Breaking News

ତରଙ୍ଗ ଟିଭିର ଧାରବାହିକରେ ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ହିରୋଇନ ମାନଙ୍କର ଦରମା ଜାଣିଲେ ଆଶ୍ଚର୍ଯ୍ୟ ହେବେ – ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆପଣ ମାନେ ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ୍ ହେଉଥିବା ସବୁ ସିରିଏଲ କୁ ବହୁତ ଭଲ ଭାବରେ ଦେଖୁଥିବେ । ସିରିଏଲ ମାନଙ୍କ ରେ ଦମଦାର୍ ଅଭିନୟ କରୁଥିବା ହିରୋଇନ ମାନଂକୁ ବେସ୍ ଭଲ ଭାବରେ ଜାଣିଥିବେ । ତେବେ ଦର୍ଶକ ମାନେ ଆପଣ ମାନେ ଜାଣିଛନ୍ତି କି ହିରୋଇନ ମାନଙ୍କ ର ଦରମା କେତେ ହେଇଥିବ । ଯଦି ଆପଣ ମାନେ ଜାଣି ନାହାନ୍ତି ତେବେ ଆପଣ ମାନେ ଆମ ର ଏହି ଲେଖାଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ତେବେ ଯାଇ ଆପଣ ମାନେ ସମ୍ପୁର୍ଣ୍ଣ ବିବରଣୀ ଟି ଜାଣି ପାରିବେ ।

ବନ୍ଧୁମାନେ ଭିଡିଓ ରେ ନମ୍ବର 1 ରେ ଆସୁଛନ୍ତି ଗୌରୀ ଯିଏ କି ଗୌରୀ ସିରିଏଲ ରେ ନିଜ ର ଦମଦାର ଅଭିନୟ ସବୁ ଦର୍ଶକ ମାନଂକୁ ଦେଖାଉଛନ୍ତି । ଦର୍ଶକ ମାନେ ମଧ୍ୟ ଗୌରୀ ଙ୍କୁ ବହୁତ ଭଲ ପାଇବା ଦେଉଛନ୍ତି । ତେବେ ଗୌରୀ ଗୋଟିଏ ଦିନ ର ସୁଟିଂ ପାଇଁ 5,500 ନିଅନ୍ତି । ଗୌରୀ ସିରିଏଲର ଅଭିନେତ୍ରୀଙ୍କ ନାମ ହେଲା ନିଲାଖି ।


2ୟ୍ ରେ ଆସୁଛନ୍ତି ଇତି ଯିଏ କି ଓଡିଶା ଲୋକ ପ୍ରିୟ ସିରିଏଲ ସିନ୍ଦୁର ଅଧିକାର ସିରିଏଲ ଇତି ହିରୋଇନ ଭୂମିକା ରେ ଅଭିନୟ କରୁଛନ୍ତି । ତାଙ୍କ ର ଦମଦାର ଅଭିନୟ ପାଇଁ ଦର୍ଶକ ମାନେ ତାଙ୍କ ସିରିଏଲ ଟିକୁ ଦେଖୁଛନ୍ତି ତାଙ୍କ ଅଭିନୟ ସବୁ ଦର୍ଶକ ମାନଂକୁ ବହୁତ ଭଲ ମଧ୍ୟ ଲାଗେ । ଇତି ଗୋଟିଏ ଦିନ ପାଇଁ ସୁଟିଂ କରିବା ପାଇଁ 4,000 ଟଙ୍କା ନିଅନ୍ତି । ଏହି ସିରିଏଲର ଅଭିନେତ୍ରୀଙ୍କ ନାମ ହେଲା ସିମ୍ରନ ଦାସ ।

3ୟ ରେ ଆସୁଛନ୍ତି ତାରିଣି । ସେ ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ୍ ହେଉଥିବା ଲୋକପ୍ରିୟ ସିରିଏଲ ତାରିଣୀ ଆଖିର ତାରା ରେ ଅଭିନୟ କରୁଛନ୍ତି । ତାଙ୍କ ଏହି ସିରିଏଲ ରେ ତାରିଣୀ ଙ୍କ ଭୂମିକା ଦର୍ଶକ ମାନଙ୍କ ଅତି ପ୍ରିୟ ଅଟେ । ଆଉ ସେ ଗୋଟିଏ ଦିନ ର ସୁଟିଂ ପାଇଁ 5,000 ନିଅନ୍ତି ।


4ର୍ଥ ରେ ଆସୁଛନ୍ତି ଆଶା । ଏହି ହିରୋଇନ ରେ ଆଶା ସିରିଏଲ ରେ ମୁଖ୍ୟ ଭୂମିକା ଅଭିନୟ କରୁଛନ୍ତି ଏହି ସିରିଏଲ ଟିକୁ ମଧ୍ୟ ଲୋକ ମାନେ ବହୁତ ଭଲ ପାଆନ୍ତି । ଆଉ ତାଙ୍କ ର ଏହି ସିରିଏଲ ଟି ଦର୍ଶକ ମାନଙ୍କ ର ଅତି ପ୍ରିୟ ଅଟେ । ଆଉ ଆଶା ଗୋଟିଏ ଦିନ ର ସୁଟିଂ ପାଇଁ 6 ହଜାର ନିଅନ୍ତି ।

5ମ ରେ ଆସୁଛନ୍ତି ପୂଜା । ପୂଜା ଙ୍କୁ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ । କାରଣ ସେ ଝିଅ ଆମ ର ନୂଆ ବୋହୁ ରେ ବହୁତ ସୁନ୍ଦର ଅଭିନୟ କରୁ ଥିବାର ନଜର ରେ ଆସୁଛନ୍ତି ଆଉ ସେ ଗୋଟିଏ ଦିନ ର ସୁଟିଂ ପାଇଁ 3,000 ନେଉଛନ୍ତି ।

6ଷ୍ଠ ରେ ଆସୁଛନ୍ତି ଆପଣ ମାନଙ୍କ ର ଅତି ପ୍ରିୟ ନେତ୍ରା । ସେ ଲୋକପ୍ରିୟ ସିରିଏଲ ବନ୍ଧନ ଏ ଜନ୍ମ ଜନ୍ମ ର ସିରିଏଲ ରେ ଅଭିନୟ କରୁଛନ୍ତି । ତେବେ ନେତ୍ରା ଗୋଟିଏ ଦିନ ର ସୁଟିଂ ପାଇଁ 2,500 ଟଙ୍କା ନେଉଛନ୍ତି

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

“ସାରା ଦୁନିଆର ରକ୍ଷକ ଯିଏ ,ନିଜ ରକ୍ଷା ପାଇଁ ଧାଇଁଛି ସିଏ” କହୁ କହୁ କାନ୍ଦି ପକେଇଲେ ହାଡୁ (Hadu) – ଦେଖନ୍ତୁ ଭିଡିଓ

ଓଡ଼ିଆ ସିନେମା ଜଗତର ହାସ୍ୟ ଅଭିନେତା ହାଡୁ ଙ୍କୁ ତା ଆପଣ ମାନେ ନିଶ୍ଚୟ ଜାଣିଥିବେ । ହାଡୁ ଓଲିଉଡ଼ …

Leave a Reply

Your email address will not be published. Required fields are marked *