Breaking News

ଡ୍ରାଇଭର ସଂଘ ଉପରେ ଟ୍ରକ ଚଢେଇ ଦେବି କହିଲେ ଜଣେ ଡ୍ରାଇଭର …

ନିକଟରେ ଡ୍ରାଇଭର ମହାସଂଘ ର ଯେଉଁ ଆନ୍ଦୋଳନ ଜାରି ରହିଛି ତାକୁ ନେଇ ଜଣେ ଟ୍ରକ୍ ଡ୍ରାଇଭର କହିଛନ୍ତି ଯେ ସେ ଗାଡ଼ି ଚଳାଇବା ସମୟରେ ରାସ୍ତା ରେ ଯେଉଁ ଡ୍ରାଇଭର ଆସି ତାଙ୍କୁ ଅଟକାଇବାକୁ ଚେଷ୍ଟା କରିବ ତା ଉପରେ ସେ ଟ୍ରକ୍ ଚଢ଼େଇ ଦେବେ । ଆଉ ସେ କହିଛନ୍ତି ଯେ ଡ୍ରାଇଭର ମହା ସଂଘ ରେ ଯେଉଁ ସବୁ ଡ୍ରାଇଭର ମାନେ ଅନଶନ କରୁଛନ୍ତି ସେମାନେ ସମସ୍ତେ ଜଣେ ଜଣେ ଟାଉଟର।

ସେ କହିଛନ୍ତି ଯେ ତାଙ୍କର ଏ ଭଳି ଫାଲତୁ ଅନଶନ ପାଇଁ ସେ ତାଙ୍କର ଦିନକର ହଜାରେ ଟଙ୍କା ମଜୁରୀ ବୁଡ଼ାଇବାକୁ ଚାହୁଁ ନାହାନ୍ତି । ଆଉ ସେ ଘରେ ବସି ରହିଲେ ତାଙ୍କ ପରିବାର କଣ ଡ୍ରାଇଭର ସଂଘ ବୁଝିବେ କି ନା ତାଙ୍କୁ ପଇସା ଦେବେ । କେହି କିଛି ବି ଦେବେନି ସେଥିପାଇଁ ସେ ଗାଡ଼ି ଚଳାଉ ଛନ୍ତି । ଆଉ ସେ କହିଛନ୍ତି ଯେ ଗାଡ଼ି ଚଳାଇବା ସମୟରେ ଯଦି କେହି ଡ୍ରାଇଭର ତାଙ୍କୁ ଅଟକାଇ ବାକୁ ଚେଷ୍ଟା କରନ୍ତି ତାହେଲେ ସେ ତାଙ୍କ ଉପରେ ଟ୍ରକ୍ ଚଢାଇ ଦେବେ ।

 

 

ଆଉ ଏପଟେ ଡ୍ରାଇଭର ମହାସଂଘ ରେ ଅନଶନ ଜାରି ରଖିଥିବା ଡ୍ରାଇଭର ମାନଙ୍କ ର ଦାବି ରହିଛି ଯେ ତାଙ୍କ ପାଇଁ ପେନସନ ର ସୁବିଧା ମିଳୁ । ସରକାର ତାଙ୍କ ପାଇଁ ସ୍ବତନ୍ତ୍ର ବିଚାର କରନ୍ତୁ । ଆଉ ସମସ୍ତେ ଅନଶନ ରେ ବସିଛନ୍ତି । ଆଉ ଏ ଭଳି ପରିସ୍ଥିତି ରେ ଏହି ଡ୍ରାଇଭର ଜଣ ଙ୍କ କଥା କୁ ଜଣେ ବ୍ୟକ୍ତି ଭିଡ଼ିଓ ରେକର୍ଡ କରି ସୋସିଆଲ ଆପ ରେ ଅପଲୋଡ଼ କରି ଦେଇଛନ୍ତି । ଏବେ ସୋସିଆଲ ମିଡିଆରେ ଏହି ଭିଡ଼ିଓ ଟି ଭାଇ ରାଲ୍ ହେବାରେ ଲାଗିଛି । ।

 

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

 

About admin

Check Also

ଅମ୍ଳାନ ବହୁତ ରାଗି ! ମୁଁ ଯେତେବେଳେ ହସେ ସେ ମୋ ଉପରେ ଚିଡନ୍ତି: ଏଲିନା | Elina Samantray |

ନିକଟରେ ଏକ ସିନେମା ର ସୁଟିଂ ସରି ଯାଇଛି । ସିନେମା ର ନାଁ ରହିଛି ପ୍ରିୟେ ମୁଁ ତୁମ …

Leave a Reply

Your email address will not be published. Required fields are marked *