି , ଗୀତ ଟି ଦର୍ଶକ ମାନ ଙ୍କ ମନ୍ ଙ୍କୁ ଛୁଇଁବ ବୋଲି ପ୍ରଡ୍ୟୁସର୍ ସୁଜିତ୍ କହିଛନ୍ତି । ବନ୍ଧୁଗଣ ଏହି ଗୀତ ଟି ଏକ ଲୋକ ପ୍ରିୟ ୟୁ ଟ୍ୟୁବ୍ ଚ୍ୟାନେଲ ରେ ପୋଷ୍ଟ ହେବ । ଦେଖାଯାଉ ଏହି ଗୀତ ଟି ବଜାର କୁ ଆସିବା ପରେ କେତେ ହିଟ ହେଉଛି ଏବଂ କେତେ ଭାଇରାଳା ହେଉଛି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *