Breaking News

ତରଙ୍ଗ ଟିଭିର ଝିଅର ଆମର ନୂଆ ବୋହୂ ସିରିଏଲ ଖୁବ ଶୀଘ୍ର ବନ୍ଦ ହେବାକୁ ଯାଉଛି?, ଜାଣନ୍ତୁ ଏହା ପଛର କାରଣ କଣ – ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆପଣ ମାନଙ୍କ ପାଇଁ ଆସିଗଲା ବହୁତ ବଡ଼ ଦୁଃଖ ର ଖବର ଖୁବ ଶୀଘ୍ର ବନ୍ଦ ହେବାକୁ ଜାଉଛି ତରଙ୍ଗ ଚ୍ୟାନେଲ୍ ର ଝିଅ ଆମ ର ନୂଆ ବୋହୁ ସିରିଏଲ ।ଆଉ ଏହି ସିରିଏଲ ଟି ର କାହାଣୀ ଆଗକୁ ବଢିବ ନାହିଁ । ଏହି ସିରିଏଲ ଟି ଖୁବ୍ ଶୀଘ୍ର ବନ୍ଦ ହେବା କୁ ଯାଉଛି ଯାହା ଦର୍ଶକ ମାନଂକ ପାଇଁ ବହୁତ ବଡ଼ ଦୁଃଖ ର ଖବର ।

ତେବେ ଆପଣ ମାନେ ଜାଣିଥିବେ ଗୋଟିଏ ସିରିଏଲ ବନ୍ଦ ହେଲେ ତା ଜାଗା ରେ ଆଉ ଗୋଟିଏ ସିରିଏଲ ର ଶୁଭାରମ୍ଭ୍ ହୋଇ ଥାଏ। ତେବେ ହଠାତ ଏହି ସିରିଏଲ ଟି କଣ ପାଇଁ ଓ କାହିଁକି ବନ୍ଦ ହେବାକୁ ଯାଉ ଅଛି ଆଉ ଏହାର କାରଣ କଣ ଅଛି ଯଦି ଆପଣ ମାନେ ଜାଣିବାକୁ ଚାହୁଁଛନ୍ତି ତେବେ ଆଜି ର୍ ଏହି ଅର୍ଟିକିଲି ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ତାହେଲେ ଆପଣ ମାନେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣି ପାରିବେ ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ତରଙ୍ଗ ଟିଭି ଗତ ଦୁଇ ଦିନ ତଳେ ଗୋଟିଏ ନୂଆ ସିରିଏଲ ଆନାଉନ୍ସମେଣ୍ଟ୍ କରିଛି ଯାହା ର ନାଁ ରହିଛି ମାୟାବିନୀ । ଏହି ସିରିଏଲ ଟି ଆରମ୍ଭ ହେବା ବଦଳ ରେ ତରଙ୍ଗ ଟିଭି ରେ ପ୍ରସାରିତ୍ ହେଉଥିବା ସବୁ ସିରିଏଲ ମଧ୍ୟରୁ ଗୋଟିଏ ସିରିଏଲ କୁ ସମ୍ପୁର୍ଣ୍ଣ ଭାବରେ ବନ୍ଦ କରିବାକୁ ପଡିବ ।

ଆଉ ଏମିତି ରେ ବି ଆମେ ତରଙ୍ଗ ଟିଭି ରର ପ୍ରସାରିତ୍ ହେଉଥିବା ଆମେ ସବୁ ସିରିଏଲ ଗୁଡିକୁ ଦେଖିବା ଏହି ସିରିଏଲ ରେ ଏବେ ଝିଅ ଆମର ନୂଆ ବୋହୁ ର ସିରିଏଲ ଟି ଶେଷ ଅଧ୍ୟାୟ କୁ ଗତି କରୁଛି । ଏହି ସିରିଏଲ ର ହିରୋଇନ ପୂଜା ଜାଣି ସାରିଛନ୍ତି ତାଙ୍କ୍ ଜେଜେ ଠାକୁର ଙ୍କ ର ପ୍ରକୃତ ସତ ଆଉ ଏ ସବୁ ର ଖୋଲାସା ହେବାକୁ ଯାଉଛି ।

ତେବେ ତରଙ୍ଗ ଟିଭି ର ଝିଅ ଆମ ର ନୂଆ ବୋହୁ ସିରିଏଲ ରେ ସବୁ ଖୋଲସା ହେବାକୁ ଯାଉ ଥିବାରୁ ଶେଷ ହେବାକୁ ଯାଉଛି ସିରିଏଲ ଟି । ଆଉ କାରଣ ରୁ ଦେଖିବାକୁ ଗଲେ ଝିଅ ଆମ ର ନୂଆ ବୋହୁ ସିରିଏଲ ଟି ସମ୍ପୁର୍ଣ୍ଣ ଭାବରେ ବନ୍ଦ ହେବାକୁ ଯାଉଅଛି । ଆଉ ଏହି ସିରିଏଲ ଟି ର ବଦଳ ରେ ଆସିବାକୁ ଯାଉଛି ମାୟାବିନୀ ସିରିଏଲ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *