Breaking News

ତାରା ତାରିଣୀ ଧାରାବାହିକର ହିରୋଇନ ସୁନିତା (Sunita Babu) ତାଙ୍କ ଫ୍ୟାନ ମାନଙ୍କୁ ଦେଲେ ଖୁସି ଖବର – ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆପଣ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ଓଡ଼ିଶା ର ଘର୍ ଘରେ ପରିଚିତ , ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ମାନେ ବେଳେ ବେଳେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରୁହନ୍ତି କିଛି ଦୃଶ୍ୟ କୁ ନେଇ ।


ତାହା ସୁଟିଂ ସେଟ ର ଦୃଶ୍ୟ ହେଉ ବା ବ୍ୟକ୍ତିଗତ ଜୀଵନ ର ହସ ଖୁସି ର ଭିଡିଓ ହେଉ । ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ସେହିଭଳି ଜଣେ ଅଭିନେତ୍ରୀ ବେଶ୍ ଚର୍ଚ୍ଚା ରେ ଅଛନ୍ତି ଓ ତାଙ୍କୁ ନେଇ ଖୁସି ଖବର ଆସିଛି । ତାହେଲେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ଜଣକ କିଏ ଓ ତାଙ୍କୁ ନେଇ କେଉଁ ଖୁସି ଖବର ଆସିଛି ।

ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ସୁନୀତା , ଏହି ଅଭିନେତ୍ରୀ ଜଣକ ତାଙ୍କ ଜୀବନୀ ମଧ୍ୟ ରେ ସେ ବହୁ ସାରା ଆଲବମ୍ କରିଛନ୍ତି ଓ ତାଙ୍କ ଆଲବମ୍ ମଧ୍ୟ ସୁପର ହିଟ ହୋଇଛି । ଆଲବମ୍ ସହିତ ସେ ବହୁ ସାରା ଧାରାବାହିକ ରେ ନଜର ଆସିଛନ୍ତି ।

ଯେମିତି କି ଅହିସୂଲକ୍ଷଣି , ସବୁ ଠିକ ଠାକ୍ , ତପସ୍ୟା, ତେଜସ୍ଵିନୀ ଓ ତାରା ତାରିଣୀ ଭଳି ଲୋକ ପ୍ରିୟ ଧାରାବାହିକ ଗୁଡ଼ିକ ରେ ନିଜ ଜବରଦସ୍ତ ଅଭିନୟ ଦେଖାଇଛନ୍ତି। ଅଭିନେତ୍ରୀ ସୁନୀତା ବିବାହ କରିଛନ୍ତି ସେ ତାଙ୍କ ବନ୍ଧୁ ସତ୍ୟ ଙ୍କ ସହ ପ୍ରେମ ହୋଇଥିଲା ପରେ ଉଭୟ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ।

ଏହି ଅଭିନେତ୍ରୀ ଜଣକ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି , ଅଭିନେତ୍ରୀ ସୁନିତା ଏକ ଖୁସି ଖବର ଦେଇଛନ୍ତି ଓ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ କିଛି ଫଟୋ ପୋଷ୍ଟ କରିଛନ୍ତି । ଅଭିନେତ୍ରୀ ସୁନିତା ଆଗାମୀ ଦିନ ମାନ ଙ୍କ ରେ ମାଆ ହେବା କୁ ଯାଉଛନ୍ତି । ନିଜ ସାଦଖିଆ ର କିଛି ଫଟୋ ସେ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଛନ୍ତି ।

ଅଭିନେତ୍ରୀ ସୁନିତା ବର୍ତ୍ତମାନ୍ ସମୟ ରେ ବହୁତ୍ ଖୁସି ଅଛନ୍ତି ମାଆ ହେବା କୁ ଯାଉଥିବା ଖବର କୁ ନେଇ । ଏହି ଫଟୋ ରେ ସୁନୀତା ଙ୍କ ସହ ତାଙ୍କ ସ୍ୱାମୀ ମଧ୍ଯ ନଜର ଆସିଛନ୍ତି । ଏହି ସମସ୍ତ ଫଟୋ ଗୁଡ଼ିକୁ ଆପଣ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *